Browsing Category
Breaking News
ଅତି ବୁଦ୍ଧିମାନ ଏହି ବିଷାକ୍ତ ସାମୁଦ୍ରିକ ଜୀବ: ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଦେଇପାରେ ଅନେକ ତଥ୍ୟ
ନୂଆଦିଲ୍ଲୀ: ପାଣି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି । ମାଛ, କୁମ୍ଭୀର ଆଦି ଅନେକ ଜଳଚର ପ୍ରାଣୀ ବିଷୟରେ ଆମେ ଜାଣିତିବା ବେଳେ ଅନେକଙ୍କୁ ଆମେ ଜାଣି ନ ଥାଉ । ବିଶେଷ କରି ସମୁଦ୍ର ମଧ୍ୟରେ ଅନେକ ପ୍ରାଣୀ ଏଭଳି…
ଆଜି ଶେଷ ତାରିଖ, ପୁଣି ବଢିବ କି ୨୦୦୦ ଟଙ୍କିଆ ନୋଟର ଡେଡଲାଇନ୍? ଘୁଞ୍ଚିପାରେ ଅବଧି
ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ ଆଜିଠାରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ଲାଗିପାରେ ପ୍ରତିବନ୍ଧକ । ଆଜି ପରଠାରୁ ବ୍ୟାଙ୍କରେ ୨୦୦୦ ଟଭ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବାର ଶେଷ ତାରିଖ ।…
ଦେଶରେ କମ୍ ହେଉଛି ‘ବାଘମାମୁଁ’ଙ୍କ ସଂଖ୍ୟା: ମାତ୍ର ୯ ମାସରେ ପ୍ରାୟ ୧୫୦ ବାଘ ମୃତ୍ୟୁ
ନୂଆଦିଲ୍ଲୀ: ଜଙ୍ଗଲର ପଶୁପକ୍ଷୀମାନଙ୍କ ଉପରକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ବିଶେଷ କରି ଭାରତର ଜାତୀୟ ପଶୁ ବାଘଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଗତ ୯ ମାସ ଭିତରେ ସାରା ଦେଶରେ ପ୍ରାୟ ୧୫୦ ବାଘ ମୃତ୍ୟୁବରଣ…
ବଡ଼ ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଲେଉଟିଲା ବସ
ମୋହନା : ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏକ ଦୁର୍ଘଟଣା । ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଅଳ୍ପକେ ବର୍ତ୍ତୀଛନ୍ତି ୩୫ ଜଣ ଯାତ୍ରୀ । ଆରବି (ଜଈ) କୋଚ ନାମକ ଏକ ବସ ଭାରସାମ୍ୟ…
ସାବଧାନ୍! ୧୩ ବର୍ଷରୁ PORN ଦେଖୁଛନ୍ତି ଭାରତର ପିଲାମାନେ: ଛୋଟ ଛୁଆଙ୍କ ଅଭ୍ୟାସକୁ ନେଇ ଚେତାବନୀ ଦେଲେ ଏକ୍ସପର୍ଟ
ନୂଆଦିଲ୍ଲୀ: କମ୍ ବର୍ଷ ବୟସରେ ଭାରତର ପିଲାମାନଙ୍କ ମଧ୍ୟରେ ପର୍ଣ୍ଣ ପ୍ରତି ଆକର୍ଷଣ ବୃଦ୍ଧି ପାଉଛି । ତେବେ ଦେଶରେ ଛୋଟ ପିଲାଙ୍କର ପର୍ଣ୍ଣ ପ୍ରତି ଆକୃଷ୍ଟ ହେବାର ହାରାହାରି ବୟସ ହେଉଛି ମାତ୍ର ୧୩ ବର୍ଷ । ଅନେକ…
୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ହେବ ଲଘୁଚାପ : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ
ଭୁବନେଶ୍ୱର : ଉତ୍ତର-ପୂର୍ବ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହି ଲଘୁଚାପଟି ପଶ୍ଚିମବଙ୍ଗ ଓ…
ପୂର୍ବତନ ମେୟରଙ୍କ କାର୍ ଉପରେ ବୋମାମାଡ଼: ଅଳ୍ପକେ ବର୍ତ୍ତିଗଲେ ଶିବଶଙ୍କର
ବ୍ରହ୍ମପୁର: ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ହୋଇଛି ବୋମାମାଡ଼ । ହଠାତ୍ ୨ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଜାଣିବାକୁ ମିଳିଛି । ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ୨ ଜଣ ଦୁର୍ବୃତ୍ତ…
ଗୋଟିଏ ଦିନରେ ୨୦ ସ୍କ୍ରବ ଟାଇଫସ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଥମିବାର ନାଁ ନେଉନି ସ୍କ୍ରବ ଟାଇଫସ ଆତଙ୍କ । ପ୍ରତିଦିନ ଲଗାତାର ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ…
(Video) ଦ୍ରୁତ ଗତିରେ ତଳକୁ ଧସି ହୋଇ ଯାଉଛି ଏହି ସହର: ନାସା ଦେଲା ଭୟାନକ ତଥ୍ୟ
ଦବୁଛି ଆମେରିକାର ନ୍ୟୁୟର୍କ ସହର । ନିକଟରେ ନାସା ପକ୍ଷରୁ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁୟର୍କ ସିଟି ନିଜ ଓଜନ କାରଣରୁ ଧୀରେ ଧୀରେ ଚାପ…
ବନ୍ୟା ପାଇଁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି: ଆଗକୁ ଆହୁରି ଭୟଙ୍କର ହେବ ପରିସ୍ଥିତି
ଓଡ଼ିଶା ଭାସ୍କର: ନ୍ୟୁୟର୍କ ସହରରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ନ୍ୟୁୟର୍କ ସହରରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜାତୀୟ ପାଣିପାଗ…