fbpx

ଓଡ଼ିଶାରେ NIAର ଛାନଭିନ୍, ମାଓବାଦୀ ଟେରର ଫଣ୍ଡିଂ ନେଇ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଓବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମାଓବାଦୀ ଟେରର ଫଣ୍ଡିଂକୁ ନେଇ ତନାଘନା କରୁଛି ଏନଆଇଏ । ମାଓବାଦୀ ଟେରର ଫଣ୍ଡିଂକୁ ନେଇ ଓଡ଼ିଶାରେ ଯାଞ୍ଚ କରୁଛି ଏନଆଇଏ । ଓଡ଼ିଶା ସମତେ ୪ ରାଜ୍ୟରେ ଏନଆଇଏ ଯାଞ୍ଚ କରୁଛି । ୪ ରାଜ୍ୟର ୨୬ଟି ସ୍ଥାନରେ ଏନଆଇଏ ଚଢ଼ାଉ ଜାରି ରଖିଛି । ଛାନଭିନ ଚାଲିଥିବା ରାଜ୍ୟଗୁଡ଼ିକ ହେଉଛି-ବିହାର, ଝାରଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ।

Get real time updates directly on you device, subscribe now.