Browsing Category
Breaking News
ଲୋମହର୍ଷଣକାରୀ ଘଟଣା: ପ୍ରଥମେ ପତ୍ନୀ, ତା’ପରେ ଶ୍ୱଶୂର ଓ ପରେ ନିଜକୁ ଗୁଳିମାରିଲା ଜ୍ୱାଇଁ
ଉତ୍ତରପ୍ରଦେଶ: ଶ୍ୱଶୂର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ ଜୀବନ୍ତ ଜାଳି ଦେଲେ । ପରେ ଶ୍ୱଶୁରଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ଜ୍ୱାଇଁ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି…
ଆଜି ଶ୍ରୀମନ୍ଦିରରେ କରାଯିବନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି: ସାରା ରାତି ଶ୍ରଦ୍ଧାଳୁ କରିବେ ଜଗା ଦର୍ଶନ
ଓଡିଶା ଭାସ୍କର(ପୁରୀ): ଆସନ୍ତାକାଲି ବା ସୋମବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଯାହାକୁ ନେଇ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଆଜି…
ଚୀନ୍ର ରହସ୍ୟମୟ ରୋଗକୁ ନେଇ ଭାରତରେ ଆତଙ୍କ, କରୋନା ସମୟର ଗାଇଡଲାଇନ୍ ମାନିବାକୁ ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ: କରୋନା ପରେ ଚୀନ୍ରେ ବ୍ୟାପିଥିବା ରହସ୍ୟମୟ ରୋଗ ଏବେ ବିଶ୍ୱର ବହୁ ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି କ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମଧ୍ୟ ଚେତାବନୀ ଜାରି କରିସାରିଛି । ଏହି ନୂଆ ରୋଗ…
ଡିସେମ୍ବର ୩କୁ ଅପେକ୍ଷା କରିଛି ସାରା ଦେଶ: ୫ଟି ରାଜ୍ୟର ଫଳାଫଳ ଲେଖିବ ୨୦୨୪ର ଇତିହାସ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା…
ଲମ୍ବା ପାଦ, ପତଳା ଆଙ୍ଗୁଠି ସହ ଚଉଡ଼ା ପଞ୍ଝା… ମିଳିଲା Dinosaurର ସନ୍ଧାନ! ପୃଥିବୀକୁ ଫେରିବ କି ଏହି ପ୍ରଜାତି
ନୂଆଦିଲ୍ଲୀ: ପୃଥିବୀରେ ଆକୃତି ଏବଂ କାର୍ଯ୍ୟଶୈଳୀ ଅନୁସାରେ ସବୁଠାରୁ ଅଲଗା ପ୍ରଜାତି ହେଉଛି ଡାଇନୋସର । ଆକାରରେ ବିଶାଳ ଏବଂ ଖୁବ ଭୟଙ୍କର ରୂପଧାରୀ ଡାଇନୋସର ପ୍ରଜାତି ବହୁ ବର୍ଷରୁ ଲୋପ ପାଇଯାଇଛି । ବ୍ରାଜିଲର…
୨୬/୧୧ ଆକ୍ରମଣ ଘଟଣା ସହ କ’ଣ ରହିଛି ଏହି ଇସ୍ରାଏଲ ବାଳକଙ୍କ ସମ୍ବନ୍ଧ, ମୋଦୀ ଆଲିଙ୍ଗନ କରି ଭାରତ ଆସିବାକୁ କରିଥିଲେ ଆମନ୍ତ୍ରଣ
ନୂଆଦିଲ୍ଲୀ:୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୫ ବର୍ଷ ହୋଇଛି । ଏହି ଭୟାନକ ଆକ୍ରମଣର ଚିତ୍ର ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ । ପାକିସ୍ତାନୀ ଆତଙ୍କବାଦୀମାନେ ସମୁଦ୍ର…
ଷ୍ଟାର ଅଲରାଉଣ୍ଡରଙ୍କ ହାତ ଛାଡ଼ିଲା CSK: ସୋସିଆଲ ମିଡିଆ ପୋଷ୍ଟରୁ ଖୋଲିଲା ରହସ୍ୟ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସମସ୍ତ ଫ୍ରାଞ୍ଚାଇଜି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଖେଳାଳି ମାନଙ୍କ ରିଲିଜ ଏବଂ ରିଟେନ୍ ପାଇଁ ଶେଷ ସମୟ ରଖାଯାଇଛି । ଏହି ତାଲିକାରେ ଚମ୍ପିଆନ୍ ଟିମ୍…
ଚଉଠି ରାତିରେ ନବବଧୂ କଲା ଏପରି କାର୍ଯ୍ୟ, ବରର ଚିତ୍କାରରେ ଘର ଲୋକଙ୍କ ଉଡିଗଲା ହୋସ୍
ରୁର୍କୀ: ବିବାହିତଙ୍କ ଜୀବନରେ ଚଉଠି ରାତି ସବୁଠାରୁ ସ୍ମରଣୀୟ ହୋଇଥାଏ । କିନ୍ତୁ ରୁର୍କୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ଚକିତ ହୋଇଯିବେ । ଚଉଠି ରାତିରେ ନବବଧୂ ଏପରି କିଛି କାଣ୍ଡ କଲା…
ଆପଣ ନିଜ ଆକାଉଣ୍ଟରୁ ଟଙ୍କା ଉଠାଇଲେ ବି ଚାର୍ଜ ଦେବେ! ସାମାନ୍ୟ ଅଜ୍ଞତା ପାଇଁ ଆପଣଙ୍କର ହଜାର ହଜାର କଟିପାରେ, କ’ଣ ରହିଛି ନିୟମ
ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ବୋଲି ଯଦି ଆପଣମାନେ ଭାବୁଛନ୍ତି, ତେବେ ଏହା ଆପଣଙ୍କର ଭୁଲ୍ ଧାରଣା ।…
ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: IPL-2024ରେ ଖେଳିବେନି ଏହି ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ଟିମକୁ ନେଇ ଯୋଜନା ଆରମ୍ଭ କରି ସାରିଛନ୍ତି । କିଛି ଦଳ ବର୍ତ୍ତମାନ ଖେଳାଳିମାନଙ୍କୁ ରିଲିଜ ଏବଂ ରିଟେନ୍ସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ…