Browsing Category

Breaking News

କଡ଼ ଲେଉଟାଉଛି ମୌସୁମୀ, ଏହି 4 ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ବର: କଡ଼ ଲେଉଟାଉଛି ମୌସୁମୀ । ରାଜ୍ୟରେ ପୁଣି ପ୍ରବଳ ବର୍ଷା ହେବ । ଆଜି 4 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 7 ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ…

ବେଙ୍ଗାଲୁରୁ ଦଳାଚକଟା ପରେ BCCIର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମ୍ୟାଚ ପରେ ଉତ୍ସବରେ କଟକଣା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଜିତ ଉତ୍ସବ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହେବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏକ ବଡ଼ ପଦକ୍ଷେପ ଗ୍ରହଣ…

କଟକ ଓ କେନ୍ଦ୍ରାପଡ଼ାକୁ ବ୍ୟାପିଲାଣି ଡାଇରିଆ: କେନ୍ଦ୍ରାପଡ଼ାରେ ଜଣଙ୍କ ମୃତ୍ୟୁ ସୂଚନା

କେନ୍ଦ୍ରାପଡ଼ା: ବ୍ୟାପୁଛି ଡାଇରିଆ । ଯାଜପୁର ପରେ ଏବେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି ।  ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି । ମୃତକ କେନ୍ଦ୍ରାପଡ଼ା…

20 ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଗୁରୁତର

ରାୟଗଡା: 20 ଫୁଟ ତଳକୁ ଖସିଲା ଟ୍ରକ। ରାୟଗଡାର ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟିରେ ଘଟିଯାଇଛି ଏହି ବଡ ଧରଣର ଦୁର୍ଘଟଣା। ଏହି ଘାଟିରେ ବସ ନିଜର ଭାରସାମ୍ୟ ହରାଇ 20 ଫୁଟ ତଳକୁ ଖସିଯାଇଛି। ଯେଉଁଥିରେ ଡ୍ରାଇଭର…

ଏୟାର ଇଣ୍ଡିଆ ଦୁର୍ଘଟଣା ପଛରେ ତୁର୍କୀର ହାତ ! କାହିଁକି ଏପରି ଦାବି କଲେ ବାବା ରାମଦେବ?

ନୂଆଦିଲ୍ଲୀ: କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ଟେକ୍‌ ଅଫ୍‌ର ମାତ୍ର 32 ସେକେଣ୍ଡରେ ଇଞ୍ଜିନରେ କେମିତି ହେଲା ଗଡ଼ବଡ଼ ? ଅହମ୍ମଦାବାଦରେ ଭୟାବହ ବିମାନ ଦୁର୍ଘଟଣାର ଏବେ ଚାଲିଛି କାରଣ…

ଲୁଟ! ବନ୍ଧୁକ ଦେଖାଇ ନେଇଗଲେ 12 ଭରି ସୁନା

ସୁନ୍ଦରଗଡ: ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର ସଦର ଥାନା କନ୍ଦାବାହାଲ ଗାଁରେ। ବିଳମ୍ବିତ ରାତିରେ 7ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପରି ଘର ଲୋକଙ୍କୁ…

ସାବଧାନ! ନକଲି ଲୋନ ଆପ୍‌ରୁ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ, ସରକାର ତୁରନ୍ତ ଡିଲିଟ କରିବାକୁ ଦେଲେ ଆଲର୍ଟ

ନୂଆଦିଲ୍ଲୀ: ଭାରତ ସରକାର ନାଗରିକମାନଙ୍କୁ ନକଲି ଲୋନ ଆପ୍ଲିକେସନଗୁଡ଼ିକ ସମ୍ପର୍କରେ ସତର୍କ କରିଛନ୍ତି, ଯେଉଁଗୁଡ଼ିକ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିପାରେ। ସାଇବର ଅପରାଧୀମାନେ ଏହି ନକଲି ଆପ୍‌ଗୁଡ଼ିକ…

ପହିଲି ରଜ ପରଠାରୁ ଏହି 5 ରାଶିରେ ଲାଗିବ ଲଟେରୀ, ଆକସ୍ମିକ ହେବ ଧନ ବର୍ଷା !

ଓଡ଼ିଶା ଭାସ୍କର: ରଜ ସଂକ୍ରାନ୍ତି 15 ଜୁନ୍ 2025 ସକାଳ 6 ଟା 52 ମିନିଟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା, ଆତ୍ମବିଶ୍ୱାସ,…

ପୁଣି ଡାଉନ ହେଲା Xର ସର୍ଭିସ , ଲଗଇନ ଓ ପୋଷ୍ଟିଂରେ ସମସ୍ୟା; ୬ ହଜାରରୁ ଅଧିକ ଉପଭୋକ୍ତାଙ୍କ ଅଭିଯୋଗ

ନୂଆଦିଲ୍ଲୀ/ଓ୍ଵାସିଂଟନ: ଏଲନ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ଵିଟର) ଆମେରିକାରେ ଡାଉନ ହୋଇଛି। ଲଗଇନ କରିବା ଏବଂ ପୋଷ୍ଟ କରିବାରେ ସମସ୍ୟା ଦେଖାଦେଇଥିବା ନେଇ ୬ ହଜାରରୁ ଅଧିକ…

ନାଇଜେରିଆରେ ଗଣହତ୍ୟା: ଗୁଳିମାଡ଼ କଲେ, ବନ୍ଦ କୋଠରୀରେ ଜୀଅନ୍ତା ଜାଳିଦେଲେ, 100ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ନାଇଜେରିଆର ବେନୁଆ ଅଞ୍ଚଳରେ ହିଂସା । କୋଠରୀରେ ବନ୍ଦ କରି ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏଭଳି ନିର୍ମମ ଭାବରେ 100 ରୁ ଉର୍ଦ୍ଧ୍ବ ଲୋକଙ୍କୁ ହତ୍ୟା କରାଯାଇଛି । ନାଇଜେରିଆର କେନ୍ଦ୍ରୀୟ ବେନୁଏ…