Browsing Category
Breaking News
ବିଗ୍ ବାଶ୍ ଲିଗ୍ରେ ସିଡିନ୍ ଥଣ୍ଡର୍ସର ଲଜ୍ଜାଜନକ ପରାଜୟ, ମାତ୍ର ୧୫ ରନ୍ରେ ଅଲଆଉଟ୍ ହେଲା ପୂରା ଟିମ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଲିଗ୍ ବିଗ୍ ବାଶ୍ ଲିଗ୍ ୨୦୨୨ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଏକ ମ୍ୟାଚ୍ରେ ସିଡିନ୍ ଥଣ୍ଡର୍ସ ଆଡିଲେଡ୍ ଷ୍ଟ୍ରାଇକରର୍ସକୁ ମାତ୍ର୧୫ ରନ୍ରେ ଅଲଆଉଟ୍ କରି ଦେଇଛି । ଏହା ସହିତ…
ଏସିଡ୍ ବିକ୍ରୟ ପାଇଁ ଫ୍ଲିପକାର୍ଟ, ମେଶୋକୁ ନୋଟିସ୍ କଲେ ସରକାର, ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବଂ ମେଶୋ ଡଟ୍ କମ୍ କୁ ସେମାନଙ୍କ ପ୍ଲାଟଫର୍ମରେ ଏସିଡ୍ ବିକ୍ରୟ ସହ ଜଡିତ ନିୟମ ଉଲ୍ଲଂଘନ ପାଇଁ ନୋଟିସ୍ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା…
IAS ସ୍ତରରେ ଅଦଳବଦଳ: ଓଡ଼ିଶା ଫେରିଲେ ଉଷା ପାଢ଼ୀ, ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି ଆଇଏଏସ୍ ଉଷା ପାଢ଼ୀ । ତାଙ୍କୁ ଦକ୍ଷତା ବିକାଶ ଓ…
ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ଗଣନା: ଖୁବଶୀଘ୍ର ଟେଣ୍ଡର ଜାରି କରିବ BMC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଅନେକ ସମୟରେ କୁକୁରମାନେ ଆତଙ୍କ ମଚାଇଥାନ୍ତି । ବେଳେବେଳେ କିଛି କୁକୁର ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ମାନ ଘଟିଥାଏ । ଏପରିକି…
(Video) ଚୁପ୍, ଏକଦମ୍ ଚୁପ୍: ମଦ୍ୟପ ସ୍ୱାମୀଙ୍କୁ କଡ଼ା ମେଡିସିନ୍, ଉଗ୍ର ରୂପ ଦେଖାଇଲେ ମହିଳା
ନୂଆଦିଲ୍ଲୀ: ଅନେକ ସମୟରେ ପତି-ପତ୍ନୀଙ୍କ କିଛି କଳହର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । କେତେବେଳେ ପତି ଜଣଙ୍କ ପତ୍ନୀଙ୍କୁ ପିଟିଥାନ୍ତି ତ ଆଉ କେତେବେଳେ ପତ୍ନୀ ଜଣଙ୍କ ମଦୁଆ ସ୍ୱାମୀଙ୍କୁ ପିଟିଥାନ୍ତି ।…
(Video) Pathaanକୁ ନେଇ ବଢ଼ୁଛି ବିବାଦ: ରିଲିଜ୍ ହେଲା ‘Besharam Rang’ର ନୂଆ ଭର୍ସନ! ସୋସିଆଲ ମିଡ଼ିଆରେ ଧମାଲ୍
ନୂଆଦିଲ୍ଲୀ: କିଙ୍ଗ ଖାନ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ସାରା ଦେଶରେ ବିବାଦ ଥମୁନାହିଁ । ଫିଲ୍ମର ‘ବେଶରମ ରଙ୍ଗ’ ଗୀତରେ ଦୀପିକା ପରିଧାନ କରିଥିବା ପୋଷାକକୁ ନେଇ ଉଠିଛି…
ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ଟାର୍ଗେଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ, ପାକ୍ ମନ୍ତ୍ରୀଙ୍କୁ ଅସଭ୍ୟ କହି କଡ଼ା ପ୍ରତିକ୍ରିୟା ଦେଲା ଭାରତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଭାରତ । ପାକିସ୍ତାନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତ ଅସଭ୍ୟ ବୋଲି…
Paytm ଆଣିଲା ଶାନଦାର ଅଫର: ବିଜୁଳି ବିଲ ପେମେଣ୍ଟ କରିବା ପରେ ଫେରସ୍ତ ପାଆନ୍ତୁ ସମସ୍ତ ଅର୍ଥ!
ନୂଆଦିଲ୍ଲୀ: ପେଟିଏମ୍ ୟୁଜର୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର । ପେଟିଏମରେ ଏବେ Bijlee Days ଅଫର ଜାରି ରହିଥିବା ବେଳେ ଏଥିରେ ଗ୍ରାହକଙ୍କୁ ଅନେକ ବେନିଫିଟ୍ ମିଳୁଛି । ପେଟିଏମରେ ବିଜୁଳ ବିଲ୍ ପେମେଣ୍ଟ କରି ସାରିବା ପରେ…
ପୁରୀ ସହରରେ ବ୍ୟାପିଲା ଝାଡ଼ାବାନ୍ତି, ସେବାୟତ ପରିବାରର ମହିଳା ମୃତ ଅଭିଯୋଗ
ଭୂବନେଶର: ଜଗନ୍ନାଥ ଧାମ ପୁରୀରେ ବିଶାକ୍ତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ଜୀବନ ହରାଇଛନ୍ତି ଜଣେ ସେବାୟତଙ୍କ ପରିବାର ସଦସ୍ୟ। ପେଟ ରୋଗରେ ପିଡ଼ିତ ହୋଇ ବାସନ୍ତୀ ଦାଶ ଆଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ…
ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ବି ଦଣ୍ଡିତ ହେବେ ସରକାରୀ ଅଧିକାରୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ସରକାରୀ ବାବୁଙ୍କୁ ଆଉ ନିସ୍ତାର ନାହିଁ । ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ପାଇଁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭ୍ରଷ୍ଟାଚାର…