Browsing Category
Breaking News
‘ଧାରା ୩୭୦ ମୁଁ ଫେରାଇପାରିବିନି, ନା କଂଗ୍ରେସ ନା ପୱାର କିମ୍ବା ମମତା ଫେରାଇପାରିବେନି’: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ ଆର୍ଟିକଲ ୩୭୦କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ ଜମ୍ମୁ-କଶ୍ମୀରର ବାରାମୁଳାରେ ଏକ ଜନସଭାକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ ଆର୍ଟିକଲ ୩୭୦ କୁ ମୁଁ, କଂଗ୍ରେସ, ଶରଦ ପୱାର କିମ୍ବା…
ଦୀପାବଳିରେ ଉପହାର ଦିଅନ୍ତୁ ସ୍ୱାଧୀନତାର ପ୍ରତୀକ, ଅମୃତ ମହୋତ୍ସବ ପାଳନ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଅଭିଯାନ
ନୁଆଦିଲ୍ଲୀ: ସ୍ୱାଧିନତାର ୭୫ ତମ ବର୍ଷ ଅବସରରେ କେନ୍ଦ୍ର ସରକାର 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରୁଛନ୍ତି। ଏହି ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(କେଟ୍) ସ୍ୱାଧୀନତା…
ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ମେଣ୍ଟ କେତେ ପ୍ରସ୍ତୁତ: ଫ୍ରଣ୍ଟରେ ନୀତିଶ, ଧିମେଇ ଗଲାଣି କି ଦିଦିଙ୍କ ସ୍ୱର
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଗ୍ରାଣ୍ଡ ଫିନାଲେ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଥୀ ଓ ସାରଥୀମାନଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଲେଣି । ଏଥିସହିତ ତୃଣମୂଳ ସ୍ତରରୁ ନିଜ ନିଜର ସାଙ୍ଗଠନିକ…
ପୋଲିଓ ଜୀବାଣୁ ମିଳିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ଟିକାକରଣ ତ୍ୱରାନିତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବିକଶିତ ତଥା ଆଗୁଆ ଦେଶ ଆମେରିକାରେ ବ୍ୟାପିଛି ପୋଲିଓ। ସ୍ଥିତି ଏପରି ହୋଇଛି ଯେ, ପ୍ରଶାସନ ପକ୍ଷରୁ ରାଜ୍ୟ ଆପତ୍ତିକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ନିଉୟର୍କର ଲଙ୍ଗ ଦ୍ୱୀପରେ…
ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…
ଆତ୍ମହତ୍ୟାକୁ ରୋକିବା ପାଇଁ ଜାରି ହେବ Help Line Number: ଲୋକଙ୍କ ଦୁଃଖ ବୁଝିବେ ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍କଟ ରୋଗ ପରି ରାଜ୍ୟରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ଏହା ପ୍ରଶାସନର ନିଦ ହଜାଇ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ୧୪ରୁ ୧୫ ଜଣ ଲୋକ ଆତ୍ମହତ୍ୟା କରୁଥିବା…
EPFO ଦେଉଛି ୭ ଲକ୍ଷର Free Insurance: ସମସ୍ତ ଖାତାଧାରୀ ଆପ୍ଲାଏ କରିପାରିବେ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ଗ୍ରାହକ ଏନେଇ ଅଜ୍ଞାତ ଥିବାରୁ ସେମାନେ ଏହି ଫାଇଦା ଉଠାଇବାରୁ ବଞ୍ଚିତ…
IMD Warning: ଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ମୋସୁମୀ ସକ୍ରିୟ ହୋଇ ଉଠିଛି । ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଲାଣି । ଆସନ୍ତା ୩-୪ ଦିନ ମଧ୍ୟରେ କିଛି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଭାରତର ୫ଟି ସ୍ଥାନ ବିଷୟରେ ଜାଣନ୍ତୁ
ଭାରତବର୍ଷର ଅନେକ ସ୍ଥାନରେ ଶୀତଋତୁର ଆଗମନରେ ସୌନ୍ଦର୍ଯ୍ୟମୟ ହୋଇ ଉଠିଥାଏ । ଉକ୍ତ ପାହାଡ଼ ପର୍ବତ ଘେରା ଅଞ୍ଚଳମାନଙ୍କରେ ଭୟଙ୍କର ଥଣ୍ଡା ପବନ ସାଙ୍ଗକୁ ତାପମାତ୍ରାରେ ହ୍ରାସ ଘଟି ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ଫଳରେ…
ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇଲେ ଶରୀରରେ ପଶିଯିବ ଖରାପ ବ୍ୟାକ୍ଟେରିଆ: ଚର୍ମ ହୋଇଯିବ ରୁକ୍ଷ, କୁଞ୍ଚିତ
ଆମ ସମାଜରେ ବିଭିନ୍ନ ଧରଣର ଲୋକ ବସବାସ କରନ୍ତି । ସମସ୍ତଙ୍କର ଲାଇଫ୍ ଷ୍ଟାଇଲ ଭିନ୍ନ ଭିନ୍ନ ରହିଥାଏ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ…