Browsing Category

Breaking News

ଓଡ଼ିଶାର ୩୪ ଜଣଙ୍କୁ ମିଳିଲା ପୋଲିସ ମେଡାଲ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ…

NEET PG 2023 ପାଇଁ କାଲି ପର୍ଯ୍ୟନ୍ତ କରିପାରିବେ ଆବେଦନ, ଜାଣନ୍ତୁ କେବେ ଆସିବ ଆଡମିଟ୍ କାର୍ଡ ?

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସିଛି । ନିଟ୍ ପିଜି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୨୭ ଜାନୁଆରୀ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।…

ହୃଦଘାତ ଜନିତ ସମସ୍ୟାକୁ ଦୂୂର କରିବ ଲାଲ୍ କଦଳୀ, ଆସନ୍ତୁ ଜାଣିବା ଏହି ସମ୍ପର୍କରେ

କିଛି ପର୍ବପର୍ବାଣୀ ହେଲେ କଦଳୀ ନିହାତି ଦରକାର ହୋଇଥାଏ । ଆମ ଦେଶ ଭାରତ ହେଉଛି କଦଳୀ ଉତ୍ପାଦନ କ୍ଷେତ୍ରରେ ଆଗୁଆ । ଏଠାରେ ପ୍ରାୟ ୪. ୫ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଏ ଏବଂ ୩୦ରୁ ୪୦ ପ୍ରଜାତିର କଦଳୀ ଜାଷ କରାଯାଏ…

ମହିଳାଙ୍କୁ ସିଟି ମାରିବା ଯୌନ ଉତ୍ପୀଡ଼ନ? ବଡ଼ ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ହିଳାଙ୍କୁ ସିଟି ମାରିବା ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ରାୟ ଆସିଛି । ଛାତ ଉପରୁ ସିଟି ବଜାଇ ଜଣେ ମହିଳାଙ୍କ ଇଜ୍ଜତ ସହ ଖେଳିବା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ମାମଲାରେ…

ଅଧିକ ପ୍ରୋଟିନ ସେବନ ନେଇଯିବ ଜୀବନ: ହାଡ଼ ଡ୍ୟାମେଜ, ରକ୍ତଚାପ, ଅଷ୍ଟିଓପୋରୋସିସ, ଥାଇରଏଡ୍, ହୃଦଘାତ ସମସ୍ୟା ବଢ଼ିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଶରୀରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ, କ୍ୟାଲସିୟମ ଓ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ । ତେବେ ଆଜିକାଲିର ଯୁବପୀଢ଼ି ବିଶେଷ କରି ଜିମ ଯାଉଥିବା ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟକୁ…

ଦାମିଗାଦିରେ ଦ୍ରୌପଦୀ ମୁର୍ମୁ :ବ୍ଲାଷ୍ଟର ନାହିଁ ଚିନ୍ତା, ଫିଚର ଜାଣିଲେ ମୁଣ୍ଡରେ ଦେବେ ହାତ

ନୂଆଦିଲ୍ଲୀ:ଆଜି ଭାରତ ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର 'କାର୍ତ୍ତବ୍ୟ ପଥ'ରେ ପରେଡ ଆୟୋଜନ କରାଯାଇଥିଲା। ଦେଶର ଅତିଥି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ପରେଡରେ ଯୋଗ ଦେଇଥିଲେ।…

ରୋଗ ବୃଦ୍ଧି କରିବାରେ ସହାୟକ ହେଉଛି ଅଣ୍ଡା! ଭୁଲରେ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ୍ ..

ନୂଆଦିଲ୍ଲୀ:ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଣ୍ଡା ଅତ୍ୟନ୍ତ ଲାଭଦାୟକ ଖାଦ୍ୟ, ଏଥିରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ଅଟେ, ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ଜଳଖିଆ ସମୟରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଏହି…

ସୁଧୁରିବ ଭାରତ-ପାକ୍ ସମ୍ପର୍କ, ଏକାଠି ହେବେ ଦୁଇ ଭାଇ? ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ସମୟରେ ଏକ ବଡ଼ ଖବର ଆସିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଭାରତ-ପାକିସ୍ତାନ ଏକାଠି ହୋଇପାରନ୍ତି ଓ…

ବିଦ୍ୟୁତ ପରେ ଏବେ ପାଣି ଉପରେ ଲାଗିବ କଟକଣା, ଦୁଇ ଦିନ ପାଇଁ ବନ୍ଦ ହେବ ପାଣି ସପ୍ଲାୟ!

ମୁମ୍ବାଇ: ସହରରେ ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାରୁ ମୁମ୍ବାଇର ଦୁଇ ଦିନ ପାଇଁ ଜଳ ଅଭାବର ସମ୍ମୁଖୀନ ହୋଇପାରେ। ମରାମତି କାର୍ଯ୍ୟ ହେତୁ, ଜାନୁଆରୀ ୩୦ ରେ ସକାଳ ୧୦ ରୁ ଜାନୁୟାରୀ ୩୧ ତାରିଖ ୧୦ପର୍ଯ୍ୟନ୍ତ,…

ନାଇଜେରିଆରେ ବୋମା ବିସ୍ପୋରଣ : ୨୭ ମୃତ, ଏକାଧିକ ଆହତ 

ନାଇଜେରିଆ:ନାଇଜେରିଆରେ ବୋମା ବିସ୍ପୋରଣରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହା ସହିତ ଏକାଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…