Browsing Category

Breaking News

IAS ଅଫିସର ଛବି ରଞ୍ଜନ ଚାକିରିରୁ ସସପେଣ୍ଡ: ସରକାରଙ୍କ ତରଫରୁ ଜାରି ହେଲା ଅଧିସୂଚନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ କ୍ୟାଡରର ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଛବି ରଞ୍ଜନଙ୍କ ମୁସ୍କିଲ ବଢ଼ିଯାଇଛି । ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଞ୍ଚିର ପୂର୍ବତନ ସମାଜ କଲ୍ୟାଣ ନିର୍ଦ୍ଦେଶକ…

ମଣିଷର କୋଷିକାର ଜୀବନ କାଳକୁ ବୃଦ୍ଧି କରିହେବ: ୮ ବର୍ଷର ପିଲା ୮୦ ବର୍ଷୀୟ ବୃଦ୍ଧ ପରି କାହିଁକି ଦେଖାଯାଏ, ନୂଆ ଟେକନିକର ସନ୍ଧାନ କଲେ…

ନୂଆଦିଲ୍ଲୀ: ମଣିଷର ଜୀବନ ଓ ଆୟୁଷକୁ ନେଇ ବୈଜ୍ଞାନିକମାନେ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ସମୟ ସହିତ ଆମର କୋଷିକାଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି । ଏହି କାରଣରୁ ୮ ବର୍ଷର ପିଲା ୮୦ ବର୍ଷର ବୃଦ୍ଧଙ୍କ ପରି…

‘ମୁଁ କେଜ୍ରିୱାଲଙ୍କ ବଙ୍ଗଳା ପାଇଁ ଆସବାବପତ୍ର ଏବଂ କ୍ରୋକେରି କିଣିଛି’ ସୁକେଶ ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀର ଉପରାଜ୍ୟପାଳଙ୍କୁ ଅନ୍ୟ ଏକ ଚିଠି ଲେଖିଛି । ଏଥର ସୁକେଶ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

ଶାହରୁଖଙ୍କ ‘ଜବାନ’ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚିଲା: ଫିଲ୍ମ ହଲକୁ କେବେ ଆସିବ

ନୂଆଦିଲ୍ଳୀ: ‘ପଠାନ’ ଫିଲ୍ମ ବକ୍ସ ଅଫିସରେ ଧମାଲ କରିବା ପରେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ପୁଣି ଥରେ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ତେବେ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ଜବାନ’କୁ ନେଇ…

ବ୍ରିଟେନର ରାଜା ହେଲେ ଚାର୍ଲ୍ସ ତୃତୀୟ, ମଥାରେ ପିନ୍ଧିଲେ ଶାସକର ମୁକୁଟ

ଲଣ୍ଡନ: ମହାରାଜା ଚାର୍ଲ୍ସ ତୃତୀୟ ଆଜି ଶାସକର ମୁକୁଟ ପିନ୍ଧିଛନ୍ତି। ୱେଷ୍ଟମିନଷ୍ଟରର ଆବେରେ କିଙ୍ଗ ଚାର୍ଲ୍ସ ତୃତୀୟ ଏବଂ ତାଙ୍କ ପତ୍ନୀ କାମିଲା ମୁକୁଟ ପିନ୍ଧିଥିଲେ। ଦୁଇ ହଜାରରୁ ଅଧିକ ଲୋକ ଏହି ଶୋଭାଯାତ୍ରା…

ଭୟଙ୍କର ଦୁର୍ଘଟଣା: ଟ୍ରକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆଖି ବୁଜିଲେ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହିପାରିବେ ନାହିଁ । ଆଜିକାଲି ସଡ଼କ ଦୁର୍ଘଟଣାରେ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିବା ସହ ଆଉ କିଛି ଆହତ ହେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଏକ ବଡ଼…

ବ୍ୟାଙ୍କର ବଡ଼ ଘୋଷଣା: ଗ୍ରାହକଙ୍କୁ ୯.୬ ପ୍ରତିଶତ ସୁଧ ମିଳିବ, ଆଜି ହିଁ ଫିକ୍ସଡ ଡିପୋଜିଟ କରନ୍ତୁ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ପାଇବା ଲୋଭରେ ରହିଥାନ୍ତି । ତେଣୁ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଆପଣମାନେ ଯଦି…

ଓଡ଼ିଶାରେ ପ୍ରଥମ: ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି…

ଏବେ ଗୋଟିଏ ଫୋନରେ ଚାଲିବ ଦୁଇଟି WhatsApp ଆକାଉଣ୍ଟ, ଏହା ହେଉଛି ସବୁଠାରୁ ସହଜ ଉପାୟ

ନୂଆଦିଲ୍ଲୀ: ସବୁଠାରୁ ବ୍ୟବହୃତ ମେସେଜିଂ ଆପ୍ ମଧ୍ୟରୁ ହ୍ୱାଟ୍ସଆପ୍ ହେଉଛି ଅନ୍ୟତମ। ବର୍ତ୍ତମାନ ଲୋକମାନେ ଚାହୁଁଛନ୍ତି ଯେ, ସେମାନେ ସମାନ ଉପକରଣରେ ଦୁଇଟି ହ୍ୱାଟ୍ସଆପ୍ ଆପ୍ ବ୍ୟବହାର କରିବେ କିପରି, ତେଣୁ ଏହା ମଧ୍ୟ…

NEET UG 2023 ପରୀକ୍ଷା ସ୍ଥଗିତ: ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ NTA

ନୂଆଦିଲ୍ଲୀ: ମଣିପୁରରେ ଆରକ୍ଷଣ ବିବାଦକୁ ନେଇ ଦେଖାଦେଇଥିବା ହିଂସା ଉଗ୍ରରୂପ ଧାରଣ କରିଛି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୫୪ ଜଣ ଲୋକଙ୍କର ଜୀବନ ହାନୀ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।…