fbpx
Browsing Category

Breaking News

କାଲି କୋର୍ଟ ଚାଲାଣ ହେବେ କୁବେର ADM, ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଏଡିଏମ ବିଶ୍ୱଜିତ୍ ମହାପାତ୍ର । ଏଡିଏମଙ୍କୁ ଜେରା ପରେ ସୁନ୍ଦରଗଡ଼ରୁ ଭୁବନେଶ୍ୱରକୁ ଆଣିଛି ଭିଜିଲାନ୍ସ । କାଲି ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କୁ କୋର୍ଟ…

ଓଡ଼ିଶାରେ NIAର ଛାନଭିନ୍, ମାଓବାଦୀ ଟେରର ଫଣ୍ଡିଂ ନେଇ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଓବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମାଓବାଦୀ ଟେରର ଫଣ୍ଡିଂକୁ ନେଇ ତନାଘନା କରୁଛି ଏନଆଇଏ । ମାଓବାଦୀ ଟେରର ଫଣ୍ଡିଂକୁ ନେଇ ଓଡ଼ିଶାରେ ଯାଞ୍ଚ କରୁଛି…

୨୦ ମିନିଟରେ ସାଇକେଲ ହେବ ମୋଟର ସାଇକେଲ: ଦେଶୀ ଉଦଭାବନକୁ ପ୍ରଶଂସା କଲେ ଆନନ୍ଦ ମହିନ୍ଦ୍ରା

ଆପଣ ପ୍ୟାଡେଲ ମାରି ସାଇକେଲ ତ’ ନିଶ୍ଚୟ ଚଲାଇଥିବେ । ଆପଣଙ୍କୁ ମଧ୍ୟ ଅନେକ ସମୟରେ ଏହା ଅନୁଭବ ହୋଇଥିବ ଯଦି ଏଥିରେ କିଛି ଏଭଳି ବ୍ୟବସ୍ଥା ହୋଇପାରିବ ଯାହାଦ୍ୱାରା ଏହା ନିଜେ ନିଜେ ଚାଲିପାରିବ । ତେବେ ଏହି ଆଶା ପୂରଣ…

ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ

ନୂଆଦିଲ୍ଲୀ: ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ବା ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ । ୮୩ ବର୍ଷ ବୟସରେ ରାହୁଲ ବଜାଜଙ୍କ ଦେହାନ୍ତ ପୁଣେଠାରେ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିଲେ ରାହୁଲ । ରାହୁଲ ବଜାଜଙ୍କୁ…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ ଫେବ୍ରୁଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସର୍ଭିସ୍

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଯୋଗୁଁ ଟ୍ରେନରେ ରନ୍ଧା ଖାଦ୍ୟ ଉପରେ ଲାଗିଥିବା କଟକଣାକୁ ପୁଣି କୋହଳ କରାଯାଇଛି । ଆଗାମୀ ୧୪ ଫେବ୍ରୁଆରୀରୁ ଆଇଆରସିଟିସି…

ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ନଷ୍ଟ କଲା ୫୦୦ କୋଟିର ଗଞ୍ଜେଇ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ନଷ୍ଟ କରାଯାଇଛି ୫୦୦ କୋଟିର ଗଞ୍ଜେଇ । ଏହି ଗଞ୍ଜେଇ ନଷ୍ଟ ଅପରେସନକୁ ସବୁଠୁ ବଡ଼ ଅପରେସନ ବୋଲି କୁହାଯାଉଛି ଏବଂ ଏହାକୁ ସବୁଠୁ ବଡ଼ ଗଞ୍ଜେଇ ନଷ୍ଟ ବୋଲି ମଧ୍ୟ କୁହାଯାଉଛି ।…

କି ଯୁଗ ଆସିଲା! ସ୍କୁଲ ଯିବାକୁ କହିବାରୁ ବିଷ ପିଇଦେଲା ଛାତ୍ରୀ

ମାଲକାନଗିରି(ଓଡ଼ିଶା ଭାସ୍କର): କରୋନା କଟକଣା ମଧ୍ୟରେ ସ୍କୁଲ , କଲେଜ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଜଣେ ଛାତ୍ରୀ ବିଷ ପିଇ…

ସରକାରଙ୍କ ଏହି ସ୍କିମରେ ପ୍ରତିମାସ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରାଯାଇଛି  । ଯେଉଁଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଟେ । ଏହି ଯୋଜନା ଅନୁଯାୟୀ ରିକ୍ସା ଚାଳକ, ନର୍ମାଣ ଶ୍ରମିକ…

ଆଇପିଏଲ ନିଲାମ ବେଳେ ଅଘଟଣ: ବେହୋସ୍ ହୋଇ ଷ୍ଟେଜରୁ ଖସିପଡ଼ିଲେ ଅକ୍ସନର

ବେଙ୍ଗାଲୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗର ମେଗା ନିଲାମ ବେଙ୍ଗାଲୁରୁରେ ଚାଲିଛି, କିନ୍ତୁ ପ୍ରଥମ ଦିନରେ ସେଠାରେ ବଡ଼ ଅଘଟଣ ଘଟିଯାଇଛି । ଖେଳାଳିଙ୍କ ନିଲାମ କରାଉଥିବା ଅକ୍ସନର ହ୍ୟୁଜ୍ ଏଡମିଡ୍ସଙ୍କ ସ୍ୱାସ୍ଥ୍ୟ ହଠାତ୍…

ଅନିଲ ଅମ୍ବାନୀଙ୍କୁ ଲାଗିଲା ଶକ୍ତ ଝଟକା: କମ୍ପାନୀ ବିରୋଧରେ SEBI ନେଲା କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ଲାଗିଛି ଶକ୍ତ ଝଟକା । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଅନିଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ଅନିଲ ଓ…