CHARIDHAM
Browsing Category

Breaking News

ଦୁନିଆରୁ ଟଳିଲା ବଡ଼ ବିପଦ, ଡିଫଲ୍ଟର ହେବନି ଆମେରିକା: ଡେଟ ସିଲିଂ ବିଲକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଡେଟ ସିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ନିଷ୍ପତ୍ତି ନେଇସାରିଛି ଆମେରିକା ସଂସଦ । ଏବେ ଆମେରିକା ଡିଫଲ୍ଟ ହେବା ବିପଦରୁ ରକ୍ଷା ପାଇଛି । ବୁଧବାର ଦିନ ଆମେରିକା କଂଗ୍ରେସ ଡେଟ ସିଲିଂ…

ପରଲୋକରେ ସାଉଥ ଅଭିନେତା ହରିଶ ପେଙ୍ଗନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ସାଉଥ ଅଭିନେତା ହରିଶ ପେଙ୍ଗନ ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ହରିଶଙ୍କ ଆରପାରିକୁ ଚାଲିଯାଇଛନ୍ତି । ଫୁସଫୁସ ଜନିତ ବୀମାରୀରେ ସେ କିଛିଦିନ…

‘ମନ୍ କି ବାତ୍‌, ଭାରତ କି ବାତ୍‌’: ଜୁନ୍ ୨ ରାତି ୮ ଟାରେ HistoryTV18 ରେ ପ୍ରସାରିତ ହେବ ଏହି ପ୍ରଭାବଶାଳୀ ଶୋ’

ନୂଆଦିଲ୍ଲୀ : ଅକ୍ଟୋବର ୩, ୨୦୧୪ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ଏବେ ଟିଭି ପରଦାରେ ପ୍ରସାରଣ ହେବ । ହିଷ୍ଟ୍ରୀ ଟିଭି ୧୮ରେ ପ୍ରଧାନମନ୍ତ୍ରୀଙ୍କ ଶୋ…

IBPS RRB Notification 2023: ବ୍ୟାଙ୍କ କ୍ଲର୍କ ଓ ପିଓ ପଦରେ ମିଳିବ ନିଯୁକ୍ତି

ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ) ପଦରେ ପ୍ରାର୍ଥୀଙ୍କୁ…

୩ଟି ଜବରଦସ୍ତ ପ୍ଲାନ୍ ଆରମ୍ଭ କଲା Vodafone-Idea! ୧୭ ଟଙ୍କାରେ ଅନଲିମିଡେଟ୍ ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସମଗ୍ର ଭାରତରେ ୫ଜି ସେବା ଦ୍ରୁତ ଗତିରେ ଆଣୁଛନ୍ତି । ଏଥି ସହିତ ଭୋଡାଫୋନ୍-ଆଇଡିଆର ଉପଭୋକ୍ତାମାନେ ୫ଜି ସେବା ଘୋଷଣାକୁ ଅପେକ୍ଷା କରିଛନ୍ତି । ଅନେକ ମୋବାଇଲ୍…

ଦେବଦୂତ ସାଜିଲେ ବିଜେପି ବିଧାୟକ ; ଯୁବକଙ୍କୁ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁ ପଡିଲେ, ବଞ୍ଚାଇଲେ ୩ ଜୀବନ

ଅହମଦାବାଦ : ଗୁଜୁରାଟର ଆମ୍ରେଲି ଜିଲ୍ଲାରେ ରାଜୁଲା ବିଧାୟକଙ୍କୁ ପ୍ରଶଂସାର ସୁଅ ଛୁଟିଛି । କାରଣ ନିଜ ଜୀବନକୁ ବିପଦରେ ପକାଇ ସେ ଅନ୍ୟ ୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ସମୁଦ୍ରରେ ଗାଧୋଇବାକୁ ଯାଇଥିବା ଯୁବକମାନଙ୍କୁ…

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି : ପ୍ରତି ବ୍ଲକରେ ସ୍ଥାପନ କରାଯିବ ୨୦୦୦ ଟନ୍ କ୍ଷମତାର ଗୋଦାମ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ଆଜି ବିଶ୍ୱର ସର୍ବବୃହତ୍ତ ଖାଦ୍ୟ ଭଣ୍ଡାରଣ ଯୋଜନାକୁ ଅନୁମୋଦନ ଦେଇଛି । ଏହି ଯୋଜନା ଅଧିନରେ ଦେଶର ଖାଦ୍ୟଶସ୍ୟ ଭଣ୍ଡାରଣ କ୍ଷମତାକୁ ବୃଦ୍ଧି କରିବାକୁ ପ୍ରତି ବ୍ଲକରେ ୨ ହଜାର ଟନ…

ଭୁବନେଶ୍ୱର ଏମ୍ସରେ ଅନେକ ପଦ ଖାଲି: ଆସନ୍ତା ୩ ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁନ ମାସ ୩…

ନିଶାସକ୍ତ ଅବସ୍ତାରେ କୁରାଢୀରେ ହାଣି ବାପାକୁ ହତ୍ୟା କଲା ପୁଅ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ନିଶାଶକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛି ପୁଅ । କୁରାଢୀରେ ହାଣି ଅତି ବିଭତ୍ସ ଭାବରେ ହତ୍ୟା କରିଛି । ଗତକାଲି…

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି : ଓଟିଟି ପ୍ଲାଟଫର୍ମରେ ତମାଖୁ ଚେତାବନୀ ଦେଖାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ତମାଖୁ-ବିରୋଧୀ ଚେତାବନୀ ରହିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍ ଲାଇନରେ କୁହାଯାଇଛି । ଏଣିକି ବାଧ୍ୟତାମୂଳକ ଭାବରେ ତମାଖୁ ଚେତାବନୀ ଦେଖାଇବେ ସବୁ ଓଟିଟି ପ୍ଲାଟଫର୍ମ ।…