Browsing Category

Breaking News

DRDO ଚାନ୍ଦିପୁରରେ ବାହାରିଲା ୫୮ଟି ପଦବୀ, ବିଜ୍ଞାପନ ପଢ଼ି ଆବେଦନ କରନ୍ତୁ

ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର), ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୫୮ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଯୁବ…

ରାହୁଲ କହିଥିଲେ ଭାରତ ଏକ ରାଷ୍ଟ୍ର ନୁହେଁ, ଏବେ ୪୧ ହଜାର ଟଙ୍କିଆ ବିଦେଶୀ ଟି-ଶାର୍ଟ ପିନ୍ଧି ଦେଶକୁ ଯୋଡ଼ିବେ କେମିତି, କଂଗ୍ରେସ ଉପରେ ବର୍ଷିଲେ…

ନୂଆଦିଲ୍ଲୀ: ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଯୋଧପୁର ସ୍ଥିତ ‘ବୁଥ ଅଧ୍ୟକ୍ଷ ସଂକଳ୍ପ ମହାସମ୍ମେଳନ’ରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ…

(Video) ଦେଖୁ ଦେଖୁ ନଦୀରେ ମିଶିଗଲା ଘର, କ୍ୟାମେରାରେ କଏଦ ହେଲା ଭିଡିଓ…

ଉତ୍ତରଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ହୋଇଛି । ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବର୍ଷାପରେ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପୁଜିଛି । ଧାରଚୁଲାରେ ପ୍ରବଳ ବର୍ଷା ଯୋଗୁଁ…

Dengueକୁ ଅଣଦେଖା କରନ୍ତୁନି: ରୋଗୀ ସୁସ୍ଥ ହେବା ପରେ ମଧ୍ୟ ଇମ୍ୟୁନିଟି ହ୍ରାସ ପାଉଛି, କିଡନୀ ସମସ୍ୟା ସୃଷ୍ଟି କରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡେଙ୍ଗୁକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହିତ ଓଡ଼ିଶାରେ ମଧ୍ୟ ଡେଙ୍ଗୁ ପ୍ରବଳ ଉତ୍ପାତ କଲାଣି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ…

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼: ୭ କୋଟି ଜବତ କଲାଣି ଇଡି, ଚାଲିଛି ସର୍ଚ୍ଚ ଅପରେସନ

କୋଲକାତାର ଗାର୍ଡେନରୀଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ସୂଚନା ଅନୂଯାୟୀ ଏଠାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ରେଡ୍ କରିଛି । ଏହି ସମୟରେ ୭ କୋଟି ଟଙ୍କା ନଗଦ…

(Video) ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିବା ମହଙ୍ଗା ପଡ଼ିଲା, ପ୍ରେମିକାଙ୍କୁ ୭ ବର୍ଷ ଜେଲ, ୨୦ ହଜାର ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ବିବାହିତ ଓ ଅବିବାହିତ ପୁରୁଷ, ମହିଳାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବାକୁ ପଡ଼ୁଛି । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରକ୍ଷା କରିବା, ମ୍ୟାରେଜ ପରେ ପରକୀୟା…

୨ ଦିନ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଯୁବକ, ଉଡ଼ି ଉଡ଼ି ପହଞ୍ଚିଗଲେ ୩୦୦ କିମି ଦୂର

ଜଣେ ବ୍ୟକ୍ତି ଏକ ହାଇଡ୍ରୋଜେନ୍ ବେଲୁନ୍ ରେ ୨ ଦିନ ଧରି ଫସି ରହିଥିଲେ । ତାହାବି ପୁଣି ମଝି ଆକାଶରେ ଏବଂ ଶହ ଶହ କିଲୋମିଟର ଉଡ଼ିଚାଲିଥିଲେ । ମାମଲା ଚୀନର ହେଲଙ୍ଗଜିଆଙ୍ଗ ପ୍ରାନ୍ତର । ପ୍ରକୃତରେ ହୁ ୟୋଙ୍ଗଶୁ ନାମକ…

୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି: କାହିିଁକି ଖସୁନି ପେଟ୍ରୋଲ ଏବଂ ଡିଜେଲର ଦର, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍ ଗତ ୪ ମାସରେ ୩୦% ହ୍ରାସ ପାଇଥିବା ବେଳେ ପେଟ୍ରୋଲ-ଡିଜେଲ୍ ଦରରେ କୋଣସି ପରିବର୍ତ୍ତନ ଆସି ନାହିଁ। ଲମ୍ବା ସମୟ ଧରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ୍…

ଆମେରିକାରେ ଏଭିୟାନ ଭାଇରସ ଭୟ: ଦୁଇଟି କୁକୁଡା ଫାର୍ମରୁ ଚିହ୍ନଟ ହେଲେ ସଂକ୍ରମିତ ପକ୍ଷୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ନୂଆ ଭାଇରସ୍ ଏଭିୟାନଙ୍କୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ତେବେ ଏହି ଭାଇରସ ଆମେରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଏହି ଏଭିୟାନ ଫ୍ଲୁ ପଶୁ ପକ୍ଷୀ…

୧୭ ବେଳକୁ ଆଉ ଏକ ଲଘୁଚାପ !

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ନେଇ…