Browsing Category

Breaking News

ପାକିସ୍ତାନ ସଡ଼କରେ ଦିନ ଦ୍ୱିପହରରେ ବୁଲିଲା ସିଂହ, ଲୋକେ ଭୟଭୀତ

ନୂଆଦିଲ୍ଲୀ : ପାକିସ୍ତାନ କରାଚିରେ ଦିନ ଦ୍ୱିପହରରେ ସିଂହ ବୁଲୁଥିବା ଦେଖିବାକୁ ମିଳିଛି । ଯାହା ଦ୍ୱାରା ସେଠାରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ବନ୍ଦର ସହର କରାଚିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସହରରେ…

ସୂର୍ଯ୍ୟ ମିଶନ: ସାମ୍ନାକୁ ଆସିଲା ଆଦିତ୍ୟ-L1ର ପ୍ରଥମ ଝଲକ, ଶନିବାର ଶ୍ରୀହାରିକୋଟାରୁ ହେବ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଚନ୍ଦ୍ରୟାନ -3 ର ସଫଳତା ପରେ ବର୍ତ୍ତମାନ ସୂର୍ଯ୍ୟ ଆଡକୁ ଯିବାକୁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ISRO ର ସୂର୍ଯ୍ୟ ମିଶନ ହେଉଛି 'ଆଦିତ୍ୟ L-1' ଯାହା ପୃଥିବୀ ଠାରୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସାମିଲ କରାଯାଇଛି । ଏହି ପିଲାମାନଙ୍କର ନାମ ରାସନକାର୍ଡରେ ନଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ଜଣେ ମହିଳାଙ୍କୁ ଅପମାନ କରିବା ଅର୍ଥ ନୁହେଁ ତାଙ୍କ ସମ୍ନାନକୁ କ୍ଷତି ପହଞ୍ଚାଇବା: ହାଇକୋର୍ଟ

ଦିଲ୍ଲୀ : ଜଣେ ମହିଳାଙ୍କ ଅଭିଯୋଗ ଥିଲା ଜଣେ ବ୍ୟକ୍ତି ତାଙ୍କୁ ‘ଖରାପ ସ୍ତ୍ରୀ’ କହି ସମ୍ବୋଧିତ କରିଥିଲେ । ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ କହିବା ଅନୁସାରେ ଜଣେ ମହିଳାଙ୍କୁ ଅପମାନ…

ଟ୍ରକକୁ ପିଟିଲା ସ୍କର୍ପିଓ, ଘଟଣାସ୍ଥଳରେ ୭ ମୃତ, ୫ ଆହତ

ରୋହତାସ : ବିହାର ରୋହତାସ ଜିଲ୍ଲାରେ ଶିବସାଗର ପଖନାରୀ ପାଖରେ ଏନଏଚରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏଥିରେ ୭ ଜଣ ଲୋକଙ୍କର ଭୟଙ୍କର ମୃତ୍ୟୁ ହୋଇଛି । ମୃତ ସମସ୍ତ ବ୍ୟକ୍ତି କେରୁର କୁଡାରୀ ଗାଁର ବାସୀନ୍ଦା । ଏହି…

Raksha Bandhan 2023: HRTC ବସରେ ଦିନସାରା ମାଗଣାରେ ଯାତ୍ରା କରିପାରିବେ ମହିଳା, ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମିଳିବ ଏହି…

ନୂଆଦିଲ୍ଲୀ: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିମାଚଳ ପ୍ରଦେଶରେ ମା ଏବଂ ଭଉଣୀମାନେ ବସ୍ରେ ମାଗଣାରେ ଯାତ୍ରା କରିପାରିବେ । ରକ୍ଷାବନ୍ଧନର ଶୁଭ ଅବସରରେ ଭଉଣୀମାନେ ହିମାଚଳ ପଥ ପରିବହନ ନିଗମ ବସ୍ ରେ  ଏହି ସୁବିଧା…

ରାତିରେ ହଠାତ୍ ନିଦରୁ ଉଠୁଛନ୍ତି କି? ଜାଣନ୍ତୁ ଏପରି କାହିଁକି ହୋଇଥାଏ

ଶୋଇବା ସମୟରେ ହଠାତ୍ ଉଠିଯିବା । ନିଦରେ ଚାଲିବା କିମ୍ବା ଶୋଇବା ସମୟରେ ହଠାତ୍ ଉଚ୍ଚ ସ୍ୱରରେ ଚିତ୍କାର କରିବା । ଅନେକଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷ କରି ପିଲାଙ୍କ ସହିତ ଏଭଳି ଘଟଣା ଘଟେ…

୩୧ରେ ସରିବ ଏସ୍ଆଇଓଏସର ମାଗଣା ନାମଲେଖା, ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଆଡ଼ମିସନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅଧାରୁ ପାଠପଢା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା କ୍ଷେତ୍ରରେ ଯୋଡିବା ପାଇଁ ବିଦ୍ୟାଳୟ ଓ…

ଗ୍ରାହକଙ୍କୁ କନ୍ଦାଉଛି ହରଡ଼ ଡାଲି, ଗତ ଏକ ବର୍ଷ ମଧ୍ୟରେ ବଢ଼ିଲାଣି…

ଓଡିଶା ଭାସ୍କର; ଗ୍ରାହକଙ୍କୁ କନ୍ଦାଉଛି ହରଡ଼ ଡାଲି । ଦେଶରେ ଭିତରେ ହରଡ଼ ହେଉଛି ପ୍ରମୁଖ ଡାଲି ଯାହାକୁ ବେଶୀ ପରିମାଣରେ ଗ୍ରାହକ ଖାଦ୍ୟ ରୂପେ ବ୍ୟବହାର କରିଥା'ନ୍ତି । ଯଦିଓ ଅନ୍ୟ ଡାଲି ଯଥା; ମୁଗ,ବୁଟ,ମସୁର ଡାଲି…

ଅଜବ ଘଟଣା: ଗାର୍ଲଫ୍ରେଣ୍ଡଙ୍କ ସହିତ ୧୦ ମିନିଟ୍ ପର୍ଯ୍ୟନ୍ତ କିସ୍ କଲେ ଯୁବକ, ଶେଷରେ ଫାଟିଗଲା କାନର ପରଦା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ପ୍ରେମୀ ଯୁଗଳ ପ୍ରେମରେ ଏତେ ମସଗୁଲ ହୋଇଯାଆନ୍ତି ସେମାନେ ସ୍ଥାନ, କାଳ ଆଉ ପାତ୍ର ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଅନେକ ଯୁବକ, ଯୁବତୀ ପ୍ରେମର ମଜା ନେବା ପାଇଁ ଅନେକ ସମୟରେ…