Browsing Category
Breaking News
୯ରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା, ସରକାର ପଠେଇବେ ତୃତୀୟ କିସ୍ତି
ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା ଟଙ୍କା ।
ସୁଭଦ୍ରା ସୋସାଇଟି ର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏ ନେଇ ଦିଆଯାଇଥିବା…
ପ୍ରବଳ ବର୍ଷା ଯୋଗୁଁ କଟକ ସିଡିଏରେ ଧସିଲା ରାସ୍ତା, ଯାତାୟାତ ବାଧାପ୍ରାପ୍ତ
କଟକ: ସିଡିଏରେ ଧସିଲା ରାସ୍ତା । ସିଡିଏ ସେକ୍ଟର 10 ଅଞ୍ଚଳରେ ଧସିଲା ରାସ୍ତା । ପ୍ରବଳ ବର୍ଷା ଯୋଗୁଁ ପ୍ରାୟ 20 ଫୁଟ ରାସ୍ତା ଦବିଲା । ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେପଟେ ରାସ୍ତା ଧସିବା…
ଦଶମ ପରୀକ୍ଷାକୁ ନେଇ CBSEର ବଡ଼ ନିଷ୍ପତ୍ତି, ଏଥର ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ: ଦଶମ ପରୀକ୍ଷାକୁ ନେଇ CBSEର ବଡ଼ ନିଷ୍ପତ୍ତି। ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା। ବର୍ଷକୁ ୨ ଥର ହେବ CBSE ଦଶମ ପରୀକ୍ଷା। ୨୦୨୬ରୁ ବର୍ଷକୁ ୨ ଥର ହେବ CBSE ଦଶମ ପରୀକ୍ଷା।
ଆସନ୍ତା…
ଅଜଣା ୱେବସାଇଟରୁ ରୁମ୍ ବୁକ୍ କରୁଥିଲେ ସାବଧାନ! ପର୍ଯ୍ୟଟକ ହରାଇଲେଣି ଲକ୍ଷାଧିକ ଟଙ୍କା, ସତର୍କ କଲା CBI
ଭୁବନେଶ୍ୱର: ସାଇବର ଠକେଇର ମାତ୍ରା ବଢ଼ିବାରେ ଲାଗିଛି । ନକଲି ୱେବସାଇଟରେ ହୋଟେଲ ବୁକିଂ କରୁଥିବା ଗ୍ରାହକଙ୍କଠାରୁ ହେଉଛି ଲୁଟ୍ ।
ଲକ୍ଷାଧିକ ଟଙ୍କା ଲୁଟ୍ କରିସାରିରଲେଣି ସାଇବର ଠକ । ଏ ନେଇ ୧୧ଟି ଫେକ୍…
ନାଳରୁ ମିଳିଲା ସୋନମ ରଘୁବଂଶୀଙ୍କ ଲାପଟପ ଓ ପିସ୍ତଲ, ୯୯% ସମାଧାନ ହୋଇପାରେ ରାଜା ହତ୍ୟାକାଣ୍ଡର ରହସ୍ୟ
ଇନ୍ଦୌର: ମଧ୍ୟପ୍ରଦେଶର ଇନ୍ଦୌରରେ ଚାଞ୍ଚଲ୍ୟକର ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି ପୁଲିସ। ଏକ ନାଳୀରୁ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଲାପଟପ ଏବଂ ଏକ ପିସ୍ତଲ ଜବତ କରାଯାଇଛି।…
1984 ପରେ ପୁଣି ରଚିଲା ଇତିହାସ, ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଲଞ୍ଚ ହେଲା ଆକ୍ସିଅମ-4 ମିଶନ। ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ 3 ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ(ISS)…
ବୁଲା କୁକୁର ଗଣନା କରିବ BMC, ଖର୍ଚ୍ଚ ହେବ 12 ଲକ୍ଷ
ଭୁବନେଶ୍ବର: ବୁଲା କୁକୁର ଗଣନା କରିବ BMC । 67ଟି ୱାର୍ଡରେ ଥିବା ବୁଲା କୁକୁରଙ୍କ ସଂଖ୍ୟା ଗଣାଯିବ । କୁକୁର ଗଣନା ପାଇଁ ଏକ ଠିକା ସଂସ୍ଥାତୁ ଦାୟିତ୍ବ ଦେବ ବିଏମସି । ଏନେଇ 12 ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି…
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା, ଟମାଟୋ ବର୍ଷା, ଯୁବ କଂଗ୍ରେସ କର୍ମୀଙ୍କୁ ଟେକିନେଲା ପୋଲିସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ବେଳେ ଉତ୍ତେଜନା । ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମୋହନ ମାଝୀଙ୍କ କ୍ୱାର୍ଟର୍ସ ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ ନେତାଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ…
ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ; 28 ଯାଏଁ ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ବର: ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 4 ଦିନ ଧରି ଲାଗି ରହିବ ବର୍ଷା । 28 ତାରିଖ ଯାଏଁ…
ମୋ କାନ୍ଧରେ ମୋର ତିରଙ୍ଗା… ଆସିଲା ଅନ୍ତରୀକ୍ଷକୁ ଯାଉଥିବା ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ସନ୍ଦେଶ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଏକ୍ସିଓମ-୪ (Axiom-4) ମିଶନ ଅଧୀନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଅଭିମୁଖେ ଯାତ୍ରା କରି ଇତିହାସ ରଚିଛନ୍ତି। ଅନ୍ତରୀକ୍ଷରେ ପହଞ୍ଚିବା…