Browsing Category
Breaking News
କୌଣସି ଝିଅଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି, ବାସ ତାଙ୍କ ପେନ ଧରିବା ଶୈଳୀ ଆପଣଙ୍କୁ କହି ଦେବ ସବୁ କିଛି
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି କଲମକୁ ଧରିବା ଶୈଳୀ ଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଜାଣିବା ଅତି ସହଜ । କେବଳ ଏତିକି ନୁହେଁ, ଆପଣ ଯେପରି କଲମ ଧରିଛନ୍ତି, ଏହା ଆପଣଙ୍କ ପ୍ରକୃତି ବିଷୟରେ ମଧ୍ୟ ଅନେକ କଥା କହିଥାଏ ।…
ଗୁଗୁଲ ସିଇଓ ସୁନ୍ଦର ପିଚାଇ କଲେ ସତର୍କ, ଏଆଇ ଟେକ୍ନୋଲୋଜିର ଅପବ୍ୟବହାର ହେବ ଅତ୍ୟନ୍ତ ଭୟଙ୍କର
ନୂଆଦିଲ୍ଲୀ: ଖୁବ ଜୋରରେ ବଢୁଥିବା ଟେକ୍ନୋଲୋଜି ମଣିଷଙ୍କ ପାଇଁ ପ୍ରଗତିର ନୂତନ ଦ୍ୱାର ଖୋଲିବାରେ ଲାଗିଛି । ଏଆଇ ଆଧାରିତ ଚାଟବୋର୍ଟ ମଣିଷଙ୍କ କାମକୁ ପୂର୍ବ ଅପେକ୍ଷା ଅଧିକ ସରଳ କରିଦେଉଛି । ଏନେଇ ଗୁଗୁଲ ସିଇଓ ସୁନ୍ଦର…
ସୁନା ଗହଣାରେ କାହିଁକି ଲଗାଯାଏ ହଲମାର୍କ? ଜାଣନ୍ତୁ ସୁଦ୍ଧତାକୁ ଅନଲାଇନରେ କିପରି କରିବେ ଚେକ୍
ନୂଆଦିଲ୍ଲୀ: ଏହି ମାସ ଆରମ୍ଭରୁ ସରକାର ସୁନା ଅଳଙ୍କାର ଉପରେ ହଲମାର୍କ ଲଗାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଜଣେ ଅଳଙ୍କାର ବ୍ୟବସାୟୀ ବିନା ହଲମାର୍କରେ ଅଳଙ୍କାର ବିକ୍ରି କରେ, ତେବେ ଏହା ଏକ ଦଣ୍ଡନୀୟ ଅପରାଧ ହେବ।…
CCLରେ ବମ୍ପର ନିଯୁକ୍ତି: ସେଣ୍ଟ୍ରାଲ କୋଲଫିଲ୍ଡରେ ଚାକିରୀ ପାଇବାର ଶେଷ ସୁଯୋଗ ହାତଛଡା କରନ୍ତୁ ନାହିଁ, ଆଜି ହିଁ ଆବେଦନ କରନ୍ତୁ
ନୂଆଦିଲ୍ଲୀ: କୋଲ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡରେ ତିନି ଶହରୁ ଅଧିକ ପଦବୀ ପାଇଁ ନିଯୁକ୍ତି ଚାଲିଛି । ଆଜି ହେଉଛି ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ଦିନ । ଯେଉଁ…
କୁନୋରୁ ବାହାରି ବାଘ ମାନଙ୍କ ଅଞ୍ଚଳରେ ପହଁଚିଲା ଚିତା, ଶିବପୂରୀ ମାଧବ ନେଶନାଲ ପାର୍କରେ ମିଳିଲା ଓବାନର ଲୋକେସନ
ଭୋପାଲ: ମଧ୍ୟପ୍ରଦେଶର ଶୋପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲରୁ ନାମ୍ବିଆର ଚିତା ଓବାନ୍ ପୁଣି ଥରେ ପଳାଇ ଯାଇଛି। ଏଥର ସେ ଶିବପୁରୀ ଜଙ୍ଗଲ ଦେଇ ମାଧବ ଜାତୀୟ ଉଦ୍ୟାନରେ ପହଞ୍ଚିଛି। ମଙ୍ଗଳବାର ଦିନ ମାଧବ…
ଜନସାଧାରଣଙ୍କ ଜୀବନା ସହ ଖେଳୁଛନ୍ତି କମ୍ପାନୀ! ପ୍ୟାକେଜ୍ ଖାଦ୍ୟ ସମ୍ବନ୍ଧରେ ଭାରତରେ କାହିଁକି ଆବଶ୍ୟକ କଠୋରଆଇନ; ଜାଣନ୍ତୁ
ନୂଆଦିଲ୍ଲୀ: ଭାରତରେ ଏପରି କୌଣସି ନିୟମ ନାହିଁ ଯାହା ପିଲାମାନଙ୍କୁ ଜଙ୍କ ଏବଂ ଅଲ୍ଟ୍ରା-ପ୍ରୋସେସିଡ୍ ଖାଦ୍ୟର ବ୍ୟବହାରକୁ ବାରଣ କରେ। ଗତ ବର୍ଷ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଫ୍ରଣ୍ଟ-ପ୍ୟାକ୍…
ମୁଁ ବିଜେପି ବିଧାୟକ ଥିଲି ଏବଂ ସେହି ଦଳରେ ରହିବାକୁ ଚାହୁଁଛି: ଟିଏମସି ବରିଷ୍ଠ ନେତା ମୁକୁଲ ରାୟ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରାୟଙ୍କ ଏକ ବିବୃତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଥିରେ ସେ ନିଜକୁ ବିଜେପି ବିଧାୟକ ରୂପରେ ସମ୍ବୋଧନ କରିଛନ୍ତି । ଏକ ବଙ୍ଗାଳୀ ନ୍ୟୁଜ ସହ କଥା ହେବା…
ସିରିଜ୍ ଟ୍ରେନ୍ ଦୁର୍ଘଟଣା ; ଟ୍ରାକ୍ ଛିଡା ହୋଇଥିବା ଗୋଟିଏ ଟ୍ରେନ୍ କୁ ଧକ୍କା ଦେଲା ଅନ୍ୟ ୨ ଟ୍ରେନ୍, ଲୋକୋ ପାଇଲଟଙ୍କ ମୃତ୍ୟୁ
ନୂଆଦିଲ୍ଳୀ : ଏକ ସିରିଜ୍ ଟ୍ରେନ୍ ଦୁର୍ଘଟଣା ଖବର ଆସିଛି । ଗୋଟିଏ ଟ୍ରକ୍ ରେ ତିନୋଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଘଟଣାସ୍ଥଳରେ ଏବେ ଭୟାବହ ପରିସ୍ଥିତି ସୃଷ୍ଟି…
ବଙ୍ଗାଳୀ ବଜାରରେ ବ୍ଲୁ ଟି-ସାର୍ଟରେ ନଜର ଆସିଲେ ରାହୁଲ, ଖାଇଲେ ଗୁପଚୁପ ପିଇଲେ ମୋହବତ୍ କା ସରବତ
ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବଙ୍ଗାଳୀ ବଜାର ଏବଂ ଚାନ୍ଦନୀ ଚକ୍ ବଜାରରେ ରାହୁଲ ଗାନ୍ଧୀ ଗୁପଚୁପ , ଚାଟ୍ ଏବଂ ସରବତ ଉପଭୋଗ କରିଥିଲେ। ତାଙ୍କୁ ଦେଖିବା ପାଇଁ ଏହି ମାର୍କେଟ ରେ ଲୋକମାନେ ଯେପରି ଘେରି…
ସ୍ୱାସ୍ଥ୍ୟକୁ ମଜବୁତ ନୁହେଁ ବରଂ ପିଲାଙ୍କ ଶରୀରରେ ସୁଗାରସ୍ତର ବୃଦ୍ଧି କରୁଛି ଏହି ଏନର୍ଜି ପାଉଡର, ତୁରନ୍ତ ପିଲାଙ୍କୁ ଏସବୁ ଦେବା କରନ୍ତୁ…
ନୂଆଦିଲ୍ଲୀ: ବର୍ନଭିଟା ତୈୟାରୀ ଜିତ କି ... ପ୍ରାୟ ସମସ୍ତେ ଏହି ଟ୍ୟାଗଲାଇନ୍ ଶୁଣି ଶୁଣି ବଡ ହୋଇଛନ୍ତି। କିନ୍ତୁ ଏବେ ଏହି କଥାରେ ଆରମ୍ଭ ହେଇଚି ଆଉ ଏକ ନୂଆ ବିବାଦ । ଏବେ ସବୁଆଡେ ବାସ ଏହି ଗୋଟିଏ କଥା ଚିନ୍ତା ।…