Browsing Category
Breaking News
ଆଜି ନିଟ୍ ପରୀକ୍ଷା: ଦେଶରେ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜି ଆରମ୍ଭ ହେଉଛି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସାରା ଦେଶରୁ ମୋଟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି । ତେବେ ଏଥିମଧ୍ୟରୁ ଓଡିଶାରୁ ୧ଲକ୍ଷ ୩୦ ହଜାର…
ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଭଞ୍ଜନଗର ପୋଲିସ: ୬ ଜୁଆଡ଼ି ଗିରଫ, ୩୦,୫୨୦ ଟଙ୍କା ଜବତ
ଭଞ୍ଜନଗର, (ଭାସ୍କର ନ୍ୟୁଜ୍) : ସ୍ଥାନୀୟ ପୋଲିସ ଶନିବାର କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି ।…
ଆଜି ଆଇସିଏସ୍ଇ ଦଶମ ରେଜଲ୍ଟ, ୱେବସାଇଟ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରବିବାର ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ…
ଏବେ ବି ସକ୍ରିୟ ରହିଛି ଲଘୁଚାପ: ଆଗାମୀ ୪ ଦିନ ଯାଏଁ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ଜାରି
ଭୁବନେଶ୍ୱର/କଟକ(ଭାସ୍କର ନ୍ୟୁଜ୍): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ଲଗାତାର ଭାବେ ବର୍ଷା ଜାରିରହିଛି । ସେହିପରି ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ…
BMW ଭାରତରେ ଲଞ୍ଚ କଲା ଶସ୍ତା ସ୍ପୋର୍ଟ୍ସ ବାଇକ୍, ଜାଣନ୍ତୁ ଦାମ୍
ନୂଆଦିଲ୍ଲୀ: BMW ମୋଟରରାଡ ଇଣ୍ଡିଆ ନିକଟରେ ଦେଶରେ ଏହାର ଲେଟେଷ୍ଟ BMW G 310 RR ଲଞ୍ଚ କରିଛି । ଯାହାର ପ୍ରାରମ୍ଭିକ ଏକ୍ସ-ସୋ’ରୁମ୍ ମୂଲ୍ୟ ୨.୮୫ ଲକ୍ଷ ଅଟେ । ଏହା ସହ କମ୍ପାନୀ ୩୧୦ ସିସି ସିରିଜରେ ଆସୁଥିବା ଦୁଇ…
Commonwealth Games 2022: ଭାରତୀୟ ଦଳ ଘୋଷଣା କଲା IOA, ସ୍ଥାନ ପାଇଲେ ୨୧୫ ଜଣ ଖେଳାଳି
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଇଏ) ପକ୍ଷରୁ କମନ ୱେଲଥ ଗେମ୍ସ ୨୦୨୨ ପାଇଁ ୩୨୨ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୨୧୫ ଜଣ ଖେଳାଳିଙ୍କ ସହିତ ୧୦୭ ଜଣ ଅଧିକାରୀ ଏବଂ ସପୋର୍ଟ ଷ୍ଟାଫ୍…
କିଏ କହୁଛି ଈଶ୍ୱର ନାହାନ୍ତି: ଶ୍ରାବଣ ମାସରେ ମହାଦେବଙ୍କ ଲିଙ୍ଗରୁ କେମିତି କ୍ଷୀର ବାହାରୁଛି, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ମାନିଲେ ଠାକୁର ନ ମାନିଲେ ପଥର । ଆଜିକାଲିର ଦୁନିଆରେ କିଏ ଠାକୁରଙ୍କୁ ଅବିଶ୍ୱାସ କରୁଛି ତ ଆଉ କିଏ ଶହ ଶହ କିଲୋମିଟର ଦୂର ପାଦରେ ଯାତ୍ରା କରି ପ୍ରଭୁଙ୍କ ଦର୍ଶନ କରୁଛି ।…
ମ୍ୟାରେଜ୍ ପରେ ଝିଅମାନେ କ’ଣ ସତରେ ମୋଟା ହୋଇଯାଆନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ
ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ମତ ରହିଥାଏ । ତେବେ ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଦେଖାଦେଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ…
ସହମତିରେ ରଖିଥିଲେ ଶାରୀରିକ ସମ୍ବନ୍ଧ, ୨୦ ସପ୍ତାହର ଗର୍ଭପାତ କରିବାକୁ ଅନୁମତି ଦେଲେନାହିଁ କୋର୍ଟ
ନୂଆଦିଲ୍ଲୀ: ଜଣେ ଅବିବାହିତ ମହିଳାଙ୍କୁ ୨୩ ସପ୍ତାହର ଗର୍ଭକୁ ଡାକ୍ତରୀ ଭାବରେ ଗର୍ଭପାତ କରିବାରେ ଅନୁମତି ଦେବାକୁ ମନା କରିଛନ୍ତି କୋର୍ଟ । ଅଦାଲତ କହିଛନ୍ତି ଯେ ସହମତିରେ ହୋଇଥିବା ସମ୍ବନ୍ଧରୁ ଉତ୍ପନ୍ନ ଗର୍ଭର…
5G ଟେଷ୍ଟିଂ ପାଇଁ ଏହି କମ୍ପାନୀ ସହ ହାତ ମିଳାଇଲା Jio
ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଖୁବଶୀଘ୍ର ଭାରତରେ ୫ଜି ନେଟୱର୍କ ଲଞ୍ଚ ହେବାକୁ ଯାଉଛି । ୫ଜିକୁ ନେଇ ଟେଲିକମ୍ କମ୍ପାନୀ ନିଜ ନିଜ ପ୍ରସ୍ତୁତି ଜାରି ରଖିଛନ୍ତି । ନିକଟରେ ଏୟାରଟେଲ ଦେଶର ପ୍ରଥମ ପ୍ରାଇଭେଟ୍ ୫ଜି…