Browsing Category

Breaking News

ବାଲେଶ୍ୱର ଓ ବଲାଙ୍ଗିରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ: ୩୩୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସପ୍ତମ ପର୍ଯ୍ୟାୟରେ ଆଜି ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର…

ଭାରତ-ପାକିସ୍ତାନ ସେମି ଲଢ଼େଇ ହୋଇପାରେ: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଚଳିତ ବିଶ୍ୱକପର ସ୍ଥିତି । ବର୍ତ୍ତମାନ ସୁଦ୍ଧା ୩୦ଟି ମ୍ୟାଚ ଖେଳାଯାଇ ସାରିଥିବା ବେଳେ ଆଉ ୧୫ଟି ମ୍ୟାଚ ଖେଳାଯିବାକୁ ବାକି ରହିଛି । ସେମିଫାଇନାଲ ଖେଳିବାକୁ ୪ଟି ଟିମ୍…

Apple ଆଇଫୋନ ହ୍ୟାକିଙ୍ଗ ମାମଲା: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ୧୫୦ ଦେଶରେ ଦିଆଯାଇଛି ସତର୍କ ସୂଚନା

ନୂଆଦିଲ୍ଲୀ: ଆପଲ ହ୍ୟାକିଙ୍ଗ ମାମଲାରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କିଛି ସହକର୍ମୀ ଆପଲକୁ ଆଲର୍ଟ ବିଷୟରେ ବାର୍ତ୍ତା…

ପୁଣି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ମିଳିଲା ହତ୍ୟା ଧମକ : ୪୦୦ କୋଟି ଦାବି କଲେ ଦୁବୃତ୍ତ

ଓଡ଼ିଶା ଭାଷ୍କର : ଏସିଆର ସବୁଠାରୁ ଧନୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମାଲିକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ୩ ଥର ହତ୍ୟାର ଧମକ ମିଳିଲାଣି । ୩ ଦିନରେ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି । ତେବେ ପୂର୍ବରୁ…

AIIMS-PGIMER ରିସର୍ଚ୍ଚ ରିପୋର୍ଟ: ନିମୋନିଆ ସଂକ୍ରମିତ ପିଲାଙ୍କୁ ସୁରକ୍ଷା ପ୍ରଦାନ କରୁନାହିଁ ଭିଟାମିନ-ଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିମୋନିଆରେ ସଂକ୍ରମିତ ହୋଇଥିବା ପିଲାଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ । ସାଧାରଣ ଭାବେ ନିମୋନିଆରେ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଭିଟାମିନ୍ ଡି ସେବନ କରିବାକୁ ଦିଆଯାଇଥାଏ…

ଜାନୁଆରୀ ୧ ରୁ ବଦଳିଯିବ ସ୍ୱାସ୍ଥ୍ୟ ବୀମା ନିୟମ, ଏହି ପରିବର୍ତ୍ତନଗୁଡିକ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ନୂଆବର୍ଷ ଅର୍ଥାତ୍ ୧ ଜାନୁଆରୀ ୨୦୨୪ରୁ ସ୍ୱାସ୍ଥ୍ୟ ବୀମା ଯୋଜନା କେବଳ ଅଧିକ ପାରଦର୍ଶୀ ହେବ ନାହିଁ ବରଂ ୟୁଜର ଫ୍ରେଣ୍ଡଲି ମଧ୍ୟ ହେବ । ଗୋଟିଏ ସିଟ୍ ରେ ବୀମାଭୁକ୍ତ ବ୍ୟକ୍ତିଙ୍କ ପଲିସି ସୂଚନା ଏବଂ ଅଧିକାର ପ୍ରଦାନ…

ପାଠପଢ଼ାରେ ମନ ଲାଗୁନି କି ? ତେବେ ଏହି ଫିଲ୍ଡରେ ବନାନ୍ତୁ କ୍ୟାରିୟର, ସଉକ୍ ପୁରା ହେବା ସହ କରିବେ ଭଲ ରୋଜଗାର !

ଜୀବନରେ ପାଠପଢ଼ାର ମହତ୍ତ୍ୱକୁ ଅସ୍ୱୀକାର କରାଯାଇପାରିବ ନାହିଁ କିମ୍ବା ଅବମାନନା କରାଯାଇପାରିବ ନାହିଁ । ଫିଲ୍ଡ ଯାହା ହେଉନା କାହିଁକି, ଏଥିରେ ଦକ୍ଷତା ହାସଲ କରିବା ସମ୍ବନ୍ଧିତ ଅଧ୍ୟୟନ କରିବା ଲାଭଦାୟକ । ତଥାପି…

ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ: ଏସସିବିରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’, ୭ ଦିନ ମଧ୍ୟରେ ଆସିବ ମେଶିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’ ଏସସିବିରେ ପ୍ରତିଷ୍ଠା ହେବ । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସବିସିରେ ଏହି…

OPGC ପକ୍ଷରୁ ନିଯୁକ୍ତି ସୁଯୋଗ: ଆସନ୍ତା ମାସ ପହିଲା ସୁଦ୍ଧା ହାର୍ଡ କପି ପଠାଇବାକୁ ପଡ଼ିବ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ସିନିୟର ଜେନେରାଲ ମ୍ୟାନେଜର -ଏଚଆର ଆଣ୍ଡ ଆଇଆର ପଦରେ…

କ’ଣ ଅନ୍ୟ ରାଜ୍ୟର ବ୍ୟକ୍ତି ଲଢ଼ିପାରିବେ କି ବିଧାନସଭା ନିର୍ବାଚନ ? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାରେ ବ୍ୟସ୍ତ ଅଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମରେ…