fbpx
Browsing Category

Breaking News

ବିବାହ ବେଦୀରେ ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ଯୁବକ; ଆଶ୍ଚର୍ଯ୍ୟ ହୋଇ ଅନେଇଥିଲା ବର

ବିବାହ ମଣ୍ଡପରେ ପ୍ରେମିକାକୁ ପିନ୍ଧାଇଥିଲା ସିନ୍ଦୁର କିନ୍ତୁ ଶିଶୁପାଳ ହୋଇ ରହିଗଲା ଯୁବକ... ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ... ଆଉ ଏହାକୁ ଦେଖି ଅବାକ ହୋଇଯାଇଥିଲେ…

ରିଲିଜ୍ ହେଲା ‘ଦ ରେଲୱେ ମେନ୍’ ର ଫାଷ୍ଟ ଲୁକ୍, ଦେଖିବାକୁ ମିଳିବ ଭୋପାଳ ଗ୍ୟାସ ଟ୍ରାଜେଡି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ପ୍ରଡକ୍ସନ ହାଉସ୍ ୟଶରାଜ ଫିଲ୍ମ୍ସ ଓଟିଟି ଦୁନିଆରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରିସାରିଛି । ୟଶରାଜ୍ ଫିଲ୍ମ୍ ଏହାର ସିରିଜ୍ ‘ଦ ରେଲୱେ ମ୍ୟାନ’ ର ଘୋଷଣା କରିସାରିଛି ।…

ଯୁବ ବିଜେଡି ରାଜ୍ୟ ସଂପାଦକ ନିଲମ୍ବିତ

ଭୁବେନଶ୍ୱର(ଓଡ଼ିଶା ଭାସ୍କର): ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ଦୀପକ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଦୀପକଙ୍କୁ ନିଲମ୍ବିତ କରିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଗତ ବର୍ଷ ଦୀପକ ସାହୁ ଯୁବ ସଂପାଦକ…

ବାତ୍ୟାରେ ପବନର ବେଗ ୧୦୦ କିମି, ମୁକାବିଲା ପାଇଁ ୧୨୫ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ୧୨ ଘଣ୍ଟାରେ ଏହା ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର…

ଢ଼େଙ୍କାନାଳ ଆବାସିକ କଲେଜରୁ ଆଉ ୧୬ ପଜିଟିଭ୍ ଚିହ୍ନଟ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜରୁ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକିଥିବା ୫୦ ରିପୋର୍ଟରୁ ୧୬ ଜଣଙ୍କର ନମୂନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଆଉ…

ବାତ୍ୟା ଜୱାଦ Update: ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ସମସ୍ତ ତହସିଲଦାର, ବିଡିଓଙ୍କୁ ନେଇ ଜିଲ୍ଲାପାଳଙ୍କ ପ୍ରସ୍ୁତି ବୈଠକ । ବୈଠକ ପରେ ୩ରୁ ୫ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି…

ବଢ଼ିଲା ଚିନ୍ତା; ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରରେ ଅନେକ ଦେଶର କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଣ୍ଣାଟକରେ କୋଭିଡର ନୂଆ…

ବିଜେପି ବିଧାୟକଙ୍କ ମାରିବାକୁ ଚାଲିଥିଲା ପ୍ଲାନିଂ, ଭୁଲରେ କଂଗ୍ରେସ ନେତାଙ୍କର ହୋଇଗଲା ଭିଡିଓ; ଦେଖନ୍ତୁ Viral Video

ନୂଆଦିଲ୍ଲୀ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ କଂଗ୍ରେସ ନେତା ବିଜେପି ବିଧାୟକଙ୍କୁ ହତ୍ୟା କରିବାର ଯୋଜନା ବିଷୟରେ କହୁଥିବାର ଦେଖିବାକୁ ମିଳିଛି । କଂଗ୍ରେସ ନେତାଙ୍କ ଏହି…

ପୁଣି ବିଦା ହେଲେ ଆଉ ୪ ସରକାରୀ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ୪ ସରକାରୀ ବାବୁଙ୍କୁ ଚାକିରିରୁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ୧୨ ଘଣ୍ଟାରେ ଏହା ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…