fbpx
Browsing Category

Breaking News

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି

ଭଦ୍ରକ (ଓଡ଼ିଶା ଭାସ୍କର): ଆସନ୍ତା କାଲି ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ବାବା…

ସଡ଼କ ଦୁର୍ଘଟଣା: ମୃତକ ଓ ଆହତଙ୍କ ସହାୟତା ରାଶି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକମାନେ ୮ ଗୁଣ ଅଧିକ ସହାୟତା ପାଇବେ । ସେହିପରି ଦୁର୍ଘଟଣାରେ ଆହତ…

ପଞ୍ଚାୟତ ରେଜଲ୍ଟକୁ ନେଇ ବିଜେଡିର ପ୍ରତିକ୍ରିୟା-‘ଅଭୂତପୂର୍ବ ସଫଳତାରେ ବିରୋଧୀ ଧରାଶାୟୀ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ବର୍ତ୍ତମାନ ସୁଦ୍ଧା ବିଜେଡି ୮୪୮ଟି ଆସନରୁ ୭୫୫ ଆସନରେ ଆଗୁଆ ଅଛି । ଏହା ସହ ବିଜେପି ୪୯, କଂଗ୍ରେସ ୩୭ ଓ ୭ଟି…

BJDକୁ କଡ଼ା ଟକ୍କର ଦେବ ବୋଲି କହୁଥିଲା BJP: ଜାଣନ୍ତୁ ଗେରୁଆ ଦଳର ପରାଜୟ ପଛର ୬ଟି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିବସ । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ସର୍ବାଧିକ ଜିଲ୍ଲା ପରିଷଦ ସିଟରେ ଜିତି ଆଗରେ ରହିଥିବା ବେଳେ ବହୁ ପଛରେ ପଡ଼ିଛନ୍ତି ବିଜେପି…

୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦେହ ସାରା ଥିଲା…

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକନ୍ୟାକୁ ବାପା ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।ସାବତ ମାଆ ସହ ବାପାକୁ ଧରି ପୋଲିସର ଜିମା ଦେଇଛନ୍ତି…

ୟୁକ୍ରେନ ଦ୍ୱାରା ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ଧ୍ୱଂସ କଲା ଋଷ ସେନା

କିଭ୍: ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଭ୍‌ ବାହାରେ ଥିବା…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ପୌର ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ନିର୍ବାଚନ କମିଶନ…

SEBIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ଦୌଡ଼ରେ ଅଛନ୍ତି ୫ ଜଣ ଦାବିଦାର

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି କସରତ । ଏହି ପଦବୀରେ କେନ୍ଦ୍ର ସରକାର କାହାକୁ ଅବସ୍ଥାପିତ କରିବେ ତାହାକୁ ଉତ୍ସୁକତାର ସହ…

ମହାଶିବରାତ୍ରୀ ଦିନ ଭୁଲରେ ବି ବ୍ୟବହାର କରନ୍ତୁନି ଏହିସବୁ ଜିନିଷ, ପଡ଼ିବ ଓଲଟା ପ୍ରଭାବ

ଓଡ଼ିଶା ଭାସ୍କର ବ୍ୟୁରୋ: ଭଗବାନ ଶିବଙ୍କ ପ୍ରିୟ ମହାଶିବରାତ୍ରୀର ପର୍ବ ଏଥର ମାର୍ଚ୍ଚ ୧ ତାରିଖରେ ପାଳନ କରାଯାଉଛି । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମହାଦେବଙ୍କୁ ଆନ୍ତରିକତାର…

ଟ୍ରେଣ୍ଡରେ ବିଜେଡି : ୭୩୪ ଆସନରେ ଆଗୁଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ…