Browsing Category
Breaking News
ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ପାଇବା ପରେ…
ଯୁବକଙ୍କୁ ତଣ୍ଟି ଚିପି ହତ୍ୟା, 2 ଅଭିଯୁକ୍ତ ଅଟକ
ବଲାଙ୍ଗୀର: ଯୁବକଙ୍କୁ ତଣ୍ଟିଚିପି ହତ୍ୟା। ଏହି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ। ସାମାନ୍ୟ ମୋବାଇଲ ଛଡାଇ ନେଇଯିବାରୁ ଜଣେ ଯୁବକଙ୍କୁ ଗାଳି ଗୁଲଜ କରି…
ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଆଲର୍ଟରେ ଆମେରିକା, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ
ୱାଶିଂଟନ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି, ଆମେରିକା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଏହି ପରାମର୍ଶରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ଥିବା ସମସ୍ତ…
ପୁଣିଥରେ ହେଲିକପ୍ଟର ଦୁର୍ଘଟଣା, 7 ମୃତ
ଉତ୍ତରାଖଣ୍ଡ: ଆର୍ଯ୍ୟାନ ଏଭିଏସନର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁପ୍ତକାଶୀକୁ ଯାଉଥିବା ସମୟରେ କେଦାରନାଥ ନିକଟରେ ଥିବା ଗୌରୀକୁଣ୍ଡ ଜଙ୍ଗଲରେ ଘଟିଯାଇଛି ଏହି ଦୁର୍ଘଟଣା।
ଏଥିରେ ପାଇଲଟଙ୍କ ସମେତ 7ଜଣ ଯାତ୍ରୀ…
5 ଦିନରେ 3ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, କାନାଡାରେ G7 ବୈଠକରେ ହେବେ ସାମିଲ
ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ଦିନିଆ ବିଦେଶ ଗସ୍ତ । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ…
ଇରାନ ପରମାଣୁ ପ୍ରକଳ୍ପ ଓ ଗ୍ୟାସ୍ କ୍ଷେତ୍ରରେ ଇସ୍ରାଏଲର ଆକ୍ରମଣ, ଇରାନର ବାଲାଷ୍ଟିକ ମିସାଇଲ ପ୍ରତିଶୋଧ
ତେହେରାନ/ଜେରୁଜାଲେମ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ଯେତେବେଳେ ଇସ୍ରାଏଲ ଇରାନର ପରମାଣୁ ପ୍ରକଳ୍ପ ଏବଂ ଶକ୍ତି ଅବସଂସ୍ଥାପନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି, ଯାହାର ପ୍ରତିଶୋଧରେ ଇରାନ…
ଦିଲ୍ଲୀରେ ଗରମରୁ ମିଳିଲା ଆରାମ: ପ୍ରବଳ ପବନ ଓ ବର୍ଷା ସହ ଜାରି ହେଲା ମୌସୁମୀ ଆଡ଼ଭାଇଜରୀ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଏନସିଆର)ରେ ଲଗାତାର ଗରମ ଏବଂ ତାତି ପରେ ଅବଶେଷରେ ଲୋକମାନେ କିଛି ଆରାମ ପାଇଛନ୍ତି। ଭାରତୀୟ ମୌସୁମୀ ବିଭାଗ (IMD) ପକ୍ଷରୁ ଜାରି କରାଯାଇଥିବା ସୂଚନା…
ଏସୀୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶାର ପ୍ରଣତି ନାୟକଙ୍କୁ କାଂସ୍ୟ ପଦକ, କଲେ ବଡ ରେକର୍ଡ
ଭୁବନେଶ୍ୱର: ଓଡ଼ିଶାର ପ୍ରଣତି ନାୟକ ଦକ୍ଷିଣ କୋରିଆର ଜେଚେଓନରେ ଅନୁଷ୍ଠିତ ୧୨ତମ ସିନିୟର ମହିଳା ଏସୀୟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଭଲ୍ଟ ଫାଇନାଲରେ କାଂସ୍ୟ ପଦକ ଜିତି ଭାରତ ଓ ଓଡ଼ିଶାକୁ…
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ପ୍ରବଳ ବର୍ଷିବ: ଆଇଏମ୍ଡି ଡିଜି
ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ଆଶାର ଆଲୋକ ଆଣି, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଘୋଷଣା କରିଛନ୍ତି ଯେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବ୍ୟାପକ…
ଗାଁରେ ବାହାଘର ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ, ଅଳ୍ପକେ ବଞ୍ଚିଗଲେ ଅତିଥି; ଭାଇରାଲ ହେଉଛି Video
ନୂଆଦିଲ୍ଲୀ: ଗାଁର ବାହାଘରରେ ଥାଏ ଏକ ଅଲଗା ଆନନ୍ଦ। ଦେଶୀ ଗୀତ, ଢୋଲର ତାଳ, ଆତ୍ମୀୟଙ୍କ ହସଖୁସି ମଧ୍ୟରେ ପ୍ରତ୍ୟେକ ରୀତିନୀତି ପାଳନ କରାଯାଏ। କିନ୍ତୁ ବେଳେବେଳେ ଏହି ଖୁସିର ମାହୋଲ ମଝିରେ ଏପରି ଦୁର୍ଘଟଣା ଘଟିଯାଏ…