Browsing Category
Breaking News
ବିରାଟ ଖାଇ ମଧ୍ୟକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ୧୯ ଜଣ ଯାତ୍ରୀ ଆହତ, ବଢ଼ିପାରେ ମୃତକଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି ବି କହିପାରିବେ ନାହିଁ । ଅନେକ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଉତ୍ତରାଖଣ୍ଡରୁ ଆସିଛି…
ଭଗବାନଙ୍କ ନା’ ନ ନେବାରୁ ୪ ଜଣ ଲୋକ ଯୁବକଙ୍କୁ ଏମିତି ପିଟିଲେ
ମୁମ୍ବାଇ: ଘାଟକୋପର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ୩୪ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ବାଉଁସ ଏବଂ ବେଲ୍ଟରେ ପିଟିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଅନେକ କଥା ସାମ୍ନାକୁ ଆସୁଛି ।…
ହରିୟାଣାରୁ ଓଡିଶା ଆସି ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ
ରାଉରକେଲା; ଟେକ୍ନିକାଲ ଆସିଷ୍ଟାଣ୍ଟ ନିଯୁକ୍ତି ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ । ପୋଲିସ ହାତରେ ଧରାପଡ଼ିବା ପରେ ସେମାନଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ଜାତୀୟ ବୈଷୟିକ ପ୍ରତିଷ୍ଠାନ…
ଓଡ଼ିଶାର ଇଞ୍ଜିନିୟର ଉଦ୍ଭାବନ କଲେ ‘ସ୍ମାର୍ଟ ଗମଲା’: ମାଟି ଶୁଖିଗଲେ ଗଛ ମୂଳେ ଅଟୋମେଟିକ୍ ପାଣି ଦେବ ମେଶିନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକ ନିଜର ବାଡ଼ି ବଗିଚାରେ, ଛାତ ଉପରେ ଫୁଲ, ଫଳ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । ସାଧାରଣ ଭାବେ ଉଦ୍ୟାନରେ ଗଛକୁ ବଞ୍ଚାଇବା ପାଇଁ ସବୁଠାରୁ ମୁଖ୍ୟ ଆବଶ୍ୟକତା ହେଉଛି ପାଣି ।…
ଅଜବ ଘଟଣା: ବାଡ଼ିରେ ପଶି ଫସଲ ଖାଇବାରୁ ଛେଳିକୁ ହତ୍ୟା, ଥାନାରେ ଦାୟର ହେଲା ହତ୍ୟା ମାମଲା
ନୂଆଦିଲ୍ଲୀ: ଆମ ସମାଜରେ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ଦେଖିବାକୁ ମିଳିଥାଏ । ଅନେକ ସମୟରେ କୌଣସି କାରଣରୁ କିଛି ବ୍ୟକ୍ତି ଅନ୍ୟର ଜୀବନ ନେବାକୁ ପଛାନ୍ତି ନାହିଁ । ତେବେ ଏକ ସାଧାରଣ କଥାକୁ ନେଇ କେବେ କୌଣସି…
ଘୋଷଣା ହେଲା ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ସମୟ, ଜାଣନ୍ତୁ କେତେବେଳେ ଏହା ଲ୍ୟାଣ୍ଡ କରିବ….
ଓଡିଶା ଭାସ୍କର: ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡ କରିବ। ତେବେ ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରୟାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ…
ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିବା ରୁଷ ଲୁନା-୨୫ର ଓଜନ କେତେ ରହିଥିଲା?
ମସ୍କୋ : ୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ…
Recurring Depositରେ ମିଳୁଛି ୮.୫ ପ୍ରତିଶତ ସୁଧ: ତିନୋଟି ବ୍ୟାଙ୍କରେ ନିବେଶ କରନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ଆଶାରେ ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ଆଜିକାଲି ବଜାରରେ ମିଳୁଥିବା କିଛି ନିବେଶ…
କଂଗ୍ରେସ କାର୍ଯ୍ୟକାରୀ କମିଟିର ଘୋଷଣା କଲେ ଖଡ଼ଗେ: ସାମିଲ ହେଲେ ଏହିସବୁ ନେତା, ଦେଖନ୍ତୁ ଲିଷ୍ଟ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଦିନ ନିଜର ନୂଆ ଟିମର ଲିଷ୍ଟ ଜାରି କରିଛନ୍ତି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକସଭା…
ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯାଉଛି, ଲୋକ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବ। ପ୍ରତି ଜିଲ୍ଲାରେ ଏହିଭଳି ୭୫ଟି ଲେଖାଏଁ ପୋଖରୀ ଖୋଳାଯିବ।…