Browsing Category
Breaking News
ସକାଳୁ ଥରିଲା ହିମାଚଳ, ଧର୍ମଶାଳାରେ ଭୂକମ୍ପ ଅନୁଭୂତ
ଧର୍ମଶାଳା:ହିମାଚଳ ପ୍ରଦେଶର ଧର୍ମଶାଳା ଠାରୁ ୨୨ କିଲୋମିଟର ପୂର୍ବରେ, ଆଜି ସକାଳ ୫:୧୭ ରେ ଏକ ଭୂକମ୍ପ ଅନୁଭୂତ ହେଇଛି । ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ମ୍ୟାଗ୍ନିଚ୍ୟୁଡର ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ…
୦ ରୁ ୧୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଦେଖାଯାଉଛି ଏହି ଲକ୍ଷଣ ତେବେ ହେଇଯାଆନ୍ତୁ ସାବଧାନ, ନଚେତ ହେଇପାରେ ବଡ଼ ସମସ୍ୟା
ନୂଆଦିଲ୍ଲୀ:ପିଲାମାନେ ପ୍ରତ୍ୟେକ ଘରର ଜୀବନ ହେଇଥାନ୍ତି। ତେବେ ପିଲା ମନକୁ ରୋଗ ହେବା ପିତାମାତାଙ୍କ ପାଇଁ ସବୁଠାରୁ ବଡ ଯନ୍ତ୍ରଣାର କାରଣ ହୋଇଥାଏ। ତେବେ ପିଲାମାନଙ୍କଠାରେ ଏହି ରୋଗ ଚିହ୍ନଟ କରିବା ଏତେ ସହଜ ନୁହେଁ।…
ମସ୍କରା ମୁଣ୍ଡବିନ୍ଧାର କାରଣ ହୋଇପାରେ କି? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ
ସାଧାରଣତଃ ବ୍ୟବହୃତ ପ୍ରସାଧନ ପଦାର୍ଥ ମଧ୍ୟରୁ ମସ୍କରା ହେଉଛି ଗୋଟିଏ। ଏହା ଆପଣଙ୍କ ଆଖିକୁ ବଡ଼ ଏବଂ ଅଧିକ ଉଜ୍ଜ୍ବଳ କରିପାରେ। କିନ୍ତୁ କଣ ମସ୍କରା ଆପଣଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥାଏ କି ? ଆସନ୍ତୁ ଜାଣିବା ମସ୍କରା…
ଅବସର ଘୋଷଣା କଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା: ଅଷ୍ଟ୍ରେଲୀୟ ଓପନ୍ ହେବ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଅଫିସିଆଲ ଭାବେ ପ୍ରୋଫେସନାଲ ଟେନିସକୁ ଅଲବିଦା କହିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହାର ଘୋଷଣା କରିଛନ୍ତି ।
ଭାରତୀୟ ଟେନିସ୍ ଷ୍ଟାର…
ଶେଷ ହେଲା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି: କାଲି ମକର ବେଶରେ ଦେଖାଦେବେ ମହାପ୍ରଭୁ
ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀଜୀଉଙ୍କର ଏକମାସ ବ୍ୟାପୀ ପହିଲି ଭୋଗ ନୀତି ଆଜି ଶେଷ ହୋଇଛି । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ…
ବିଜୟରୁ ଆରମ୍ଭ ହେଲା ଭାରତର ହକି ବିଶ୍ୱକପ୍ ଅଭିଯାନ: ୨-୦ ଗୋଲରେ ସ୍ପେନକୁ ହରାଇଲା
ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ବାଜି ମାରିଛି ଭାରତ । ଭାରତ ୨-୦ ଗୋଲରେ ସ୍ପେନକୁ ହରାଇଛି । ଅମିତ ରୋହିତାସ ଓ ହାର୍ଦ୍ଦିକ ସିଂ ଗୋଲ କରିଥିଲେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିଲା ଏହି…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଘନକୁହୁଡ଼ି : ଜାରିହେଲା ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଆସନ୍ତା ୨୪ ଘଣ୍ଟା ଯାଏଁ…
ରାଜଶ୍ରୀଙ୍କ ଗାଡ଼ିରୁ ମିଳିଲା ହାତଲେଖା ଚିଠି, ଖୋଲିବ କି ମୃତ୍ୟୁର ରହସ୍ୟ?
ଭୁବନେଶ୍ୱର: ନିଖୋଜ ଥିବା ମହିଳା କ୍ରିକେଟର ରାଜଶ୍ରୀଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ସାଇଣ୍ଟିଫିକ ଟିମର ତଦନ୍ତ ପରେ ଗୁରୁଡ଼ିଝାଟିଆ ଥାନା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ତାଙ୍କର ମୃତ ଦେହ ଉଦ୍ଧାର…
୨୦୨୫ ସୁଦ୍ଧା ଭାରତର ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା
୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ‘ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ୍’ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ…
ଅଇଁଠା ବାସନ ନମାଜିବାରୁ ଛାତ୍ରୀଙ୍କ ଗଳା ଚିପିଲେ ଶିକ୍ଷୟିତ୍ରୀ: ନିର୍ଦ୍ଦୟୀ ଭାବେ ମାରିଲେ ଚାପୁଡ଼ା, ସାମ୍ନାକୁ ଆସିଲା Video
ବେଳେବେଳେ ଏପରି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସୁଛି, ଯାହା ଉପରେ ଅତି ସହଜରେ ବିଶ୍ୱାସ କରିବା ଅସମ୍ଭବ ହୋଇପଡୁଛି । ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ…