CHARIDHAM
Browsing Category

Breaking News

ଅସହ୍ୟ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ

ଅତ୍ୟଧିକ ଗରମରୁ ଆରାମ ଚାହୁଁଛନ୍ତି କି? ତେବେ ନିୟମିତ ପିଅନ୍ତୁ ଏହି ପାନୀୟ। ଗ୍ରୀଷ୍ମ ସମୟରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ବାର୍ଲି ଅର୍ଥାତ୍‌ ଯଅ ପାଣି ପିଇବା, ଯାହାର ଅନେକ ଲାଭ ମଧ୍ୟ…

ଥଣ୍ଡା ପାଣି ପିଉଥିଲେ ସାବଧାନ! ପୁରୁଷଙ୍କ ଫର୍ଟିଲିଟି ଉପରେ ପଡୁଛି ଏହାର ପ୍ରଭାବ, ସବୁଦିନ ପାଇଁ ଭାଙ୍ଗିପାରେ ବାପା ହେବାର ସ୍ୱପ୍ନ

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନରେ ଅନେକ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ। କେବଳ ମହିଳା ନୁହଁନ୍ତି ପୁରୁଷମାନେ ମଧ୍ୟ ଫର୍ଟିଲିଟି ହ୍ରାସ ତଥା ଏହା ସହ ଜଡିତ କୌଣସି ରୋଗରୁ…

UAEରେ ଦୁଇ ଭାରତୀୟଙ୍କ ମୃତ୍ୟୁ: ଚାହିଁ ରହିଛି ମାଆ, ଫେରିଲାନି ପୁଅ

ନୂଆଦିଲ୍ଲୀ: ମଣିଷ ଆଜି ପ୍ରତି ମୁହୂର୍ତ୍ତରେ ଅର୍ଥ ରୋଜଗାର ପାଇଁ ବ୍ୟସ୍ତ ରହୁଛି । ତେବେ ଜୀବନରେ ଆଗକୁ ବଢ଼ିବା ଆଉ ଟଙ୍କା ରୋଜଗାରର ନିଶା ମଣିଷକୁ ଏତେ ପାଗଳ କରିଦେଇଛି ଯେ ମଣିଷ ତା’ର ରକ୍ତର ସମ୍ପର୍କୀୟଙ୍କୁ ଛାଡ଼ି…

୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ଣ ୫.୩୦ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ…

IITରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ, ହାତଛଡା କରନ୍ତୁ ନାହିଁ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ୬୬ ଟି ଅଣଶିକ୍ଷକ ପଦବୀ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେଇଛି। ଯୋଗ୍ୟ ପ୍ରାର୍ଥୀମାନେ ଅନୁଷ୍ଠାନର ନିଯୁକ୍ତି ପୋର୍ଟାଲରେ ମେ ୧୨ ପର୍ଯ୍ୟନ୍ତ ଫର୍ମ…

ପ୍ରସିଦ୍ଧ ଲେଖକ ତାରେକ ଫତହଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ସ୍ତମ୍ଭକାର ତଥା ଲେଖକ ତାରେକ ଫତହ ଆଉ ନାହାନ୍ତି । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ…

ସେଲଫି ନେଉଛି ଜୀବନ: ଏଣିକି ସେଲଫି ନେଲେ ୨୫ ହଜାର ଜରିମାନା ଗଣିବେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସେଲଫି ନିଶା ଯୁବପୀଢ଼ିଙ୍କ ମଧ୍ୟରେ ଖୁବ୍ ଦେଖିବାକୁ ମିଳୁଛି । ସାଧାରଣ ଭାବେ ସେଲଫି ନେଲେ ଯଦିଓ ସେପରି କିଛି ଅସୁବିଧା ହୁଏ ନାହିଁ, ତେବେ ଅନେକ ସମୟରେ ଅସାବଧାନତା ହିଁ ବିପଦକୁ ଡାକି…

ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଆରମ୍ଭ କରିଲା ‘ଅପରେସନ୍ କାଭେରୀ’

ନୂଆଦିଲ୍ଲୀ: ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା 'ଅପରେସନ୍ କାଭେରୀ' ଆରମ୍ଭ ହୋଇଛି। ଯେଉଁଥିରେ ୫୦୦ ଟି ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିଛି। ସୋମବାର…

ରାହୁଲ ଗାନ୍ଧିଙ୍କର ମ୍ୟାରେଜ୍ ହୋଇଗଲା? ଏଇ ବିଜ୍ଞାପନକୁ ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାର ବଙ୍ଗଳା ଛାଡ଼ିଥିଲେ । ମୋଦୀ ସରନେମ ମାମଲାରେ ରାହୁଲଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା । ଏହି…

ଆମେ ଆନ୍ଦୋଳନର ଡାକରା ଦେଇଦେଇଛୁ ….ଏଥର ବିଜେପି ସରକାରକୁ ହଟେଇକି ଦେଖାଇବୁ, ନୀତିଶ କୁମାରଙ୍କୁ ଭେଟିବା ପରେ ମମତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ରରୁ ବିଜେପି ସରକାରଙ୍କୁ ହଟେଇବା ପାଇଁ ଏବେ ବିରୋଧୀ ମାନେ ଏବେ ଏକ ହେବାରେ ଲାଗିଛନ୍ତି। କେବେଳ ଏତିକି ନୁହେଁ କିଭଳି ସେମାନେ ତାଙ୍କୁ ଗାଦିଚ୍ୟୁତ କରିବେ ସେଲାଗି ରଣକୌଶଳ ଆପଣାଉଛନ୍ତି । ତେବେ ଏହି…