Browsing Category

Breaking News

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର: ବିଜ୍ଞପ୍ତି ଜାରି କଲେ ଶ୍ରମ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଶ୍ରମିକଙ୍କ ପାଇଁ ଏକ ଖୁସି ଖବର । ଶ୍ରମିକଙ୍କର ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ…

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜିଲ୍ଲାପାଳଙ୍କ ଭିନ୍ନ ପ୍ରୟାସ; ‘ମୋ ପିଲା ସ୍କୁଲ ଯିବେ’

ଭୁବନେଶ୍ୱର: ଦେବଗଡ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ‘ମୋ ପିଲା ସ୍କୁଲ ଯିବେ’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ…

KKR-RCB ମ୍ୟାଚରେ ପହଞ୍ଚିଲେ କିଙ୍ଗ ଖାନ୍: ‘ପଠାନ୍’ ଗୀତରେ ଲଗାଇଲେ ଠୁମକା

କୋଲକାତା: ଆଜି ଇଡେନ ଗାର୍ଡେନ୍ସରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ କୋଲକାତାକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି କିଙ୍ଗ ଖାନ…

ଓଡ଼ିଶାର ସମସ୍ତ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ, ଖିଲାପ କଲେ ଗଣିବେ ଜୋରିମାନା

ଭୁବନେଶ୍ୱର: ଏଣିକି ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ନାମ ଫଳକ। ରାଜ୍ୟ ସରକାର ପୁର୍ବରୁ ଏହି ନିଷ୍ପତି ନେଇଥିବା ବେଳେ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ଶ୍ରମ ଓ ରାଜ୍ୟ…

Hackers ଙ୍କ ଟାର୍ଗେଟରେ ସରକାରୀ ଏଜେନ୍ସି, ଆୟକର ବିଭାଗଠାରୁ ଆରମ୍ଭ କରି CRPF ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ସୂଚନା-ଚୋରି ମାଲୱେୟାର ଯାହା ସାଧାରଣତ ଇମେଲ ମାଧ୍ୟମରେ ବିତରଣ କରାଯାଇଥାଏ। କିଛି ବର୍ଷ ପୂର୍ବେ ରେକନ ଷ୍ଟିଲର କେନ୍ଦ୍ରୀୟ ସଶସ୍ତ୍ର ବଳ ଏବଂ ଆୟକର ବିଭାଗ ସମେତ ଆଠଟି କେନ୍ଦ୍ର ସରକାରୀ ସଂସ୍ଥାକୁ…

ବୈଦେଶିକ ପାଣ୍ଠିର ଅପବ୍ୟବହାର ଅଭିଯୋଗ: Oxfam ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଳାୟ ଅକ୍ସଫାମ ଉପରେ ସିବିଆଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଚାନ୍ଦା ନେବା ମାମଲାରେ ସଂସ୍ଥା ଉପରେ ନିୟମର ଉଲଂଘନ କରିବା ଅଭିଯୋଗ ହୋଇଥିଲା। ଯାହାର ପୁର୍ବରୁ ତଦନ୍ତ…

ଚୁପ କରି ନିମନ୍ତ୍ରଣ ଦେଲା ପାକିସ୍ତାନ, ଇଫତାର ପାର୍ଟିରେ ପହଞ୍ଚିଗଲା ଭାରତ, ଦେଖି ଆଶ୍ଚର୍ଯ୍ୟ ହେଲା ଦୁନିଆ

ନୁଆଦିଲ୍ଲୀ: ବର୍ତ୍ତମାନ ଇସଲାମ ଧର୍ମର ରମଜାନ ମାସ ଚାଲିଛି। ଏହି ସମୟରେ ଭାରତ ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ଭଲ ଖବର ଆସିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ବିଦେଶ ମନ୍ତ୍ରଳାୟରେ ଆୟୋଜିତ…

ଲାଞ୍ଚ ନେଇ ଖଣ୍ଡଗିରି ଥାନାର ଏସଆଇ ଗିରଫ: ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଏକ କେସର ଫାଇ ନାଲ ରିପୋର୍ଟ…

ଜାପାନରେ ନିପନ ଇସ୍ପାତ କାରଖାନା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନର ନିପନ ଇସ୍ପାତ ନିଗମର କିମିସୁସ୍ଥିତ ଇସ୍ପାତ କାରଖାନା ବୁଲି ଦେଖିଛନ୍ତି। ତାଙ୍କ ସହ ଯାଇଥିବା ଭାରତୀୟ ପ୍ରତିନିଧି ଦଳକୁ ମଧ୍ୟ ସେହି କାରଖାନା ବିଷୟରେ ଅବଗତ…

ଶିକ୍ଷକ ନିଯୁକ୍ତି ପାଇ ପାରିବେ କମର୍ସ ଗ୍ରାଜୁଏଟ୍: ପୂର୍ବ ନିଷ୍ପତ୍ତି କାଏମ୍ ରଖିଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କମର୍ସ ଗ୍ରାଜୁଏଟଙ୍କ ଆସିଛି ଏକ ଖୁସି ଖବର । ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ପଢ଼ିଥିବା ଇଂରାଜୀ ଓ ଅର୍ଥନୀତି ବିଷୟକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ସେହି…