Browsing Category

Breaking News

OIL India Limited ଦେଉଛି ବଢ଼ିଆ ଚାକିରି: ଦରମା ୨୫ ହଜାର ଉପରେ, ୧୦ମ, ଦ୍ୱାଦଶ ପାସ୍ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଏଲ ଇଣ୍ଡିଆ ଲିମିଟେଡ (ଓଆଇଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୱାର୍କସପର୍ସନ ଗ୍ରେଡ ୩, ୪ ଓ ୭ ପଦରେ ନିଯୁକ୍ତି ଦିଆଯିବ ।…

ସାର୍ବଭୌମତ୍ୱକୁ ସମ୍ମାନ ଦିଅ: ଏସସିଓ ବୈଠକରେ ଚୀନ୍ ଓ ପାକିସ୍ତାନକୁ ନାଲି ଆଖି ଦେଖାଇଲେ ଅଜିତ ଡୋଭାଲ

ନୂଆଦିଲ୍ଲୀ: ବୁଧବାର ଦିନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଦୁଇ ପଡ଼ୋଶୀ ଚୀନ୍ ଏବଂ ପାକିସ୍ତାନ ସହିତ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା…

କଂଗ୍ରେସ ପାଇଁ ବଡ଼ ସୁଯୋଗ: ଆଇନ ଓ ରାଜନୀତିର ଯୁଦ୍ଧ ଆରମ୍ଭ କରିବେ ରାହୁଲ, ଖୁବଶୀଘ୍ର କୋର୍ଟରେ ଦାୟର ହେବ ଯାଚିକା

ନୂଆଦିଲ୍ଲୀ: ଏକ ପୁରୁଣା ମାମଲାର ଶୁଣାଣି କରି ଗତ ୨୩ ତାରିଖରେ ସୂରତର ସେଶନ କୋର୍ଟ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ତା’ପର ଦିନ ୨୪ ତାରିଖରେ…

ଝାରସୁଗୁଡା: ଆଜିଠାରୁ ଲାଗୁହେଲା ଆଦର୍ଶ ଆଚରଣ ବିଧି; ଜାଣନ୍ତୁ ଉପନିର୍ବାଚନ ନେଇ କ’ଣ କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଆଜି ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଅତ୍ମହତ୍ୟା! ହଷ୍ଟେଲ୍ ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରମାଦେବୀ ଉଚ୍ଚମାଧ୍ୟମିକ ସ୍କୁଲର ଫ୍ୟାନ୍‌ରେ ଝୁଲି ପଡ଼ିଲେ ଛାତ୍ରୀ। ଦିନ ଦ୍ୱିପ୍ରହରରେ ସ୍କୁଲ ହଷ୍ଟେଲରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ। ମୃତ ଛାତ୍ରୀ ଜଣକ +୨ ଦ୍ୱିତୀୟ ବର୍ଷ କଳାରେ…

ଦୁର୍ଘଟଣା ନୁହେଁ ତ ଯମ: ବରଯାତ୍ରୀ ବସ-ଟ୍ରକ୍ ଧକ୍କା, ଜଣେ ମୃତ୍ୟୁ, ୮୦ ଜଣ ଆହତ, ୧୦ ଜଣଙ୍କ ଗୋଡ଼ ଭାଙ୍ଗିଲା

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟର ଅବସ୍ଥା ଯାହା ଘରୁ ବାହାରିବାକୁ ଡର ଲାଗୁଛି । ଦୁର୍ଘଟଣା ରୂପୀ ବିପଦ କେତେବେଳେ ମାଡ଼ି ଆସିବ ସେକଥା କହିହେବ ନାହିଁ । ତେବେ ଏପରି ଭାବେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ…

ଦୁଃଖ ଖବର: BJP ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ସମୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଲୋକସଭା ସାଂସଦ ତଥା ବିଜେପିର ଜଣେ…

UPI ପେମେଣ୍ଟ ଉପରେ ଚାର୍ଜ ସମ୍ବନ୍ଧରେ NPCI ର ସ୍ପଷ୍ଟୀକରଣ, ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ

ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ହେଉଥିବା ଟଙ୍କାର କାରବାର ଉପରେ ଏପ୍ରିଲ୍ ୧, ୨୦୨୩ ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…

SAHARA India ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି: ୫୦୦୦ କୋଟି ଟଙ୍କା ଫେରସ୍ତ କରାଯିବ, ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ସାହାରା ଇଣ୍ଡିଆରେ ନିବେଶ କରିଛନ୍ତି ତେବେ ଆପଣଙ୍କର ପାଇଁ ଏକ ଖୁସି ଖବର । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଗ୍ରାହକଙ୍କ ଅର୍ଥ ସାହାରାରେ ଫଶି ରହିଛି । ଏନେଇ…

ରାଜ୍ୟରେ ଖୁବ୍‍ଶୀଘ୍ର ପ୍ରତିଷ୍ଠା ହେବ ୧ ହଜାର ସବ୍‍ଜି କୁଲର: ବିଧାନସଭାରେ ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ଶୀଘ୍ର ୧ ହଜାର ସବ୍‍ଜି କୁଲର ପ୍ରତିଷ୍ଠା କରାଯିବ। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ସରକାର ଏହି…