fbpx
Browsing Category

Breaking News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ତ୍ରୁଟି: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପଞ୍ଜାବ ସରକାରଙ୍କ ପକ୍ଷରୁ ହୋଇଥିବା ସାଙ୍ଘାତିକ ତ୍ରୁଟି କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା…

BMCରେ ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍, ଚିହ୍ନଟ ହେଲେଣି ଏକାଧିକ ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏମସିରେ ପୁଣି ଥରେ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।…

ଏସସି-ଏସଟି ମାନେ ଅନ୍ୟ ରାଜ୍ୟରେ ଚାକିରୀ ଓ ଜମି କିଣା କ୍ଷେତ୍ରରେ ଲାଭ ପାଇଁ ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ଏକ ରାଜ୍ୟର ଅନୁସୂଚିତ ଜାତି କିମ୍ବା ଜନଜାତି କୌଣସି ଅନ୍ୟ ରାଜ୍ୟରେ ଯାଇ ରହୁଥିବା ସମୟରେ ଚାକିରୀ, ଶିକ୍ଷା ଓ ଜମି ଆବଣ୍ଟନରେ ନିଜ ପାଇଁ ସମାନ ଲାଭ ଦାବି କରିପାରିବେ ନାହିଁ । ଏକ ମାମଲାର ସମାଧାନ…

ଏହି ଲୋକଙ୍କଠାରୁ ଯାଇପାରେ ଫ୍ୟାମିଲି ପେନସନ୍ ପାଇବାର ଅଧିକାର, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶର ଅନେକ ପରିବାରକୁ ଫ୍ୟାମିଲି ପେନସନ୍ ମାଧ୍ୟମରେ ସହାୟତା କରୁଛନ୍ତି କେନ୍ଦ୍ର ସରକାର । ଚାକିରିରୁ ଅବସର ନେବା ପରେ ପେନସନ୍ ପାଇଁ ସରକାର କିଛି ନିୟମ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ଅନୁସାରେ, ଯଦି…

ସୌରଭ ଗାଙ୍ଗୁଲିଙ୍କ ଝିଅ ସମେତ ପରିବାରର ୪ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ତାଙ୍କ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କ ମଧ୍ୟରେ ତାଙ୍କ ଝିଅ ସନା ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ତେବେ…

ଟିକା ନେବା ପରେ ପିଲାଙ୍କ ଠାରେ ଦେଖାଦେଇପାରେ ଏହିସବୁ ସାଇଡ୍ ଇଫେକ୍ଟ, ଅଭିଭାବକ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖରେ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ଇତି ମଧ୍ୟରେ ଦେଶବ୍ୟାପୀ କୋଟିଏରୁ ଅଧିକ ପିଲାଙ୍କ ଟିକାକରଣ ସରିଲାଣି । ବିଭିନ୍ନ ରାଜ୍ୟର ସରକାର ପିଲାଙ୍କର ସୂଚାରୁ ରୂପେ…

ବାହାରେ ବସିଲି ବୋଲି ୩ଟା କେସ୍, ଭିତରେ କେତେ କରିବେ ବୋଲି କହିଲେ ତପସ୍ୱିନୀ: ଦେଖନ୍ତୁ ଭିଡ଼ିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ ବି ତୁଟୁନି ବିବାଦ । ଏବେ ରହିବା ଘରକୁ ନେଇ ପୁଣି ଚାଲିଛି ସଂଘର୍ଷ । ୨ ମହଲା ଘର ମଧ୍ୟରୁ ତଳ ଘରେ ରହିବାକୁ ଚାହୁଁଛନ୍ତି…

ଦେଶକୁ ଘାରିଲା କରୋନା ଚିନ୍ତା: ଦିନକରେ ୯୦,୯୨୮ ପଜିଟିଭ୍, ୨୬୩୦ ଓମିକ୍ରନ୍

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାରି…

ରାଜ୍ୟରେ ପୁଣି ମାଡ଼ିଲାଣି କରୋନା: ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୮୯୭ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛିଦିନ ତଳେ…

ଘର ଭିତରେ ଲାଗିଲା ନିଆଁ, ୭ ଶିଶୁଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ: ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଦିନ ଭୀଷଣ ଅଗ୍ନିକଣ୍ଡେ ଘଟିଯାଇଛି । ନିଆଁ ଲାଗିବା ଫଳରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମାନେ ଏନେଇ…