fbpx
Browsing Category

Breaking News

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ବ୍ୟକ୍ତି କରୋନା ପଜିଟିଭ୍, ବଢ଼ିଲା ନୂଆ ଭାରିଆଣ୍ଟର ବିପଦ

କର୍ଣ୍ଣାଟକ: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ’ ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୯୪ ଲୋକଙ୍କର କୋଭିଡ ଯାଞ୍ଚ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ ପଜିଟିଭ…

ଆସୁଛି ବାତ୍ୟା ‘ଜୱାଦ’! ଡିସେମ୍ବର ୩ରୁ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନା, ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୨୯ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଡିସେମ୍ବର ୩ ତାରିଖ ସୁଦ୍ଧା…

ଆଜିଠୁ ସମସ୍ତ ବିଧାୟକ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ହେବ କୋଭିଡ୍‌ ଓ ଆଣ୍ଟିବଡି ଟେଷ୍ଟ, ୩ ଦିନ ଧରି ଚାଲିବ: ୨୯ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଏଥର ବି ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଓ ସତର୍କତା ଭିତରେ ବିଧାନସଭା ଶୀତ ଅଧିବେଶନ ଅନୁଷ୍ଠିତ ହେବ । କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ ବିନା ବିଧାନସଭା ପରିସରକୁ କେହି ପ୍ରବେଶ…

ସ୍ଥଗିତ ରହିଲା ଟ୍ରାକ୍ଟର ରାଲି; ଜାରି ରହିବ ଆନ୍ଦୋଳନ

ନଭେମ୍ବର କରିବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିଲା ମିଳିତ କୃଷକ ମୋର୍ଚ୍ଚା । କିନ୍ତୁ ସରକାର ସର୍ବନିମ୍ନ ସହାୟତା ମୂଲ୍ୟ, ବିରୋଧ ସମୟରେ ଚାଷୀଙ୍କ ମୃତ୍ୟୁ ଏବଂ ଲଖୀମପୁର ମାମଲାରେ ଉପରେ ଆଲୋଚନା ନକରିବା…

ମାଲେସିଆନ ଓପନ ସ୍କ୍ୱାସ ଚାମ୍ପିୟନସିପ: ପ୍ରଥମ ଭାରତୀୟ ଭାବେ ଟାଇଟଲ ଜିତିଲେ ସୌରଭ ଘୋଷ

ନୂଆଦିଲ୍ଲୀ: ଇତିହାସ ରଚିଲେ ସ୍କ୍ୱାସ ଷ୍ଟାର ସୌରଭ ଘୋଷାଲ । ପ୍ରଥମ ଭାରତୀୟ ଭାବେ ମାଲେସିଆନ ଓପନ ଚାମ୍ପିୟନସିପର ଟାଇଟଲ ଜିତି ଇତିହାସ ରଚିଛନ୍ତି ସୌରଭ । ଶନିବାର ପୁରୁଷ ସିଙ୍ଗିଲରେ ମିଗେଲ ରୋଡ୍ରିଗୁଏଜଙ୍କୁ ହରାଇ ସେ…

ପୋଲିସ ଗୁଳିରେ ମାଓବାଦୀ ନିହତ

ବଲାଙ୍ଗିର: ପୋଲିସ ଗୁଳିରେ ଜଣେ ନକ୍ସଲ ନିହତ । ଖପ୍ରାଖୋଲ ନିକଟ ଜଙ୍ଗଲରେ ପୋଲିସ ଗୁଳିରେ ନକ୍ସଲ ନିହତ । ପୋଲିସ ଓ ଡିଭିଏଫ୍ ଯବାନ ସହ ମୁହାଁମୁହିଁ ବେଳେ ନକ୍ସଲ ନିହତ । ପୋଲିସ ଗୁଳିରେ ନିହତ ଜଣଙ୍କ କ୍ୟାଡର ନକ୍ସଲ…

୨୯ରୁ ରାଜଧାନୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ରାଜଧାନୀରେ ବନ୍ଦ ରହିଥିବା ସମସ୍ତ ସ୍କୁଲ ପୁଣି ଥରେ ଖୋଲିବାକୁ ଯାଉଛି । ପ୍ରାୟ ଦୁଇ ସପ୍ତାହ ଧରି ବନ୍ଦ ରହିବା ପରେ ସୋମବାରଠାରୁ ଖୋଲିବ ସମସ୍ତ ସ୍କୁଲ । ଏଭଳି ନିଷ୍ପତ୍ତି…

ଇଣ୍ଟର କାଷ୍ଟ ମ୍ୟାରେଜରେ ମିଳିବ ୫ ଲକ୍ଷ ଟଙ୍କା; ସରକାରଙ୍କ ବଡ଼ ଘୋଷଣା

ଓଡ଼ିଶା ପରେ ଏବେ ଆସାମ । ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଇଣ୍ଟର କାଷ୍ଟ ମ୍ୟାରେଜ କଲେ ମିଳିବ ୫ ଲକ୍ଷ । ଏଣିକି ଆସାମରେ ଅନ୍ୟ ଜାତିରେ ବିବାହ କଲେ ଦମ୍ପତ୍ତିଙ୍କୁ ଆର୍ଥିକ…

ଛୁଟି ନନେଲେ ଦେବାକୁ ପଡ଼ିବ ଜୋରିମାନା, ଜାଣନ୍ତୁ କେଉଁଠି ରହିଛି ଏମିତି ନିୟମ

ସାଧାରଣତଃ ଘରୋଇ କିମ୍ବା ଅଫିସ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏମିତି ଅନେକ ବଡ଼ ବଡ଼ କମ୍ପାନୀ ଅଛି ଯେଉଁଠି ଅଧିକ ଛୁଟି ନେଲେ ଆପଣଙ୍କର ଦରମା ମଧ୍ୟ କଟିଥାଏ । କିନ୍ତୁ ଏହାର ବିପରୀତ ଧାରା ଦେଖିବାକୁ ମିଳିଛି…

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ହୋମଗାର୍ଡଙ୍କ ସହ ୩ ଗିରଫ

ଅସାମାଜିକ ବ୍ୟକ୍ତିଙ୍କ କବଳରୁ ବଞ୍ଚିବା ପାଇଁ ଜଣେ ଯୁବତୀ ପହଞ୍ଚିଥିଲେ ହୋମଗାର୍ଡଙ୍କ ନିକଟରେ, କିନ୍ତୁ ହୋମଗାର୍ଡ ସୁରକ୍ଷା ବଦଳରେ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…