Browsing Category
Breaking News
“ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ଅପରାଧୀ ଭାବରେ ଇସ୍ତଫା ଦେବି ନାହିଁ”: ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ ଭୂଷଣ ସିଂ
ନୂଆଦିଲ୍ଲୀ : ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ପଞ୍ଜିକରଣ ହୋଇଛି। ବର୍ତ୍ତମାନ ବ୍ରିଜ ଭୂଷଣ ଶରଣ…
ଶୌଚାଳୟରେ ବସି ଖବରକାଗଜ ପଢିବାର ନିଶା ଆପଣଙ୍କ ପାଇଁ ହେଇପାରେ ବହୁତ ବିପଦ ,ପାଇଲ୍ସ ଏବଂ ହର୍ନିଆ ଭଳି ରୋଗକୁ ଦେଇପାରେ ଡାକରା
ନୂଆଦିଲ୍ଲୀ: ଆପଣ ମଧ୍ୟ ଖବରକାଗଜ କିମ୍ବା ପତ୍ରିକା ପଢିବାକୁ ପସନ୍ଦ କରନ୍ତି କି ? କିନ୍ତୁ ୱାଶରୁମରେ ଏହା ସବୁ ପଢିବାରେ ଅଭ୍ୟସ୍ତ କି? ଯଦି ହଁ ତେବେ ତୁମେ ଜାଣିବା ଉଚିତ୍ ଯେ ତୁମର ଏହି ନିଶା ଆପଣଙ୍କୁ ଅସୁସ୍ଥ କରିବା…
ପୁଣି ଘଟିଲା ବଡ଼ ଅଘଟଣ: ବିରାଟ ଖାଲ ମଧ୍ୟକୁ ଖସିଲା ଆର୍ମି ଗାଡ଼ି, ଦୁଇଜଣ ଯବାନ ସହିଦ, ଅନେକ ଆହତ
ନୂଆଦିଲ୍ଲୀ: ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଆ ଯୁବକ ଦେବାଶିଷ ବିଶ୍ୱାଳ ରହିଥିଲେ । ପରବର୍ତ୍ତୀ ସମୟରେ ଗତ ୨୬ ତାରିଖରେ ଛତିଶଗଡ଼ର…
ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ: BJPର ପୂର୍ବତନ ବିଧାୟକ ଓ VHP ନେତାଙ୍କ ହତ୍ୟା ମାମଲା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି ହୋଇଛି । କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ସହିତ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଛନ୍ତି ।…
Russia-Ukraine War : ଅନେକ ସହର ଉପରେ ମିସାଇଲ ମାଡ, ୫ ପିଲାଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ପୁଣି ରଷିଆ ଆକ୍ରମଣ କରିଛି । ଶୁକ୍ରବାର ଦିନ ୟୁକ୍ରେନର ରାଜଧାନୀ କଳିଭ ଏବଂ ଏହାର ଆଖପାଖ ଅଞ୍ଚଳରେ ୨୦ ରୁ ଅଧିକ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଦୁଇଟି ଡ୍ରୋନ୍ ଗୁଳି ବର୍ଷଣ କରିଛି ।…
BYJU’S ଅଫିସରେ ED ରେଡ୍: CEO ରବିନ୍ଦ୍ରନଙ୍କ ବିରୋଧରେ ଆସିଲା FEMA ନିୟମ ଉଲ୍ଲଂଘନ ଅଭିଯୋଗ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଏଡଟେକ କମ୍ପାନୀ ବାୟଜୁସ ଅଫିସରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (ଫେମା) ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ…
ଲୋକଙ୍କୁ ସ୍ତବ୍ଧ କରୁଛି ଇଶ୍ୱରଙ୍କ ମହିମା, ଶିବ ମନ୍ଦିରରେ ବଢୁଛି ନନ୍ଦୀଙ୍କ ପ୍ରତିମୂର୍ତ୍ତି; କ’ଣ ରହିଛି ଏହାର ରହସ୍ୟ ?
ନୂଆଦିଲ୍ଲୀ:ଆପଣ ଭଗବାନଙ୍କ ଉପସ୍ଥିତିରେ ବିଶ୍ୱାସ କରନ୍ତି କି ? ସବୁ ଠାରୁ ବଡ଼ କଥା ହେଲା ଆମ ଦେଶରେ ଏଭଳି ଅନେକ ଅଲୌକିକ ଘଟଣା ରହିଛି ଯାହା ଆମକୁ ଭଗବାନଙ୍କ ଉପସ୍ଥିତି ବିଷୟରେ ଇସାରା ଦିଏ। ଭାରତର ଏକ ଶିବ ମନ୍ଦିର…
ରାହୁଲ ଗାନ୍ଧୀଙ୍କ କଥାରେ UPSC ପ୍ରସ୍ତୁତି ଛାଡି ବିଧାୟିକା ହୋଇଥିଲେ, ଏବେ ଇଡି ରାଡାରରେ ଅମ୍ବା ପ୍ରସାଦ
ନୂଆଦିଲ୍ଲୀ : ୟୁପିଏସସିର ପ୍ରସ୍ତୁତି କରୁଥିଲେ । ଆଶ ଥିଲା ପ୍ରଶାସନିକ ସ୍ତରରେ କାର୍ଯ୍ୟ କରିବେ । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥାରେ ହେଉ ଅବା ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ରାଜନୀତିରେ ସାମିଲ…
ପୂର୍ବତନ ବିଜେପି ବିଧାୟକ ଗିରଫ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିସହିତ ଚଳିତ ବର୍ଷ ହେବାକୁ ଥିବା ୬ଟି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଭିନ୍ନ ରାଜ୍ୟରେ ରାଜନୀତି…
ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆସିବ ସଂସ୍କାର: CBSE, ICSE ଓ ୬୦ଟି ରାଜ୍ୟ ବୋର୍ଡ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଆସିବ ସଂସ୍କାର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ), ଭାରତୀୟ ମାଧ୍ୟମିକ ଶିକ୍ଷା ପ୍ରମାଣପତ୍ର (ଆଇସିଏସଇ) ଓ ବିଭିନ୍ନ ରାଜ୍ୟର…