Browsing Category

Breaking News

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର: ପଦୋନ୍ନତି ଏବଂ ସହଜରେ ପେନ୍‌ସନ ପାଇଁ ସହାୟତା କେନ୍ଦ୍ର ଖୋଲିଲେ ରାଜ୍ୟ ସରକାର

ଭୁବନେଶ୍ୱର: ସରକାରୀ ଚାକିରିଆଙ୍କୁ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ପେନ୍‌ସନ ପ୍ରଦାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିନିମନ୍ତେ ପ୍ରତି…

UGC FYUP ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କୁ କ’ଣ ସବୁ ବେନିଫିଟ୍ ମିଳିବ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଫୋର ଇୟର ୟୁନିଭରସିଟି ପ୍ର୍ରୋଗ୍ରାମ ଫ୍ରେମୱାର୍କ (ଏଫୱାଇୟୁପି) ପାଇଁ ନୋଟିଫିକେସନ ଜାରି କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୩-୨୪ଠାରୁ ଏହା ଲାଗୁ…

Ind vs Bang, 1st Test: ପ୍ରଥମ ଦିନ ଖେଳ ଶେଷ, ଶ୍ରେୟସ୍ ୮୨ରେ ଅପରାଜିତ, ଭାରତର ସ୍କୋର ୨୭୮/୬

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୭୮ ରନ୍ ସଂଗ୍ରହ କରିଛି। ଯେଉଁଥିରେ ଚେତେଶ୍ୱର ପୂଜାରା ୯୦…

କେବଳ ମଣିଷ ନୁହେଁ, ସାପଙ୍କଠାରେ ମଧ୍ୟ ରହିଛି Clitoris: ବୈଜ୍ଞାନିକଙ୍କ ନୂଆ ଖୁଲାସା

ନୂଆଦିଲ୍ଲୀ: ମଣିଷର ଯୌନ ଉତ୍ତେଜା ବୃଦ୍ଧି କ୍ଷେତ୍ରରେ କ୍ଲିଟୋରିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କର ଯୌନାଙ୍ଗ ମଧ୍ୟରେ କ୍ଲିଟୋରିସ ରହିଥିବା ବେଳେ ଏହା ସେମାନଙ୍କର ଚରମ ତୃପ୍ତି କ୍ଷେତ୍ରରେ ସହାୟତା ପ୍ରଦାନ…

ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା ପାଇଁ କୌଣସି ଅପେକ୍ଷା ସମୟ ନାହିଁ

ନୂଆଦିଲ୍ଲୀ: ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା କୌଣସି ବୟସ ସୀମାକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ…

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ: ଆସନ୍ତା ବର୍ଷଠାରୁ JNUରେ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ବାହାରର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ରହିଥାଏ । ତେବେ ଏବେ…

ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନିୟମ କୋହଳ କଲେ ରାଜ୍ୟ ସରକାର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଆଗାମୀ ଦିନମାନଙ୍କରେ ରାଜ୍ୟବାସୀ କିଭଳି ଉନ୍ନତ ସ୍ୱାସ୍ଥ୍ୟସେବା…

‘Mo Bus’ରେ ମାଗଣାରେ ଯାତ୍ରା କରିବେ ହକି ଦର୍ଶକ: ବିଶ୍ୱକପ ଆୟୋଜନ କମିଟିର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ…

ବସ-ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼: ବସ ଓ ବାଇକ ମୁହାମୁହିଁ ଧକ୍କା ହୋଇ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଘଟିଯାଇଛି । ତେବେ ମୃତକ ଦୁଇ ଜଣ ହେମଗିରି ଥାନା…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ, ଫିକା ପଡ଼ିଲା ବାହାଘର ଭୋଜି

ଭଂଜନଗର: ଏକା ସାଙ୍ଗରେ ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କର ଜୀବନ। ମାମୁ ଘରକୁ ବାହାଘର ଭୋଜିରେ ଯୋଗ ଦେବାକୁ ଆସି ମୃତ୍ୟୁ ମୁଖରେ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଂଜନଗର ପାକରଡ଼ା ଗାଁରେ। ଦୁଇ ଭଉଣୀ…