fbpx
Browsing Category

Breaking News

(Video) ବସରେ ଯାତ୍ରା କରୁଥିବା କୁକୁଡାର ଟିକେଟ କାଟିଲେ କଣ୍ଡକ୍ଟର, ଜାଣନ୍ତୁ କାହିଁକି

ବସରେ ଯାତ୍ରା କରିବାକୁ ହେଲେ ସମସ୍ତଙ୍କୁ ଟିକେଟ କରିବାକୁ ପଡ଼ିଥାଏ । ଆଉ ଏହି ବସ ଟିକେଟକୁ ନେଇ ତେଲେଙ୍ଗାନାରେ ଏଭଳି କିଛି ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ବସରେ ଯାତ୍ରା କରିବା…

ଫେକ୍ ଭୋଟରଙ୍କୁ ସାବଧାନ୍ ରହିବାକୁ କହିଲେ ରାଜ୍ୟ ନିର୍ବାଚନ କମିଶନ, ନଚେତ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇପଡିଥିବା ବେଳେ ଫେକ୍ ଭୋଟରଙ୍କୁ ସାବଧାନ୍ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଆୟୋଜିତ ଏକ…

ଅଖିଳେଶ ହେବେ ଉତ୍ତର ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ: ଶିବସେନା ନେତା ସଞ୍ଚୟ ରାଉତ

ମୁମ୍ବାଇ: ଉତ୍ତର ପ୍ରଦେଶରେ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଅଖିଳେଶ ଯାଦବ । ଚଳିତ ବିଧାନସଭା ନିର୍ବାଚନରେ ୟୁପିରେ ସମାଜବାଦୀ ପାର୍ଟୀ ନେତୃତ୍ୱରେ ଆଗାମୀ ସରକାର ଗଠନ । କିଛି ଏଭଳି ଦାବି କରିଛନ୍ତି ଶିବସେନା ନେତା ସଞ୍ଚୟ…

ବିଧାନ ପରିଷଦ ଗଠନ ପ୍ରସଙ୍ଗ: ପ୍ରକୃତରେ କିଏ କହୁଛି ଠିକ୍, କେନ୍ଦ୍ର ନା ରାଜ୍ୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆରମ୍ଭ ହୋଇଯାଇଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନ ପରିଷଦ ଗଠନ ନେଇ କୌଣସି ପ୍ରସ୍ତାବ ଆସିନଥିବା ବେଳେ କେନ୍ଦ୍ର…

Happy Kiss Day: ଶରୀରରେ ଏହି ୭ ଅଙ୍ଗରେ କିସ୍ ଦେଇଥାଏ ଅଲଗା ମେସେଜ୍, ଜାଣନ୍ତୁ ଏହାର ଅର୍ଥ

ଭାଲେଣ୍ଟାଇନ୍ ସପ୍ତାହରେ କିସ୍ ଡେ’ ସବୁଠାରୁ ରୋମାଣ୍ଟିକ୍ ଓ ଖାସ୍ ଦିନ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ସମ୍ପର୍କର ଗଭୀରତାକୁ ପ୍ରକାଶ କରନ୍ତି । ଏହା କିଛି ଖାସ୍ ମଣିଷଙ୍କ ପ୍ରତି ସ୍ନେହ, ବିଶ୍ୱାସ…

ଦୀପିକାଙ୍କ ଫିଲ୍ମର ରିଭ୍ୟୁ ଦେଲେ କଙ୍ଗନା! କହିଲେ- ପର୍ଣ୍ଣୋଗ୍ରାଫୀ…

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚୁତର୍ବେଦି ଷ୍ଟାଟର୍ ଫିଲ୍ମ "ଗହରାଇୟାଁ" ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଯାଇଛି । ଫିଲ୍ମର କାହାଣୀ ନୂତନ ପିଢ଼ିର ଲଭ୍ ରିଲେସନ୍ କୁ…

ବିଜେପି ବିଧାୟକଙ୍କ ପାଇଁ ବଢ଼ିଲା ସମସ୍ୟା, ଯୁବତୀ ଅପହରଣ ନେଇ ଥାନାରେ ମାମଲା ରୁଜୁ

ପାଟନା: ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ଲୌରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ବିନୟ ବିହାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଟନାର ଜଣେ ଯୁବତୀ ଅପହରଣ ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ…

‘ହିଜାବ ପିନ୍ଧିଥିବା ଏକ ଝିଅ ଦିନେ ହେବ ଭାରତର ପ୍ରଧାନମନ୍ତ୍ରୀ’- AIMIM ମୁଖ୍ୟ ଓୱେସୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରର ହୋଇଯାଇଛି । ଏହା ବର୍ତ୍ତମାନ ଆଉ ଜାତୀୟ ପ୍ରସଙ୍ଗ ହୋଇନାହିଁ । ଏହି କ୍ରମରେ ଅନେକ ବଡ଼ ବଡ଼ ରାଜନେତା ନିଜ ନିଜର ମତ ଏନେଇ ରଖୁଛନ୍ତି । ତେବେ ଏହା…

ପାକିସ୍ତାନ ଠାରୁ PoK ଆଣିବା ସହଜ ହୋଇ ନପାରେ ମାତ୍ର ଅସମ୍ଭବ ନୁହେଁ: ଏ ବାବଦରେ କ’ଣ କହୁଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ବର୍ତ୍ତମାନ ଭାରତର ପରବର୍ତ୍ତର୍ୀ ଲକ୍ଷ୍ୟ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଉପରେ । କଶ୍ମୀର ପାକିସ୍ତାନ ସୀମାବର୍ତ୍ତୀ…

୧୬ରୁ ଓଡ଼ିଶାରେ ପୁଣି ବର୍ଷା, ଏହି ରାଜ୍ୟଗୁଡ଼ିକୁ ଦିଆଗଲା ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟର ରାତି ତାପମାତ୍ରା ବଢ଼ିଯିବ । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ରାତ୍ରି…