CHARIDHAM
Browsing Category

Breaking News

ଗସ୍ତ ପୂର୍ବରୁ ବୈଠକ ; ୪ ମାସ ପରେ ଭାରତ-ଚୀନ୍ ସାମରିକ ଅଧିକାରୀ ଏକାଠି ବସିଲେ

ନୂଆଦିଲ୍ଲୀ : ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ଭାରତ ଗସ୍ତ ପୂର୍ବରୁ ଉଭୟ ଦେଶ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବ ଲଦାଖର ବିବାଦୀୟ ସମସ୍ୟାର ସମାଧାନ ପାଇଁ ରବିବାର ଦିନ ଭାରତ ଓ ଚୀନ ଦୁଇ ଦେଶ…

ଅକ୍ଷୟ ତୃତୀୟାରେ ବେପାର ହେଲା ୧୫୦ କୋଟି ସୁନା, ଗତବର୍ଷ ତୁଳନାରେ ୧୫ ରୁ ୨୦ ପ୍ରତିଶତ ଅଧିକ ବିକ୍ରି

ଭୁବନେଶ୍ୱର: ଓଡ଼ିଆ ମାନଙ୍କ ଖାସ ପର୍ବ ହେଉଛି ଅକ୍ଷୟ ତୃତୀୟା ପର୍ବ । ଏହିଦିନ ଅନେକ ଶୁଭ କାର୍ଯ୍ୟ ସହ ସୁନା ଗହଣା କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ । ତେଣୁ ଗତକାଲି ରାଜ୍ୟରେ ୧୫୦ କୋଟି ସୁନା ବ୍ୟବସାୟ ହେବାର…

ସକାଳୁ ସକାଳୁ ଭୂକମ୍ପ ; ୭.୩ ତୀବ୍ରତାରେ ଜୋରଦାର କମ୍ପନ ଅନୁଭୂତ, ସୁନାମି ଚେତାବନୀ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଜାରି ରହିଛି । ଭାରତୀୟ ସମୟ ଅନୁଯାୟୀ ଏହି ଆଜି ସକାଳ ୬.୧୧ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡର କରମାଡେକ୍ ଦ୍ୱୀପପୁଞ୍ଜରେ ୭.୩ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ…

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା : ଆଜିପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ସକାଳ ୯ଟା ସୁଦ୍ଧା କଳାହାଣ୍ଡି, ରାୟଗଡ଼ା, କୋରାପୁଟ,…

ଯେବେ ସଚିନ୍‌ଙ୍କ ରନ୍ ବର୍ଷାରେ ଗ୍ରାଉଣ୍ଡରେ ସୃଷ୍ଟି ହୋଇଥିଲା ଧୁଳି ଝଡ଼, ରାତିରେ ଶୋଇ ପାରି ନଥିଲେ ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ: କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଭାରତ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ତାଙ୍କର ଏପରି ଏକ ସ୍ମରଣୀୟ ଇନିଂସ ୧୯୯୮ ମସିହାରେ ପାକିସ୍ତାନର ଶାରଜା…

ବଡ ଖବର, ଗ୍ରୀଷ୍ମ ଛୁଟିରେ ବି ସ୍କୁଲକୁ ଆସିବେ ଶିକ୍ଷକ; ମେ’ ୪ ପର୍ଯ୍ୟନ୍ତ ଚାଲିବ କାମ

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଏବଂ ବର୍ଦ୍ଧିତ ତାପମାତ୍ରାକୁ ଦେଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିଛନ୍ତି ସରକାର । ପିଲାମାନଙ୍କ ସୁରକ୍ଷା ପାଇଁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଏହି ଛୁଟି କେବକଳ…

ପ୍ରଥମଥର ପାଇଁ ଜାପାନରେ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ : ଜାପାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି । ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ ବ୍ରିଟେନର ଲାଇନ୍ ଫାର୍ମା ଇଣ୍ଟରନ୍ୟାଶନାଲ…

ସୁଦାନ ଗୃହଯୁଦ୍ଧରେ ୪୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା: ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ସୁଦାନରେ ଚାଲିଥିବା ଗୃହଯୁଦ୍ଧ ବର୍ତ୍ତମାନ ମୃତ୍ୟୁର ତାଣ୍ଡବ ରଚିଛି । ହିଂସାକାଣ୍ଡରେ ବଳି ପଡୁଛନ୍ତି ସାଧାରଣ ଜନତା । ବର୍ତ୍ତମାନ ସୁଦ୍ଧା ଏହି ଗୃହଯୁଦ୍ଧରେ ମୃତ୍ୟୁସଂଖ୍ୟା ୪୧୩ରେ ପହଞ୍ଚି ସାରିଛି । ଏ…

ଭବିଷ୍ୟତର ବିଶ୍ୱ ପାଇଁ ସତର୍କ ଘଣ୍ଟି: ରୁଷ-ୟୁକ୍ରେନ ଯୁଦ୍ଧ ବଢ଼ାଇଲା ଚିନ୍ତା, ଆହତଙ୍କ ଠାରେ କାମ କରୁନି ଆଣ୍ଟିବାୟୋଟିକ- ଭୟଙ୍କର ରିସର୍ଚ୍ଚ…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତ ଆଜି ସାରା ବିଶ୍ୱ ଭୋଗୁଛି । ତଥାପି ଏହି ଦୁଇ ଦେଶ ନିଜର ଜିଦରେ ଅଟଳ ରହି ଯୁଦ୍ଧ ସମାପ୍ତି ଘୋଷଣା କରୁନାହାନ୍ତି । ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ…

କର୍ଣ୍ଣାଟକରେ ପ୍ରଚାର କରିବା ସମୟରେ ଯୁବକଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ନେତା, ବିଜେପି କହିଲା ସେମାନଙ୍କ DNA’ରେ ରହିଛି…

ନୂଆଦିଲ୍ଲୀ: କର୍ଣ୍ଣାଟକର ବାବଲେଶ୍ୱର ବିଧାୟକ ଏମ.ବି. ପାଟିଲ ନିର୍ବାଚନ ପ୍ରଚାର ସମୟରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାର ଭିଡିଓ ଏବେ ଭାଇରାଲ ହେଉଛି। ଭାରତୀୟ ଜନତା ପାର୍ଟୀ ରବିବାର ଏହି ଭିଡିଓ ସେୟାର କରି…