Browsing Category

Breaking News

ଭିଜିଲାନ୍ସ ଜାଲରେ ବରଗଡ଼ କୃଷି ଅଧିକାରୀ: ଲାଞ୍ଚ ନେଉଥିଲେ ଦେଢ଼ଲକ୍ଷ ଟଙ୍କା!

ପଦ୍ମପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ…

ରାଜ୍ୟ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ: ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ଲିଙ୍ଗଗତ ସମାନତା ପାଠ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲିଙ୍ଗଗତ ସମାନତା ଉପରେ ଶିକ୍ଷାଦାନ । ଉଚ୍ଚ ପ୍ରାଥମିକ ଓ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ସାମିଲ ହେବା ଏହି ପାଠ୍ୟକ୍ରମ ।…

ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଗକୁ ସ୍ୱାଧୀନତା ଦିବସ ଆସୁଥିବା ବେଳେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର କୋଭିଡ କଟକଣାରେ ପାଳନ ହେବ…

୭୦୦ ବର୍ଷ ପୂର୍ବେ ଏପରି ଭବିଷ୍ୟବାଣୀ କରିଥିଲେ ଲିୟୁ ବୋୱେନ୍: ଯାହାକୁ ଶୁଣି ବାବା ଭଙ୍ଗାକୁ ବି ଭୁଲିଯିବେ

ନୂଆଦିଲ୍ଲୀ: କୁହାଯାଏ ଲିୟୁ ବୋୱେନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାୟତଃ ଚୀନର ନୋଷ୍ଟ୍ରାଡାମସ୍ କୁହାଯାଏ । ‘The Ten Worries’ ନାମକ କବିତାରେ କୋଭିଡ କେବେ ଶେଷ ହେବ, ସେନେଇ ସେ ଭବିଷ୍ୟବାଣୀ କରିଥିଲେ । ଚୀନର…

ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ: ଶପଥ ନେଲେ ବିଧାୟକ

ନୂଆଦିଲ୍ଲୀ : ଶପଥ ନେଲେ ବିଧାୟକ। ଦୀର୍ଘ ୪୦ ଦିନ ପରେ ଆଜି ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେଇଛି । ପୂର୍ବାହ୍ନ ୧୧ଟାରେ ରାଜଭବନରେ ଶପଥପାଠ ଉତ୍ସବ ଆରମ୍ଭ ହେଇ ଯାଇଛି । ଏଥିସହିତ ବିଧାନସଭାର…

କଂଗ୍ରେସର ପଦଯାତ୍ରା:ରାଜ୍ୟସରକାରଙ୍କ ବିଫଳତା ବଖାଣିବ କଂଗ୍ରେସ

ଭୁବନେଶ୍ୱର: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହି ନିର୍ବାଚନ ପାଇଁ ବିଜେପି ,ବିଜେଡି ଏବଂ କଂଗ୍ରେସ ତାର ସାମରସଜ୍ଜା ଆରମ୍ଭ କରି ଦେଲେଣି । ତେବେ ଏହି ପରିପ୍ରେକ୍ଷୀ ରେ ଅଗଷ୍ଟ ୯ କ୍ରାନ୍ତି ଦିବସରୁ…

OPSCରେ ବାହାରିଲା ଅନେକ ପଦବୀ, ଅଗଷ୍ଟ ୧୨ ତାରିଖ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପିଲାମାନଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ୧୦୨ଟି ପଦବୀ ଖାଲି ରହିଛି । ଆସିଣ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ପୋଷ୍ଟ…

ଏଣିକି ହର୍ଣ୍ଣ ବଜାଇଲେ କଟିବ ଚାଲାଣ! କାର, ବାଇକ୍, ସ୍କୁଟି ଚାଳକ ସାବଧାନ୍

ନୂଆଦିଲ୍ଲୀ: ମୋଟର ଯାନରେ ଯାତ୍ରା କରୁଥିବା ବେଳେ ଟ୍ରାଫିକ୍ ନିୟମ ପାଳିବା ନିହାତି ଆବଶ୍ୟକ । ଏହା ଫଳରେ ଏକ ସୁରକ୍ଷିତ ଟ୍ରାଫିକ୍ ପରିବେଶ ସୃଷ୍ଟି ହୋଇଥାଏ । ଯଦି ରାସ୍ତାରେ ବିନା ନିୟମରେ ଗାଡ଼ି ଚଳାନ୍ତି, ତେବେ…

(Video) ଏହି ସଂସାରରେ ସବୁଠାରୁ ବଡ଼ ପାପ କଣ ? ଯାହାପାଇଁ ବ୍ୟକ୍ତିଙ୍କୁ ମିଳିଥାଏ ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଏହି ସଂସାରରେ ସବୁଠାରୁ ବଡ଼ ପାପ କଣ ? କିଏ କହିବ ଛଳନା ତ' ଆଉ କିଏ କହିବ ଲୋଭ । କିନ୍ତୁ ଏ ସଂସାରରେ ସବୁଠାରୁ ବଡ଼ ପାପ ହେଉଛି ଗୋଟିଏ ନାରିର ଅସମ୍ମାନ । ନାରିର ମାନଙ୍କ ମାନ୍ ସମ୍ମାନ ଇଜ୍ଜତକୁ ଭାଙ୍ଗିବା…

ଏମାନଙ୍କୁ ହିଁ କୁହନ୍ତି ଦଣ୍ଡା ବାଳୁଙ୍ଗା: ଆରେ ପିଲାମାନେ ମରଣକୁ ଟିକେ ଡର, ରେଲୱେ ଟ୍ରାକ୍ କ’ଣ ତୁମ ଗାଁ କ୍ରିକେଟ ପଡ଼ିଆ

ନୂଆଦିଲ୍ଲୀ: ଆଜିକାଲିର ଉଦଭ୍ରାନ୍ତ ଯୁବକମାନଙ୍କ କଥା ନ କହିବା ଭଲ । କିଏ ଶହେ ସ୍ପିଡରେ ଗାଡ଼ି ଚଳାଇ କାହାକୁ ପିଟିଲାଣି ତ କିଏ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କଲାଣି । ତେବେ ଏପରି ଭାବେ ରେଲୱେ ନିୟମ ଭାଙ୍ଗିବା…