Browsing Category

Breaking News

କଞ୍ଚାଲଙ୍କା ଖାଉ ନ ଥିଲେ ଆଜି ଠାରୁ ଆରମ୍ଭ କରିଦିଅନ୍ତୁ ଖାଇବା, ତ୍ୱଚା ଚମକିବା ସହ ମିଳିବ ବହୁ ଫାଇଦା

ପ୍ରତି ଭାରତୀୟଙ୍କ ରୋଷେଇ ଘରେ କଞ୍ଚାଲଙ୍କା ଯେମିତି ହେଲେ ରହିଥିବ । ବିନା କଞ୍ଚାଲଙ୍କାରେ ଭାରୀତୀୟଙ୍କ ଘରେ ରୋଷେଇ ହେବା ଯେପରି ଅସମ୍ଭବ । ଏହାସହିତ ସମସ୍ତଙ୍କ ଡାଇନିଂ ଟେବୁଲରେ ଲୁଣ ଓ କଞ୍ଚାଲଙ୍କା ନିହାତି ସଜା ହୋଇ…

ଖୁସିଖବର: ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେତେ ପାଇବେ ଚାକିରି ?

ଭୁବନେଶ୍ୱର : ରାଜ୍ୟରେ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସ୍କୁଲରେ ଜଣେ କି ଦୁଇ ଜଣ ଶିକ୍ଷକରେ ପାଠପଢା…

Big Breaking: ୯ମାସର ଛୁଆକୁ ଧରି ନଦୀକୁ ଡେଇଁପଡିଲା ବାପା

କଟକ: ୯ମାସର ଶିଶୁକୁ ଧରି ନଦୀ ଜଳକୁ ବାପା ଡେଇଁପଡିବା ଖବର ସାମ୍ନାକୁ ଆସିଛି । ଶିଶୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି । ବାପାର ପତ୍ତା ମିଳୁ ନଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ…

‘୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର ବଢ଼ୁଛି ୱାର୍କଲୋଡ୍’, କେନ୍ଦ୍ର ସରକାରଙ୍କ ଆବେଦନ ଉପରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ, କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ । ଏଭଳି ମାମଲା ଯୋଗୁଁ କୋର୍ଟର କାର୍ଯ୍ୟଭାର ବା ୱାର୍କଲୋଡ ବଢ଼ିବାରେ ଲାଗିଛି । ଜଷ୍ଟିସ ପିଏସ…

ଅମିତ ଜାନିଙ୍କୁ ଚେତାବନୀ, ସୀମା ହେଇଦର ଉପରେ ଫିଲ୍ମ ନିର୍ମାଣ କଲେ ପରିଣାମ ଭୟଙ୍କର ହେବ

ନୋଏଡା: ପାକିସ୍ତାନରୁ ଆସିଥିବା ସୀମା ହେଇଦରଙ୍କ ଉପରେ ଫିଲ୍ମ ନିର୍ମାଣକୁ ନେଇ ପୁଣି ଥରେ ବିରୋଧର ସ୍ୱର ଉଠିଲାଣି । ମେରୁଟରେ ରହୁଥିବା ଅମୀତ ଜାନି ସୀମା ହେଇଦର ଓ ସଚିନଙ୍କ ପ୍ରେମ କାହାଣୀ ଉପରେ "କରାଚୀ ଟୁ ନୋଏଡା'…

ଏବେ ଅନଲାଇନ ଇ-ପ୍ଲାଟଫର୍ମରେ ମିଳୁଛି ଟମାଟୋ! ଦର ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ଖାଉଟିଙ୍କ ପାଇଁ ଚିନ୍ତା ବଢାଇଲାଣି ପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଜିନିଷର ଦର । ଏହି ଦର ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି । ବଜାରରେ ଦିନ କୁ ଦିନ ବଢୁଥିବା ଟମାଟୋର ଦରକୁ ଆଖି ଆଗରେ…

ଗୋଲାମୀର ଯୁଗ ଶେଷ, ଏଥର ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରେ ଗର୍ଜିବ ସ୍ୱଦେଶୀ ତୋପ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ବହୁ ଦୃଷ୍ଟିରୁ ସ୍ୱତନ୍ତ୍ର ରହିବ । ୧୫ ଅଗଷ୍ଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରେ ପତାକା ଉତ୍ତୋରଣ କରିବେ ସେତେବେଳେ ପ୍ରଥମ ଥର ଲାଗି ସ୍ୱଦେଶୀ…

ସରିବାକୁ ଯାଉଛି ଏହି ଦୁଇ ବ୍ୟାଙ୍କର FD ସ୍କୀମ : ମିଳିବ ମୋଟା ଅଙ୍କର ରିଟର୍ଣ୍ଣ

ନୂଆଦିଲ୍ଲୀ : ଭାରତରେ ମୁଦ୍ରାସ୍ଫୀତରେ ଅଙ୍କୁଶ ଲଗାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ୍ରମାଗତ ଭାବରେ ନିଜର ସୁଧ ହାରକୁ ବଢାଇଥିଲା । ଏହି କାରଭରୁ ରେପୋ ହାର ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ବଢିବା ପରେ…

ଖାଲିସ୍ତାନୀଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ବ୍ରିଟେନ, ‘ଭାରତୀୟ ଉଚ୍ଚ ଆୟୋଗର ସୁରକ୍ଷା ପାଇଁ ନିଆଯିବ ପଦକ୍ଷେପ ‘ କହିଲେ…

ନୂଆଦିଲ୍ଲୀ: ଭାରତୀୟମାନେ କ୍ରମାଗତ ଭାବେ ଖାଲିସ୍ତାନୀଙ୍କ ଦ୍ୱାରା ଟାର୍ଗେଟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବ୍ରିଟିଶ ସୁରକ୍ଷା ମନ୍ତ୍ରୀ ଟମ ଟୁଗେନହାଟ ସ୍ପଷ୍ଟ କରିଛନ୍ତି ଯେ, ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ…

ଅମାନିଆକୁ ସାବାଡ କରିବାକୁ ବିଏମସି ହେଲା କଠୋର, ଏଣିକି ବାହାରେ ଅଳିଆ ପକାଇଲେ ଧରିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ

ଭୁବନେଶ୍ୱର: ବାହାରେ ଅଳିଆ ପକାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଅମାନିଆଙ୍କୁ ସାବାଡ କରିବା ଲାଗି ଏଣିକି ରାଜଧାନୀର ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ "ଟିମ୍ ସାଇନ୍' । ଏହି ଟିମ୍ ସାଇନର…