Browsing Category

Breaking News

ଆଜି ପ୍ରକାଶ ପାଇବ ସ୍ପେଶାଲ OJEE ରେଜଲ୍ଟ: ଜାଣନ୍ତୁ କେମିତି ଜାଣିବେ ଫଳାଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ ପରୀକ୍ଷା ଫଳ । ସନ୍ଧ୍ୟା ୫ଟାରେ ୱେବସାଇଟରେ ଏହି ରେଜଲ୍ଟ ଉପଲବ୍ଧ ହେବ । ଏହାପରଠାରୁ ପରୀକ୍ଷାର୍ଥିମାନେ ନିଜ ନିଜ ରେଜଲ୍ଟ ଚେକ୍ କରିପାରିବେ । ଅଫିସିଆଲ ୱେବସାଇଟ…

(Video) ICC ODI WC_2023: ପ୍ରୋମୋ ଭିଡିଓରେ ‘ବିରାଟ’ ଓଡ଼ିଆ ଫ୍ୟାନ୍ ପିଣ୍ଟୁଙ୍କ ଜଲୱା, ଦେହସାରା କୋହଲିଙ୍କ ଟାଟୁ

ଭୁବନେଶ୍ୱର: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । କିନ୍ତୁ ଏବେଠୁ କ୍ରୀଡ଼ାପ୍ରେମୀଙ୍କ ମନରେ ଏହାକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଏହାଭିତରେ ଆଇସିସି ତରଫରୁ ଦିନିକିଆ ବିଶ୍ୱକପକୁ ନେଇ ଏକ ପ୍ରୋମୋ ଭିଡିଓ ପୋଷ୍ଟ…

ଜୁଲାଇରେ ଆହୁରି ବଢ଼ିବ ଉତ୍ତାପ, ଭାଙ୍ଗିବାକୁ ଯାଉଛି ଦୁନିଆର ସମସ୍ତ ରେକର୍ଡ: ଜାଣନ୍ତୁ ନାସାର ଚେତାବନୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି । ଉତ୍ତାପର ପରିସର ବୃଦ୍ଧି ପାଉଛି । ଏଥି ସହିତ ଶୀତର ସମୟ କମିବାରେ ଲାଗିଛି । ପାଣିପାଗର ପରିବର୍ତ୍ତନ ହେତୁ ବର୍ତ୍ତମାନ ପର୍ବତଗୁଡିକରେ…

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ…

ଖସୁନି ଟମାଟୋ ଦର : ଅଗଷ୍ଟ ସୁଧା ବଜାରକୁ ଆସିବ ସ୍ଥାନୀୟ ପରିବା

ଭୁବନେଶ୍ୱର : ରାଜଧାନୀର ବଜାରରେ ପରିବା ଦର ଉପରେ ଲାଗିଲା ଲଗାମ । କିନ୍ତୁ ଟମାଟୋ ଦର ଖସିନି । ବର୍ତ୍ତମାନ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ବ୍ୟବସାୟୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ସ୍ଥାନୀୟ…

ଦେଶର କେଉଁ ବିଧାୟକଙ୍କ ପାଖରେ କେତେ ଅଛି ସମ୍ପତ୍ତି? କିଏ ଧନୀ କିଏ ଗରିବ?

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କେଉଁ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ଅଛି ? ଏ ପ୍ରଶ୍ନର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । ତେବେ ଏ ନେଇ ଏକ ରିପୋର୍ଟ ଏବେ ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଏବଂ…

ମହିଳା ସରପଞ୍ଚଙ୍କୁ ଦୁଷ୍କର୍ମ, FIR ରୁଜୁ: କଂଗ୍ରେସ ବିଧ୍ରାୟକ କହିଲେ- ‘ଏହା ବ୍ୟକ୍ତିଗତ ମାମଲା’

ମଣ୍ଡଳା: ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ସରପଞ୍ଚଙ୍କ ସହ ଦୁଷ୍କର୍ମ ହୋଇଛି, ଯାହାପରେ ପୀଡିତା ସରପଞ୍ଚ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।…

ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟକୁ ନଆସିଲେ ବାତିଲ ହୋଇଯିବ କି ଟିକେଟ୍ ? ଜାଣନ୍ତୁ ରେଲୱେର ନୂଆ ନିୟମ

ନୂଆଦିଲ୍ଲୀ: ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଅଧିକ ସମୟ ଲାଗୁଥିବାରୁ ଅନେକ ଲୋକ ଟ୍ରେନରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯଦି ଯାତ୍ରୀ ଗୋଟିଏ କିମ୍ବା…

ପ୍ରବଳ ବର୍ଷା ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର: ଅନ୍ୟ ରାଜ୍ୟ ପାଇଁ ବି ଚେତାବନୀ

ଦେଶରେ ମୌସୂମୀ ଜନିତ ବର୍ଷା ଲାଗି ରହିଛି । ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ବନ୍ୟା ହୋଇଥିବା ଫଳରେ ବିଭିନ୍ନ ରାଜ୍ୟ ଏବେ ବି ମରୁଡ଼ିସମ ସ୍ଥିତି ଉପୁଜୁଛି । କିନ୍ତୁ ଆଜିଠାରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ଦୋକାନ: ନିଆଁ ଲିଭାଉଛନ୍ତି ୧୮ ଦମକଳ

ପଶ୍ଚିମବଙ୍ଗ: ହାୱଡ଼ାରେ ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ସାରା ସହରରେ ହୁତୁହୁତୁ ହୋଇଛଇ ଜଳୁଛି ନିଆଁ । ମଙ୍ଗଳହାଟ ବଜାରରେ ହଠାତ୍ ଏଭଳି ଭୟଙ୍କର ଅଗ୍ନକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର…