Browsing Category

Breaking News

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ଦେବେ ୧୯ ହଜାର କୋଟିର ପ୍ରକଳ୍ପ ଭେଟି, ବିଜେପି ସରକାରଙ୍କ ଏକବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର…

ତଦନ୍ତ ପାଇଁ ଆମେରିକା ଯିବ ବ୍ଲାକ୍ ବକ୍ସ: କେମିତି, କାହିଁକି, କେଉଁ ପରିସ୍ଥିରେ ହେଲା ଦୁର୍ଘଟଣା, ତାହାର ହେବ ପର୍ଦ୍ଦାଫାଶ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ତଦନ୍ତ ନେଇଛି ଏକ ନୂଆ ମୋଡ଼ । ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆମେରିକା ଯିବ ବ୍ଲାକ୍ ବକ୍ସ । ଡାଟା ରିକଭରି ପାଇଁ ଆମେରିକା ପଠାଯିବ…

କାନାଡା ଗଭର୍ଣ୍ଣର ଜେନେରାଲଙ୍କୁ ‘ମେଡ୍ ଇନ୍ ଓଡ଼ିଶା’ ରୂପା ତାରକସି କଳାରେ ନିର୍ମିତ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ…

ଶୁର୍ପଣଖା ପରି ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ, ଧରାପଡ଼ିଥିଲା ପ୍ରେମିକ ଘରେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ହରିୟାମ୍ବା ଅଞ୍ଚଳରେ ଜଣେ ବ୍ୟକ୍ତି ପ୍ରେମିକକୁ ଭେଟିବାକୁ ଯାଇଥିବା ନିଜ ସ୍ତ୍ରୀର ନାକ କାଟିଦେଇଛନ୍ତି। ପୋଲିସ ମୁତାବକ ଜଣେ ୨୫ ବର୍ଷୀୟ ମହିଳା ନିଜ ପ୍ରେମିକଙ୍କୁ…

ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, BJP ସରକାରର ବିଫଳତା ନେଇ ହେବ ସମାବେଶ

ଭୁବନେଶ୍ୱର: ଓଡ଼ିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ;…

ବାରିପଦା ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୋଗକୁ ମିଛ କହିଲେ ନିଜେ ପୀଡ଼ିତା

ବାରିପଦା: ଗଣଦୁଷ୍କର୍ମ ଅଭିଯୋଗ ମିଛ। ଅଭିଯୋଗକୁ ନିଜେ ମିଛ କହିଲେ ପୀଡ଼ିତା। ମିଛ ଅଭିଯୋଗ କରିଥିଲେ ବୋଲି ପୀଡ଼ିତା ନିଜେ ସ୍ୱୀକାର କରିଛନ୍ତି। କିଛି ଲୋକଙ୍କ କଥାରେ ପଡ଼ି ମିଛ କହିଥିଲେ ବୋଲି କହିଛନ୍ତି। ଓଡ଼ିଶାର…

ଯାତ୍ରାରେ କଳାକାରଙ୍କୁ ଦରମା ଦେଲେନି ମାଲିକ, ଥାନାରେ ଅଭିଯୋଗ

ସାଲେପୁର: ଯାତ୍ରା ମାଲିକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ମର୍ଡନ ଓଡ଼ିଶା ଯାତ୍ରା ମାଲିକଙ୍କ ନାଁରେ ଅଭିଯୋଗ ହୋଇଛି। କଳାକାରଙ୍କୁ ଦରମା ଦେଇଥିବା ଅଭିଯୋଗ ହୋଇଛି। ନେମାଳ ଥାନାରେ ୧୫ ଜଣ କଳାକାରଙ୍କ ଅଭିଯୋଗ…

କଟକ, ଯାଜପୁର, ଭଦ୍ରକରେ ବିଳମ୍ବରେ ଖୋଲିବ ସ୍କୁଲ! ଡାଇରିଆ ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ହେବ

ଭୁବନେଶ୍ୱର: ଡାଇରିଆ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ହେବ ସ୍କୁଲ । ଏ…

ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି । ଝାଡ଼ଖଣ୍ଡ ପାଖ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି ଲଘୁଚାପ । 24 ଘଣ୍ଟାରେ ଉତ୍ତର-ପଶ୍ମିମ ଦିଗରେ ବଢିବା ନେଇ…

ଆଗାମୀ ୩ ଘଣ୍ଟା ବିପଦପୂର୍ଣ୍ଣ! ୧୨ ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହେବାର ସମ୍ଭବାନା ଥିବାବେଳେ ୧୨ ଜିଲ୍ଲାରେ…