Browsing Category
Breaking News
ଫାଟିଲା ମେକ୍ସିକୋର ବୃହତ ଆଗ୍ନେୟଗିରି, ୨.୫ କୋଟି ଲୋକ ପ୍ରଭାବିତ
ନୂଆଦିଲ୍ଲୀ:ମେକ୍ସିକୋରେ ଏକ ବୃହତ ଆଗ୍ନେୟଗିରି ବିସ୍ଫୋରଣ ଫଳରେ ପୁରା ଆକାଶ ଧୂଆଁମୟ ହୋଇଯାଇଛି । ଏହା ଦ୍ୱାରା ସେଠାରେ ଲକ୍ଷାଧିକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ଆଗ୍ନେୟଗିରି ଫାଟିବାର ଏକ ଭିଡିଓ…
କୃତ୍ରିମ ବୁଦ୍ଧିମତା ସାଜିଲା ମଣିଷର ସାଥୀ: ପକ୍ଷାଘାତ ରୋଗୀ ପୁଣି ଥରେ ଚାଲିଲା, ୧୦ ବର୍ଷ ପରେ ଗବେଷକଙ୍କୁ ମିଳିଲା ସଫଳତା
ନୂଆଦିଲ୍ଲୀ: ଦିନକୁ ଦିନ ଚିକିତ୍ସା ବିଜ୍ଞାନ ବହୁଳ ଭାବେ ଅଗ୍ରଗତି କରିବାରେ ଲାଗିଛି । ଅନେକ ଗମ୍ଭୀର ରୋଗରେ ପୀଡ଼ିତ ରୋଗୀଙ୍କୁ ଡାକ୍ତରମାନେ ନୂଆ ଜୀବନ ଦେବାରେ ସକ୍ଷମ ହୋଇ ପାରୁଛନ୍ତି । ତେବେ ଏହା ମଧ୍ୟରେ ପୁଣି ଥରେ…
ଖରା ସହି ପାରୁ ନାହାଁନ୍ତି ଚିତା ଛୁଆ ; ୩ ଦିନରେ ଗଲେଣି ୩ ଶାବକ, ଜନ୍ମକୁ ଦୁଇ ମାସ ବି ପୂରିଲାନି
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭାରତରେ ଜନ୍ମ ହୋଇଥିବା ଚିତା ଶାବକଙ୍କ ମଧ୍ୟରୁ ଆଉ ଦୁଇଟି ଆଜି ମୃତ୍ୟୁବରଣ କରିଛନ୍ତି । ଗତ ତିନିଦିନ ମଧ୍ୟରେ ତିନି ଜଣ ଚିତା…
ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ସମର୍ଥନ କିନ୍ତୁ କାର୍ଯ୍ୟ ବ୍ୟସ୍ତତା କାରଣରୁ ଯୋଗ ଦେଇପାରିବେନି
ନୂଆଦିଲ୍ଲୀ:ନୂଆ ସଂସଦ ଭବନ ଉଦଘାଟନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନା ଧରୁନାହିଁ । ଏହି ମାମଲାରେ ଏବେ ବହୁଜନ ସମାଜବାଦୀ ପାର୍ଟି ସାଂସଦ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି । ମାୟାବତୀ ଗୋଟିଏ ପଟେ ସରକାରଙ୍କ…
ଭାରତୀୟ ନୌସେନାର ଐତିହାସିକ ରେକର୍ଡ, INS Vikrant ଉପରେ MiG-29K ର ସଫଳ ଅବତରଣ
ନୂଆଦିଲ୍ଲୀ : ଭାରତୀୟ ନୌସେନା ଆଉ ଏକ ରେକର୍ଡ ସୃଷ୍ଟି କରିଛି । ବିବୃତ୍ତି ଅନୁଯାୟୀ, ନୌସେନା MiG-29K ଭାରତର ସ୍ୱଦେଶୀ ଯୁଦ୍ଧ ଜାହାଜ INS Vikrant ଉପରେ ସଫଳତାର ସହ ଅବତରଣ କରିଛି । ଗତକାଲି ରାତିରେ ଏହି ବଅତରଣ…
ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଇଣ୍ଡିଆ:ଦି ମୋଦୀ କୋଶ୍ଚିନ’ ଅଷ୍ଟ୍ରେଲିଆ ସଂସଦରେ ପ୍ରଦର୍ଶିତ, ଭାରତରେ ଲାଗିଛି ପ୍ରତିବନ୍ଧ
ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ସଂସଦରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ବିବିସି ପକ୍ଷରୁ ମୋଦୀଙ୍କ ଉପରେ ଏହି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି ।…
ପୁଣି ଆସିଲା ଦୁଃଖ ଖବର: ଭୋଜପୁରୀ ଫିଲ୍ମ ନିର୍ଦ୍ଦେଶକ ସୁବାଷ ତିୱାରୀଙ୍କ ପରଲୋକ
ନୂଆଦିଲ୍ଲୀ: ଗତ ୩ ଦିନ ମଧ୍ୟରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ୬ ଜଣ ବ୍ୟକ୍ତିବିଶେଷଙ୍କର ମୃତ୍ୟ ଘଟିଲାଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା…
ଛୁଆଙ୍କୁ ଖେଳ କୁଦ, ନାଚ ଗୀତ କରିବାକୁ ଦିଅ – ହାଇକୋର୍ଟ ଅର୍ଡର
ନୂଆଦିଲ୍ଲୀ : ଖାଲି ପାଠ ପଢା ଯଥେଷ୍ଟ ନୁହେଁ । ପିଲାମାନଙ୍କୁ ଖେଳ କୁଦ କରିବାକୁ ଦିଅ, ନାଚ ଗୀତ କରିବାକୁ ଦିଅ । ଆଜି କେରଳ ହାଇକୋର୍ଟ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)…
ବିଶ୍ୱରେ ଗ୍ରାସିଲା ଆର୍ଥିକ ମାନ୍ଦାବସ୍ଥା: କ୍ରମାଗତ ଦ୍ୱିତୀୟ ତ୍ରୈମାସିକ ଜିଡିପି ହ୍ରାସ ପରେ ଆନୁଷ୍ଠାନିକ ଭାବେ ଆର୍ଥିକ ମାନ୍ଦାବସ୍ଥାରେ…
ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ସମଗ୍ର ବିଶ୍ୱରେ ସାମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥା ବିଷୟରେ ଆଲୋଚନା ହେଉଥିବା ଏହା ଆରମ୍ଭ ହୋଇଛି । ପ୍ରଥମ ଦେଶ ଭାବେ ଏହାର ଶିକାର ହୋଇଛି ୟୁରୋପର ସବୁଠୁ ବଡ ଅର୍ଥନୀତି ଜର୍ମାନୀ । ଏହି…
ଜେଲର ବାଥରୁମରେ ପଡି ଆପ୍ ନେତା ଆହତ , ଅକ୍ସିଜେନ୍ ସପୋର୍ଟରେ ଚାଲିଛି ଜୀବନ
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟୈନ୍ଦ୍ର ଜୌନ ଗୁରୁବାର ତିହାଡ ଜେଲର ବାଥରୁମ୍ ରେ ପଡି ଗୁରୁତର ଆହତ ହୋଇଛନ୍ତିି । ତାଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ…