Browsing Category
Breaking News
Jio, Airtel ଓ Vodafone Idea ଉପରେ ଭାରି ପଡିଲା BSNL, ମାତ୍ର ୭୫ ଟଙ୍କାରେ ଅନଲିମିଡେଟ କଲ୍ ସହ ଦେଉଛି ଅନେକ ଫାଇଦା
ନୂଆଦିଲ୍ଲୀ: ନିକଟରେ Jio, Airtel ଓ Vodafone Idea ନିଜର ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । ଅନ୍ୟପଟେ ସରକାରୀ ଟେଲିକମ୍ କମ୍ପାନୀ BSNL ନିଜ ଗ୍ରାହକମାନଙ୍କୁ ନିରାଶ ନକରି କୌଣସି ପ୍ଲାନରେ ପରିବର୍ତ୍ତନ କରିନି ।…
ବଲିଉଡରେ ଏଣ୍ଟ୍ରି ମାରିବେ କି ସଚିନଙ୍କ ଝିଅ ସାରା, ବିଜ୍ଞାପନ ଭିଡିଓଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
ବଲିଉଡରେ ଷ୍ଟାରକିଡମାନଙ୍କର ଏଣ୍ଟ୍ରି ଏକ ସାଧାରଣ କଥା । ପୂର୍ବରୁ ଅଭିଶେକ ବଚନ, ଟାଇଗର ଶ୍ରଫ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କାପୁର, କରନ ଦେଓଲ, ସାରା ଅଲ୍ଲୀ ଖାନ ଆଦି ଷ୍ଟାରକିଡମାନେ ବଲିଉଡରେ ଡେବ୍ୟୁ କରି ନିଜର ଝଲକ…
ଓଡ଼ିଶାରେ ପଶିଲା କି ଓମିକ୍ରନ! ଆଟ୍ ରିସ୍କ ଦେଶରୁ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତରେ ଏହାର ଦବଦବା ଦେଖିବାକୁ ମିଳିଲାଣି । ଏହାକୁ ନେଇ ଓଡ଼ିଶା ସରକାର ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି । ଏହାରି…
G-Mail ଆଣିଲା ନୂଆ ଫିଚର୍: ଏଣିକି ସହଜରେ ହୋଇପାରିବ Video ଓ Audio କଲିଂ
ନୂଆଦିଲ୍ଲୀ: ନିଜର ୟୁଜର୍ସଙ୍କ ସୁବିଧା ପାଇଁ ଜି-ମେଲ ତରଫରୁ ଏକ ନୂଆ ଫିଚର ଆସୁଛି । ୟୁଜର୍ସ ଜି-ମେଲରେ ଗୁଗଲ ଚ୍ୟାଟ ମାଧ୍ୟମରେ ଅଡିଓ ଓ ଭିଡିଓ କଲ୍ କରିପାରିବେ । ଏନେଇ ଏକ ବ୍ଲକ ପୋଷ୍ଟରେ ଏହି ଆମେରିକୀୟ କମ୍ପାନୀ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୫୫ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
୫ ବର୍ଷରେ ୩.୯୬ ଲକ୍ଷ କମ୍ପାନୀ ବନ୍ଦ କରିଛନ୍ତି କେନ୍ଦ୍ର ସରକାର, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଗତ ୫ ବର୍ଷରେ ଲକ୍ଷାଧିକ କମ୍ପାନୀକୁ ସରକାରୀ ରେକର୍ଡରୁ ହଟାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଅନୁପାଳନରେ ଅଭାବ କାରଣରୁ ଅନେକ କମ୍ପାନୀକୁ ବନ୍ଦ…
ଦହି ସାଙ୍ଗରେ ଖାଆନ୍ତୁ କିଛି କିସମିସ୍, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା
ନୂଆଦିଲ୍ଲୀ: ଦହି ଓ କିସମିସ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ସହିତ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ । କିସମିସରେ ଆଇରନ୍, ପୋଟାସିୟମ୍,…
ସ୍ତ୍ରୀ ମାନ୍ୟତା ଦାବିରେ ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ବିତିଲା ୬ ଦିନ
ତାଳଚେର (ଭାସ୍କର ନ୍ୟୁଜ୍): ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ସ୍ତ୍ରୀ ମାନ୍ୟତା ଦାବି ବାରଣ୍ଡାରେ ବିତିଲା ୬ ଦିନ। ବାପ ଘରେ ଛାଡ଼ି ଥିଲେ ସ୍ୱାମୀ। ଦୁଇମାସ ପରେ ଶ୍ବଶୁର ଘରକୁ ନେବା କହି ଯାଇଥିଲେ ଯେ ଆଉ…
ବନ୍ଦ ହୋଇପାରେ ଘରୋଇ ବିମାନ କମ୍ପାନୀ SpiceJet
ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ବନ୍ଦ ହୋଇପାରେ । ମାଡ୍ରାଓ ହାଇକୋର୍ଟଙ୍କ ଏକ ରାୟ ପରେ କମ୍ପାନୀ ଏବେ ସଙ୍କଟ ଆଡ଼କୁ ଗତି କରୁଛି । ତେବେ ପରେ କୋର୍ଟ କମ୍ପାନୀକୁ ଏଥିନେଇ ତିନି ସପ୍ତାହ ସମୟ ଦେଇଛନ୍ତି ।…
ନିଯୁକ୍ତି ପାଇବେ ୭ ହଜାର ଶିକ୍ଷକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହାଇସ୍କୁଲଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ପ୍ରଥମ ଥର ଲାଗି ପ୍ରାୟ ୭ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକକାଳୀନ…