Browsing Category
Breaking News
ପୂର୍ବ ବିଜ୍ଞପ୍ତି ପ୍ରତ୍ୟାହାର କଲା ପରିବହନ ବିଭାଗ: ଏଣିକି ASI ଓ ତାଙ୍କ ତଳ ପାହ୍ୟା କର୍ମଚାରୀ ଟ୍ରାଫିକ ଚାଲାଣ କାଟି ପାରିବେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଯାନବାହାନ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହେଉଛି । ଟ୍ରାଫିକ ଭିଡ଼ କାରଣରୁ ଅନେକ ସମୟରେ ଆମ୍ବୁଲାନ୍ସ ଯିବାଆସିବା ଭଳି ଜରୁରୀ…
କାନାଡା ନାଗରିକଙ୍କ ପାଇଁ ଭିସା ସର୍ଭିସ ଆରମ୍ଭ କଲା ଭାରତ, ନିଜ୍ଜର ମାମଲାକୁ ନେଇ ବନ୍ଦ ହୋଇଥିଲା ଏହି ସେବା
ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଥିବା ବିବାଦ ବରଫ ପରି ତରଳିବା ଜଣାପଡିଛି। କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ପୁନଃ ଆରମ୍ଭ କରିଛି। ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି। ଗତ ଦୁଇ ମାସ ଧରି…
ସ୍କେଟିଂ ଅଭ୍ୟାସ କରୁଥିଲା ମହିଳା ଏଏସପିଙ୍କ ୧୦ ବର୍ଷର ପୁଅ, ନୂଆଗାଡିର ବେଗ ମାପିବାକୁ ଯାଇ ଚଢାଇଦେଲେ ଦୁଇ ଯୁବକ
ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ମଙ୍ଗଳବାର ଏକ ଅତ୍ୟନ୍ତ ଲୋମହର୍ଷକ ଘଟଣା ଘଟିଛି । ଏଠାରେ ଜଣେ ପୋଲିସ ଏଏସ୍ପିଙ୍କ ୧୦ ବର୍ଷର ପୁଅକୁ ଗାଡି ଚଢାଇ ହତ୍ୟା କରାଯାଇଛି । ହତ୍ୟାକାରୀ ନିଜ ନୂଆ ଗାଡିର ବେଗ…
NCERT ପାଠ୍ୟକ୍ରମରେ ସାମିଲ ହେବ ରାମାୟଣ ଓ ମହାଭାରତ? ୭ ଜଣିଆ ଉଚ୍ଚସ୍ତରୀୟ ପ୍ୟାନେଲର ପ୍ରସ୍ତାବ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୩ ଅନୁଯାୟୀ କେନ୍ଦ୍ର ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରୁଛନ୍ତି । ପୂର୍ବରୁ ସ୍କୁଲ ଶିକ୍ଷାରେ ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ,…
ଇସ୍ରାଏଲ ଓ ହମାସ ଯୁଦ୍ଧକୁ କେବଳ ରୋକିପାରିିବ ଭାରତ, ଇସଲାମିକ ଓ ଆରବ ଦେଶର ନେତା ଆସୁଛନ୍ତି ଦିଲ୍ଲୀ
ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧରେ ହଜାର ହଜାର ନାଗରିକ ମୃତ୍ୟୁମୁଖରେ ପଡିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୁଦ୍ଧର କୌଣସି ସମାଧାନର ବାଟ ବାହାରିପାରି ନାହିଁ । ଆଜି ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନର ସଂଘର୍ଷ…
୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ହେଲା ଇସ୍ରାଏଲ, ଜାରି କଲା ଲିଷ୍ଟ
ନୂଆଦିଲ୍ଲୀ: ଗତ ୬ ସପ୍ତାହ ଧରି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଚୁକ୍ତିନାମା ପରେ ହାମାସ ଇସ୍ରାଏଲର ୨୪୦ ଜଣ ବନ୍ଦୀଙ୍କ ମଧ୍ୟରୁ…
IDBI ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ସୁଯୋଗ: ୨୧୦୦ ପଦ ଖାଲି, ଅନଲାଇନ୍ ଆପ୍ଲାଏ ଆରମ୍ଭ
ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରିଥିବା ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କିରାଣୀ ଓ ସର୍କଲ ବେସଡ ଅଫିସର (ସିବିଓ) ପଦ ପାଇଁ…
ବିଦ୍ୟାଳୟରେ ଲିକ୍ କଲା ଗ୍ୟାସ, ବହି-ବ୍ୟାଗ ଛାଡି ଘରକୁ ଦୌଡିଲେ ପିଲା, ବର୍ତ୍ତିଲେ ୧୬୦୦ ଛାତ୍ରଛାତ୍ରୀ
ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣାର ରାଜଧାନୀ ଚଣ୍ଡିଗଡ଼ର ଏକ ଘରୋଇ ବିଦ୍ୟାଳୟ ନିକଟରେ ପାଇପଲାଇନରୁ ଗ୍ୟାସ୍ ଲିକ୍ ହୋଇଛି। ଗ୍ୟାସ ଲିକ୍ ହେବା ପରେ ଘଟଣାସ୍ଥଳ ନିକଟରେ ଅବସ୍ଥିତ ଘରୋଇ ବିଦ୍ୟାଳୟରେ ଉତ୍ତେଜନା…
ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପ, ୨୬ରେ ସୃଷ୍ଟି ହୋଇ ୨୭ରେ ଅବପାତର ରୂପ ନେବ
ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ବଡ ଧରଣର ଲଘୁଚାପର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଦିଆଯାଇଛି । ଏହି ଲଘୁଚାପ ୨୬ତାରିଖରେ ସୃଷ୍ଟି ହେବ ଓ ୨୭ରେ ଅବପାତର ରୂପ ନେବ । ଆସନ୍ତା…
ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ, ସ୍କୁଲ ଯାଉଥିବା ବେଳେ ଘଟିଛି ଏପରି ଅଘଟଣ
ଭୁବନେଶ୍ୱର: ପୁରୀରେ ଆଜି ସକାଳୁ ଏକ ବଡ ଅଘଟଣ ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ଯାଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ ହୋଇଛି । ରେଡକ୍ରସ ରୋଡ୍ରେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଛୁରାମାଡ କରିଥିବା…