Browsing Category

Breaking News

ସିନ୍ଧିଆଙ୍କ ବଡ଼ ଘୋଷଣା: ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ

ପୁରୀରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରାଯିବ । ଝାରସୁଗୁଡ଼ାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ । ସିନ୍ଧିଆ କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ…

କନଫର୍ମ ଟିକେଟ୍ ବାତିଲ କରିବା ପୂର୍ବରୁ ଜାଣିରଖନ୍ତୁ IRCTCର ଏହି ନିୟମ, ବଞ୍ଚିଯିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଟ୍ରେନରେ ରିଜର୍ଭେସନ କରିଛନ୍ତି ଓ କୌଣସି କାରଣରୁ ଆପଣଙ୍କୁ ଟିକେଟ୍ ବାତିଲ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ଅତ୍ୟନ୍ତ…

ସୂର୍ଯ୍ୟ ପୃଷ୍ଠରେ ନାସା ପାଇଲା ବଡ଼ ଛିଦ୍ର, ବୈଜ୍ଞାନିକମାନେ ଦେଲେ ଏପରି ଚେତାବନୀ

ୱାଶିଂଟନ୍: ଅନ୍ତରୀକ୍ଷର ପାଣିପାଗ ଉପରେ ନଜର ରଖିଥିବା ଆମେରିକାର ସ୍ପେସ ଏଜେନ୍ସି ନାସାର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି । ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି, ସୂର୍ଯ୍ୟ ପୃଷ୍ଠରେ…

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି…

ତୁମେ ମୋତେ ଛାଡ଼ି ଏକା ଏକା ଯାଇ ପାରିବ ନାହିଁ କାହ୍ନା, ମୁଁ ବଞ୍ଚି ପାରିବିନି, ଟିକିଏ ଅପେକ୍ଷା କର ମୁଁ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ତୁମେ ଜାଣିଛ ତୁମ ବିନା ମୁଁ ଏକୁଟିଆ କେମିତି ବଞ୍ଚିଛି । ମୁଁ ଆଉ ପାରୁନାହିଁ ଧନ (କାହ୍ନା), ମୁଁ ଆଉ ପାରୁନାହିଁ । କେତେଦିନ ଆଉ ଏମିତି ମରିମରି ବଞ୍ଚିବି । ତୁମ ବିନା ମୁଁ ଆଜି ଅଧୁରା…

କ୍ୟାବିନେଟର ଅଧା ମନ୍ତ୍ରୀ ୪ଟି ଜିଲ୍ଲାର, ୧୬ ଜିଲ୍ଲାରୁ କୌଣସି ବିଧାୟକ ସ୍ଥାନ ପାଇଲେନି: ଅସନ୍ତୁଷ୍ଟ ଗୋଷ୍ଠୀ ଓ ପାଇଲଟ ଏବେ କରିବେ କ’ଣ?

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ହଟିଗଲା ବୋଲି ସମସ୍ତେ ଭାବୁଥିବେ । ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ କଥା ବୋଲି କ୍ୟାବିନେଟରୁ…

ପ୍ରାକୃତିକ ସମ୍ପଦର ହେବ ଅଡିଟ୍, ସିଏଜି ଗିରିଶଚନ୍ଦ୍ର ମୁର୍ମୁଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବ । ଏନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ…

ପରମବୀରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାର ଓ ସିବିଆଇକୁ ପଠାଗଲା ନୋଟିସ୍

ନୂଆଦିଳ୍ଲୀ: ପରମବୀର ସିଂହଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ । ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ । ଦେଶରେ ଭିତରେ ଥିବା ଜଣାଇବା ପରେ ଅନ୍ତରୀଣ ସୁରକ୍ଷା ଦିଆଯାଇଛି । ପରମବୀରଙ୍କ ଓକିଲ…

କରୋନା କାଳରେ ୪ କୋଟି ବରିଷ୍ଠ ନାଗରିକଙ୍କ ଠାରୁ ପୂରା ଟଙ୍କା ଆଦାୟ କରିଛି ଭାରତୀୟ ରେଳବାଇ, ମିଳିନି କୌଣସି ରିହାତି

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଦେଶର ଅର୍ଥବ୍ୟବସ୍ଥା ଧରାଶାୟୀ ହୋଇପଡ଼ିଥିଲା । ଲକଡାଉନ୍ ପରେ ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି । ମହାମାରୀ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ଜୀବନ ହାରିବା ସହିତ…

କନ୍ଧମାଳବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ଯୋଗାଇଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ(ଓଡ଼ିଶା ଭାସ୍କର): ବିଜୁ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଯୋଡି ହୋଇଛି କନ୍ଧମାଳ । ଜିଲ୍ଲାର ହିତାଧିକାରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ…