Browsing Category

Breaking News

ମେଡ଼ିକାଲରେ ଚାକିରି କରିବାକୁ ଚାହୁଁଛନ୍ତି କି ? +୨ ପାସ୍ କରିଥିଲେ କରନ୍ତୁ ଆବେଦନ

ଭୁବନେଶ୍ୱର: AIIMS ମଙ୍ଗଳଗିରିରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ aiimsmangalagiri.edu.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୬…

G-20 ସମ୍ମିଳନୀକୁ ନେଇ ବିଶେଷ ପ୍ରସ୍ତୁତି କରୁଛି ଦିଲ୍ଲୀ ପୋଲିସ: ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବରରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ର ମହା ସମ୍ମିଳନୀ । ଏହି ସମ୍ମିଳନୀରେ ସାରା ବିଶ୍ୱର ବଡ଼ ବଡ଼ ନେତାଙ୍କ ଏବଂ ଲୋକମାନେ ଏକଜୁଟ ହେବେ । ଏହି କାର୍ଯ୍ୟକ୍ରମରେ…

କ୍ରୀଡ଼ା ଜଗତରୁ ଦୁଃଖଦ ଖବର: ପ୍ରାଣ ହରାଇଲେ ଏହି ୩୬ ବର୍ଷୀୟ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ଏବେ ସାମନାକୁ ଆସିଛି । ୩୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଣେ ବିଶିଷ୍ଟ ଖେଳାଳି । ଏତେ କମ୍ ବୟସରେ ଜଣେ କ୍ରୀଡ଼ାବିତଙ୍କ ମୃତ୍ୟୁକୁ କେହି ସଜରେ ଗ୍ରହଣ…

ଆସନ୍ତା ମାସ ୩ରେ ଓ.ଜେ.ଏସ୍‍. ମୁଖ୍ୟ ପରୀକ୍ଷା: OPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗ ସେବା - ଓ.ଜେ.ଏସ୍‍.ର ମୁଖ୍ୟ ଳିଖିତ ପରୀକ୍ଷା ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ - ଓ.ପି.ଏସ୍‍.ସି.ଙ୍କ ପକ୍ଷରୁ ପରୀକ୍ଷା ସୂଚୀ ଓ ପରୀକ୍ଷା…

ଏବେ ଅନ୍ତରୀକ୍ଷକୁ ‘ମାନବ ମିଶନ୍’ ପଠାଇବ ଭାରତ: ISRO ସାଜିବ ଚତୁର୍ଥ ସ୍ପେସ ଏଜେନ୍ସି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏବେ ଭାରତ ଆଖିରେ ରହିଛି ହଜାର ସ୍ୱପ୍ନ । ଅନ୍ତରୀକ୍ଷରେ ନିଜର କାୟା ବିସ୍ତାର କରିବା ପାଇଁ ସ୍ୱପ୍ନ ଦେଖୁଛି ଇସ୍ରୋ । ବର୍ତ୍ତମାନ ଇସ୍ରୋ ସେପ୍ଟେମ୍ବରରେ ‘ସୋଲାର ମିଶନ୍’କୁ…

ପ୍ରାଥମିକ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏଆଇଡିଏସ୍ଓର ଦାବି

କଟକ(: ନ୍ୟାସନାଲ କାଉନସିଲ ଫର୍ ଟିଚର୍ସ ଏଜୁକେସନ(ଏନସିଟିଇ) ଓସୁପ୍ରିମକୋର୍ଟଙ୍କ ଚଳିତମାସ ୧୧ ତାରିଖ ରାୟ ଆଧାରରେ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ସୂଚନା ଦେଲା ବିଜ୍ଞାନ କେନ୍ଦ୍ର

ତେଲେଙ୍ଗାନା: ଭାରତର ତେଲେଙ୍ଗାନା ରାଜ୍ୟରେ ଆଜି ସକାଳୁ ସକାଳୁ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ଏହି ବଡ଼ ଧରଣ ଭୂକମ୍ପରେ ସାରା ଅଞ୍ଚଳ ଥରି ଉଠିଛି । ଏହି ଭୂକମ୍ପ ତୀବ୍ରତା…

ଭଗବାନଙ୍କୁ ମଧ୍ୟ ମିଳିଲା ଧୋକା? ୧୦୦ କୋଟିର ଚେକ୍ ଦେଲେ, କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ଥିଲା ମାତ୍ର ୨୨ ଟଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ମନ୍ଦିରଗୁଡିକକୁ ବହୁତ ଦାନ ମିଳିଥାଏ । ତେବେ କେତେକ ଭକ୍ତ ପ୍ରଭୁଙ୍କୁ ମଧ୍ୟ ଧୋକା ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଜଣେ ଭକ୍ତ ମନ୍ଦିରର ଦାନ ବାକ୍ସରେ ୧୦୦ କୋଟିର ଚେକ୍ ରଖିଥିଲେ ।…

ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ଚଳାଇବା ଉପରେ ରୋକ୍ ଲଗାଇଲେ ବିଚାରପତି

ନୂଆଦିଲ୍ଲୀ: ୨୦୨୦ ମସିହାରେ ଜର୍ଜିଆର ନିର୍ବାଚନକୁ ପ୍ରଭାବିତ କରିବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆତ୍ମସମର୍ପଣ କରିଛନ୍ତି । ଅବଶ୍ୟ ଖବର ମିଳିଛି କି, ୨ ଲକ୍ଷ ଆମେରିକୀୟ…

ଡୋନାଲ୍ଡ ଟ୍ରମ୍ପଙ୍କୁ ବେଲ୍: ଆତ୍ମସମର୍ପଣ ପରେ ଜାମିନରେ ଆସିଲେ ପୂର୍ବତନ ରାଷ୍ଟ୍ରପତି

ନ୍ରୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ଆଇନ ନିକଟରେ ଆତ୍ମସମର୍ପଣ ପରେ ବେଲରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ସମୟରେ ହେରଫେର କରିବା ମାମଲାରେ ତାଙ୍କ…