
Browsing Category
Breaking News
ସୌରିନଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି : ବଢିଲା କଣ୍ଠଶିଳ୍ପୀଙ୍କ ଅଡ଼ୁଆ
ଭୁବନେଶ୍ୱର : କଣ୍ଠଶିଳ୍ପି ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କଲା କମିଶନରେଟ ପୋଲିସ । କୋଲକତାକୁ ଯାଇ ଖାଲି ହାତରେ ପୋଲିସ ଫେରିବା ପରେ, ଏହି ନିଷ୍ପତି ନେଇଛି କମିଶନରେଟ ପୋଲିସ । କୋଲକାତାର ୩ଟି…
ବିଷ ନେଲା ସାରା ପରିବାରର ଜୀବନ : ପୁଅ ଓ ଝିଅ ପରେ ଆଖି ବୁଜିଲେ ମାଆ
ବରଗଡ଼ : ସୁଖର ସଂସାର ମିଶିଲା ମାଟିରେ । ଘରର ମୁଖ୍ୟାଙ୍କ ମୃତ୍ୟୁପରେ ମର୍ମାହତ ପରିବାରର ୩ଜଣ ସଦସ୍ୟ କୀଟନାଶକ ବିଷ ପିଇଥିଲେ । ଏଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟର୍ପଡ଼ା ଠାରେ ରବିବାର…
ଜସପ୍ରୀତ୍ ବୁମ୍ରାଙ୍କୁ ସରପ୍ରାଇଜ୍ କଲେ ଶାହିନ ଆଫ୍ରିଦି: କହିଲେ-କୁନି ଶେହଜାଦାଙ୍କ ପାଇଁ ଏହି ଉପହାର, ସମସ୍ତ କ୍ରିକେଟ୍ ଜଗତ କରୁଛି ପ୍ରଶଂସା
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍ରେ ବର୍ଷା ଲଗାତାର ବାଧକ ସାଜୁଛି । ସମ୍ପୁର୍ଣ୍ଣ ଟୁର୍ଣ୍ଣାାମେଣ୍ଟରେ ଶ୍ରୀଲଙ୍କା ରାଜଧାନୀରେ ବର୍ଷା ପୁର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ହେତୁ ରବିବାର…
ଜୋରଦାର ଭୂକମ୍ପରେ ଥରି ଉଠିଲା ବଙ୍ଗୋପସାଗର: ମରକ୍କୋ ପରେ ପାଣି ଭିତରେ ଭୂମିକମ୍ପ
ପଶ୍ଚିମବଙ୍ଗ: ହଠାତ୍ ମଧ୍ୟରାତ୍ରରେ ଥରି ଉଠିଛି ବଙ୍ଗୋପସାଗର । ସମୁଦ୍ର ପାଣି ଭିତରେ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୪.୪ ତୀବ୍ରତା ବୋଲି ଜଣା ପଡିଛି । ଭୂକମ୍ପର ଗଭୀରତା ୭୦…
କ୍ୟାନସର ପାଇଁ ବିକ୍ରି ହେଉଛି ନକଲି ଔଷଧ : ନଜର ରଖିବାକୁ ରାଜ୍ୟଙ୍କୁ ଡିସିଜିଆଇର ପରମାର୍ଶ
ନୂଆଦିଲ୍ଲୀ : ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ସବୁ…
ପ୍ରବଳ ବର୍ଷା ପାଇଁ ରାଜଧାନୀରେ ସବୁ ସ୍କୁଲ ଛୁଟି: ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ନେଇ ଜିଲ୍ଲାପାଳଙ୍କ ସୂଚନା
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ପିଲାମାନଙ୍କ…
ଆଜି ରିଜର୍ଭ ଡେ’ରେ ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ: କ’ଣ କହୁଛି ପାଣିପାଗ?
ନୂଆଦିଲ୍ଲୀ: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଢାଙ୍କି ହୋଇ ରହିଛି । ପ୍ରଥମ ଦିନ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ'ରେ ଖେଳାଯିବାର ନିଷ୍ପତ୍ତି…
ଦଳକୁ ଫେରିଲେ ବିଶ୍ୱବିଜେତା ଅଧିନାୟକ: ଦିନିକିଆ ବିଶ୍ୱକପ ଦଳରେ ଅଚାନକ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଅଧିକାଂଶ ଦେଶ ନିଜ ବିଶ୍ୱକପ ଦଳ ଘୋଷଣା କରିସାରିଛନ୍ତି । ତେବେ ବର୍ତ୍ତମାନ ଏହି ବିଶ୍ୱକପ ଦଳରେ କମବ୍ୟାକ…
୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତା ୧୩ରୁ ଆବେଦନ, ଅକ୍ଟୋବର ୧୦ ଶେଷ ତାରିଖ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।…
US Open 2023: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍, ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ କଲେ ପରାସ୍ତ
ନୂଆଦିଲ୍ଲୀ: ନୋଭାକ ଜୋକୋଭିଚ୍ ରବିବାର ଡାନିଏଲ ମେଡଭେଡ୍ଙ୍କୁ ସିଧା ସେଟ୍ରେ ହରାଇ ନିଜର ଚତୁର୍ଥ ୟୁଏସ୍ ଓପନ ଏବଂ ରେକର୍ଡ ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ଏହା ସହିତ ନୋଭାକ ଦୁଇ ବର୍ଷ ତଳେ…