Browsing Category
Breaking News
କେବଳ ମଣିଷ ନୁହେଁ, ସାପଙ୍କଠାରେ ମଧ୍ୟ ରହିଛି Clitoris: ବୈଜ୍ଞାନିକଙ୍କ ନୂଆ ଖୁଲାସା
ନୂଆଦିଲ୍ଲୀ: ମଣିଷର ଯୌନ ଉତ୍ତେଜା ବୃଦ୍ଧି କ୍ଷେତ୍ରରେ କ୍ଲିଟୋରିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କର ଯୌନାଙ୍ଗ ମଧ୍ୟରେ କ୍ଲିଟୋରିସ ରହିଥିବା ବେଳେ ଏହା ସେମାନଙ୍କର ଚରମ ତୃପ୍ତି କ୍ଷେତ୍ରରେ ସହାୟତା ପ୍ରଦାନ…
ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା ପାଇଁ କୌଣସି ଅପେକ୍ଷା ସମୟ ନାହିଁ
ନୂଆଦିଲ୍ଲୀ: ଦେଶରେ ଭିନ୍ନକ୍ଷମ ପିଲାମାନଙ୍କୁ ଗ୍ରହଣ କରିବା କୌଣସି ବୟସ ସୀମାକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ…
ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ: ଆସନ୍ତା ବର୍ଷଠାରୁ JNUରେ ଆରମ୍ଭ ହେବ ଓଡ଼ିଆ ପାଠ୍ୟକ୍ରମ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ବାହାରର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ରହିଥାଏ । ତେବେ ଏବେ…
ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନିୟମ କୋହଳ କଲେ ରାଜ୍ୟ ସରକାର: ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଆଗାମୀ ଦିନମାନଙ୍କରେ ରାଜ୍ୟବାସୀ କିଭଳି ଉନ୍ନତ ସ୍ୱାସ୍ଥ୍ୟସେବା…
‘Mo Bus’ରେ ମାଗଣାରେ ଯାତ୍ରା କରିବେ ହକି ଦର୍ଶକ: ବିଶ୍ୱକପ ଆୟୋଜନ କମିଟିର ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ…
ବସ-ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର
ସୁନ୍ଦରଗଡ଼: ବସ ଓ ବାଇକ ମୁହାମୁହିଁ ଧକ୍କା ହୋଇ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଘଟିଯାଇଛି । ତେବେ ମୃତକ ଦୁଇ ଜଣ ହେମଗିରି ଥାନା…
ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ, ଫିକା ପଡ଼ିଲା ବାହାଘର ଭୋଜି
ଭଂଜନଗର: ଏକା ସାଙ୍ଗରେ ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କର ଜୀବନ। ମାମୁ ଘରକୁ ବାହାଘର ଭୋଜିରେ ଯୋଗ ଦେବାକୁ ଆସି ମୃତ୍ୟୁ ମୁଖରେ ପଡ଼ିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଂଜନଗର ପାକରଡ଼ା ଗାଁରେ।
ଦୁଇ ଭଉଣୀ…
ପୋଲିସ ରଖିଲାନି ଏତଲା: ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଦପ୍ତର ଲୋକସେବା ଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥାନ୍ତି । ପ୍ରଶାସନଠାରୁ ନ୍ୟାୟ…
୨୧ ମାସର ସର୍ବନିମ୍ନ ସ୍ତରରେ ହୋଲ୍ସେଲ୍ ଦର, ହ୍ରାସ ପାଇଲା ପନିପରିବା ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ
ନୁଆଦିଲ୍ଲୀ: ଦେଶରେ ଲାଗି ରହିଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ପନିପରିବାର ହୋଲସେଲ୍ ମୂଲ୍ୟ…
IOCL ପକ୍ଷରୁ ବାହାରିଲା ୧୭୬୦ଟି ପଦବୀ, ଆଜିଠାରୁ ଆବେଦନ ଆରମ୍ଭ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ୧୭୬୦ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆନ ଆପ୍ରେଣ୍ଟାଇସ,…