Browsing Category

Breaking News

ବିଶ୍ୱର ସବୁଠାରୁ ଦାମୀ ପଇସା, ଯାହାର ମୂଲ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ

ବିଶ୍ୱର ସବୁଠାରୁ ମହଙ୍ଗା କଏନ୍ ହେଉଛି ୧୯୩୩ ଡବଲ ଇଗଲ ଗୋଲ୍ଡ କଏନ୍ । ଏହା ଏକ ଆମେରିକୀୟ କଏନ୍ ଯାହାର ଫେସ୍ ଭାଲ୍ୟୁ ଯଦି ଆଜିର ଏକ୍ସଚେଞ୍ଜ ରେଟ୍ ଅନୁସାରେ ଦେଖିବା ତେବେ ୨୦ ଡଲାର(୧,୫୨୫.୭୧ ଟଙ୍କା) ହେବ ।…

ହେଲମେଟରେ ଲାଗିବ ଚିପ୍, ମଦ ପିଇ ଚଳାଇଲେ ହେବ ନାହିଁ ଷ୍ଟାର୍ଟ

ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ମାମଲା ଅନେକ ସମୟରେ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ । ଏହିପରି ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଚାଲି ଯାଉଛି । ରାଞ୍ଚିର ସ୍କୁଲରେ ଛାତ୍ରଛାତ୍ରୀମାନେ ଏମିତି ଏକ ହେଲମେଟ୍…

୯ ଜଳସେଚନ କାର୍ଯ୍ୟ ପାଇଁ ୨୪କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର

ରାୟପୁର: ଛତିଶଗଡ କର୍ତ୍ତୃପକ୍ଷ ରାଜ୍ୟରେ ୯ଟି ଭିନ୍ନ ଭିନ୍ନ ଜଳସେଚନ କାର୍ଯ୍ୟର କାର୍ଯ୍ୟ ଶେଷ କରିବା ପାଇଁ ୨୪ କୋଟି ୭୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନା ସମାପ୍ତ ହେବା ସହିତ ୨୮ ହଜାର ୬୭୦…

କେବଳ ସୀମା ନୁହେଁ ସାଇବର ଆକ୍ରମଣ ପଛରେ ବି ଚୀନର ହାତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୈନିକମାନେ ଡିସେମ୍ବର ୯ତାରିଖ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ଏଲଏସିରେ ପରସ୍ପର ମୁହାଁମୁହିଁ ହେବା ସହ ହିଂସାକାଣ୍ଡ ଭଳି ସ୍ଥିତି ଉପୁଜିଥିଲା । ଚୀନ୍ ପକ୍ଷରୁ ପ୍ରାୟତଃ ସୀମାରେ…

ଜିକା ଭାଇରସକୁ ନେଇ ବଢିଲା ଚିନ୍ତା: କର୍ଣ୍ଣାଟକରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ବେଙ୍ଗାଲୁରୁ: କରୋନା ମହାମାରୀ ସାରା ଦେଶବାସୀଙ୍କୁ ଦୁଇ ବର୍ଷରୁ ଊଦ୍ଧ୍ୱର୍ ଧରି ନାକେଦମ କରିବା ପରେ ଏବେ ସଂକ୍ରମଣ କମିଥିବାରୁ ଦେଶବାସୀ ଆଶ୍ୱସ୍ତି ଲାଭ କରୁଛନ୍ତି । ଏସବୁ ଭିତରେ ପୁଣି ଥରେ ଦେଶବାସୀଙ୍କ ଚିନ୍ତା…

IPL 2023 Auction: ନିଲାମରେ ସାମିଲରେ ହେବେ ୪୦୫ ଜଣ ଖେଳାଳି, BCCI ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ ମିନି ଅକ୍ସନ ପାଇଁ ଖେଳାଳିଙ୍କ ଲିଷ୍ଟ ଜାରି କରାଯାଇଛି । ଏଥର ୯୯୧ ପଞ୍ଜିକୃତ ଖେଳାଳିଙ୍କ ମଧ୍ୟରୁ…

OAS ଅଧିକାରୀ ସ୍ତରରେ ଅଦଳବଦଳ: ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ବରିଷ୍ଠ ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି । ଏ ବାବଦରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପହାର: ରାଜ୍ୟରେ ଖୋଲିବ ପେନସନ ଓ ପ୍ରମୋସନ ଅଦାଲତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ପେନସନ ଓ ପ୍ରମୋସନ ଅଦାଲତ । ଏହାଦ୍ୱାରା ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଅବସର…

ବିମାନ ଧରିବା ନିୟମରେ ବଡ ପରିବର୍ତ୍ତନ, ବିମାନ ଉଡ଼ାଣର ଏତିକି ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ହେବାକୁ ପଡିବ ହାଜର

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବୃଦ୍ଧି ହେତୁ ବିମାନ କମ୍ପାନୀଗୁଡିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଇଣ୍ଡିଗୋ ବିମାନ ସେବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ଘରୋଇ…

୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ନୀତିଶ କୁମାର ବଡ ଦାବିଦାର ! କଣ ସମର୍ଥନ ଦେବ ସବୁ ଦଳ

ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଲଢାଯିବ। ମଙ୍ଗଳବାର ଏମିତି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ…