Browsing Category

Breaking News

Hockey World Cup ଉଦଘାଟନୀ ଉତ୍ସବ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ପୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟକୁ ଦେଶ…

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚରେ ହାଜର ହେଲେ ଅନ୍ୟ ଦୁଇ ଋଷୀୟ

ରାୟଗଡ଼ା: ରାୟଗଡ଼ାରେ ଋଷିୟ ନାଗରିକଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼ । ଭୁବନେଶ୍ୱର କ୍ରାଇମବ୍ରାଞ୍ଚରେ ଅନ୍ୟ ଦୁଇ ଜଣ ଋଷ ନାଗରିକ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର…

ଭୁବନେଶ୍ୱରରୁ ବ୍ୟାଙ୍କକ୍, ଦୁବାଇ ଏବଂ ସିଙ୍ଗାପୁରକୁ ଉଡ଼ିବ ବିମାନ; ମଞ୍ଜୁରୀ ଦେଲା କ୍ୟାବିନେଟ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକ୍ , ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଉଡ଼ିବ । ଏନେଇ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଆସିଥିବା ବିଡ୍କୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ନେଇ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗ୍ରାଣ୍ଟ୍ ଏନ୍ ଏଡ୍ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ମିଳିବ ଦରମା

ଭୁବନେଶ୍ୱର: ନୂତନ ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ(ମ.ଇ) ବିଦ୍ୟାଳୟ ଏବଂ ମାଦ୍ରାସାର ଯୋଗ୍ୟ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ: ଆଜିଠାରୁ ଚାଲିବ କଂସ ମହାରାଜଙ୍କ ରାଜୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଆରମ୍ଭ ହୋଇଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ଧରି ଚାଲିବାକୁ ଥିବା ଏହି ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜୁତି ଚାଲିବ । ଆଜି ସନ୍ଧ୍ୟାରେ ୭୫ତମ ଧନୁଯାତ୍ରାର…

ନୂଆବର୍ଷରେ ନୂଆ କଟକଣା: ମଦ୍ୟପ ଡ୍ରାଇଭରଙ୍କୁ ଧରିବ ପୋଲିସ, ରାଜଧାନୀର ୨୮ଟି ସ୍ଥାନରେ କରାଯିବ ଚେକିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଚାରି ଦିନ ପରେ ଆସିବ ନୂଆ ବର୍ଷ ୨୦୨୩ । ତେବେ ନୂଆ ବର୍ଷରେ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହେବା ସହ ମଦ୍ୟପଙ୍କ ଉତ୍ପାତ ବଢ଼ିବାର ଆଶଙ୍କା ରହିଛି । ତେଣୁ କମିସନରେଟ…

Video: ଆତ୍ମହତ୍ୟା ପରେ ସାମ୍ନାକୁ ଆସିଲା ତୁନିଶା ଶର୍ମାଙ୍କର ପ୍ରଥମ ଭିଡିଓ, ଦେଖନ୍ତୁ କାହିଁକି ଡାକ୍ତରଖାନାକୁ ଦୌଡୁଛନ୍ତି ଶିଜାନ ?

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପରେ ତାଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ ତାଙ୍କ ସହ-ଅଭିନେତା ଶିଜାନ ଖାନ ଅଭିନେତ୍ରୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ତୁନିଶା…

Brain Eating Amoebaକୁ ନେଇ ପୁଣି ବଢ଼ିଲା ଚିନ୍ତା: ନାକ ବାଟେ ପଶି ମସ୍ତିଷ୍କକୁ ଖାଇ ଦେଉଛି, ରୋଗୀ ୧୦ ଦିନରେ ମରିବା ଥୟ, ଏହାର ଲକ୍ଷଣ ଓ…

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ବିଏଫ-୭ ଭାରିଆଣ୍ଟ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ତେବେ ଏହା ମଧ୍ୟରେ ପୁଣି ଏକ ଘାତକ ଭାଇରସକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ବ୍ରେନ୍ ଇଟିଂ…

ଭାରତର ଲିଖିତ ଇତିହାସରେ ତ୍ରୁଟି ସଂଶୋଧନ ପାଇଁ ଏନଡିଏ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ-ଏନଡିଏ ସରକାର ଭାରତର ଲିଖିତ ଇତିହାସରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବା ପାଇଁ ସଂଶୋଧନମୂଳକ ପଦକ୍ଷେପ…

କେନ୍ଦ୍ର ସରକାରଙ୍କ ଉପରେ ବଢିଲା ଋଣ ଭାର, ଦ୍ୱିତୀୟ ତ୍ରୈମାସରେ ୧ ପ୍ରତିଶତ ବୃଦ୍ଧି ପାଇ୧୪୭.୧୯ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବୃଦ୍ଧି ପାଇଛି ଋଣ ଭାର । ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ଶେଷରେ ସରକାରଙ୍କ ଉପରେ ମୋଟ ଋଣ ପରିମାଣ ୧୪ ୧୪୭.୧୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।…