Browsing Category
Breaking News
100x ସୁପର୍ ଜୁମ ସହିତ ଲଞ୍ଚ ହେଲା VIVO 5G ସ୍ମାର୍ଟଫୋନ୍, Samsung, OnePlus, Xiaomi ର ବଢିଲା ଟେନସନ୍
ଓଡ଼ିଶା ଭାସ୍କର: ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି । ଏହି Vivo ଫୋନ୍ 100x ସୁପର ଜୁମ୍ ସମେତ…
SSC CGL 2025: ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, 14582 ପଦବୀରେ ବାହାରିଲା ନିଯୁକ୍ତି
ନୂଆଦିଲ୍ଲୀ: ଯଦି ଆପଣ କେନ୍ଦ୍ର ସରକାରଙ୍କ ପାଇଁ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC) କମ୍ବାଇନ୍ ସ୍ନାତକ ସ୍ତରୀୟ ପରୀକ୍ଷା (SSC CGL 2025)…
ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କଲା ବଡ଼ ପରିବର୍ତ୍ତନ, ୧୯ ବର୍ଷୀୟ ଦ୍ରୁତ ବୋଲରଙ୍କୁ କରାଗଲା ଟିମରେ ସାମିଲ୍
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚର ସିରିଜ ୨୦ ଜୁନ ୨୦୨୫ରେ ଖେଳାଯିବ। ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଏକ ବଡ଼ ଝଟକା ଲାଗିଛି।
ଟିମର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଯାଇଛନ୍ତି। ଯାହା ପାଇଁ…
ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି, ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଯାଜପୁର: ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦୁଇ ଦିନ ମଧ୍ୟରେ ୫୦୦ରୁ ଉର୍ଦ୍ଧ୍ୱ ଆକ୍ରନ୍ତ। ଯୁବକ, ଶିଶୁ, ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ। ଦୁଇ ମ୍ୟୁନିସପାଲଟି, ଧର୍ମଶାଳା, ରସୁଲପୁର, କୋରେଇ, ଦାନଗଦିରେ…
3000ରୁ ଅଧିକ ଟଙ୍କାର କାରବାର ଉପରେ ଲାଗିବ ମର୍ଚ୍ଚାଣ୍ଟ ଫି, ହଠାତ୍ ଏଭଳି ପରିବର୍ତ୍ତନର ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଯଦି ଆପଣ ଅଧିକାଂଶ କିଣାକିଣି ଏବଂ ପରିବାର ସମ୍ବନ୍ଧୀୟ ଖର୍ଚ୍ଚ UPI ମାଧ୍ୟମରେ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ବର୍ତ୍ତମାନ ସରକାର UPI ମାଧ୍ୟମରେ 3000 ଟଙ୍କାରୁ ଅଧିକ କାରବାର ଉପରେ…
ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଫିଟିବ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ହେବାର ବାଟ ଫିଟିବ। ଫାଇଲ ପ୍ରୋସେସିଂ ସହ ଚୂଡ଼ାନ୍ତ ପ୍ରକ୍ରିୟାରେ ରହିଛି। ପୂର୍ବ ସରକାର ଏହି ସମସ୍ୟାର ସମାଧାନ ଜାଣିଥିଲେ, କିନ୍ତୁ ସେ ସମାଧାନ କରିନାହାନ୍ତି…
ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ପାର୍ଟପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନେ ଲେ ଆଉଟ୍ ପସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ।
ସୂଚନାନୁଯାୟୀ, କୃଷି…
ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ମିଳିବ Seat Confirmationର ଅପଡେଟ୍
ନୂଆଦିଲ୍ଲୀ: ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛି। ଖୁବଶୀଘ୍ର ଯାତ୍ରୀମାନଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ମିଳିବ ସିଟ୍ କନଫର୍ମେସନର ଅପଡେଟ୍। ବର୍ତ୍ତମାନ ୪ ଘଣ୍ଟା ପୂର୍ବରୁ ଏହି…
ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦର୍ଶନ କଲେ ପହଣ୍ଡି ବିଜେ
ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏନେଇ ପୁରୀ ବଡ଼ଦାଣ୍ଡରେ ଜନ ସମୁଦ୍ର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁରୀରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି।…
ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଏହି ପରୀକ୍ଷା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଦେଶରେ ସକ୍ରିୟ କୋଭିଡ-୧୯ ମାମଲା ୭,୦୦୦ ଅତିକ୍ରମ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟୁଥିବା ମନ୍ତ୍ରୀମାନଙ୍କ ପାଇଁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ…