Browsing Category

Breaking News

ପିଠିରେ ବସିଥିଲା କନ୍ୟା, ହଠାତ୍ ଏମିତି କଲା ଘୋଡ଼ା, ଦେଖନ୍ତୁ ଭାଇରାଲ ଭିଡିଓ…

ବିବାହ ସମୟର ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳେ । କେତେବେଳେ ବର-କନ୍ୟାଙ୍କ କାରନାମା ତ’ ପୁଣି କେତେବେଳେ ବରଯାତ୍ରୀଙ୍କ ଅଜବ ଡାନ୍ସ ଭିଡିଓ ସାମ୍ନାକୁ ଆସିଥାଏ ଯାହା ଭାଇରାଲ ମଧ୍ୟ ହୋଇଥାଏ । ବର୍ତ୍ତମାନ…

ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ନିୟମରେ ବଡ଼ ପରିବର୍ତ୍ତନ! ଜାଣନ୍ତୁ ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଆପଣଙ୍କୁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) କୁ ଯିବାକୁ ପଡ଼ିବ ନାହିଁ। ଡ୍ରାଇଭିଂ ଲାଇସେନ୍ସକୁ ଅତି ସହଜ…

ନାଳ ପାଣିରେ ତିଆରି ହେଉଛି ବିୟର ! ପିଇବାକୁ ପସନ୍ଦ କରୁଛନ୍ତି ଲୋକେ

ଦୁନିଆରେ ଲୋକଙ୍କର ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳେ । ବିୟରକୁ ନେଇ ମଧ୍ୟ ଅନେକଙ୍କ ଭିନ୍ନ ଭିନ୍ନ ସଉକ ରହିଛି । ବିୟରକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ପସନ୍ଦ ରହିଛି । ମାର୍କେଟରେ ନୂଆ ନୂଆ ବ୍ରାଣ୍ଡର ବିୟର ବି ରହିଛି ।…

କମ୍ୟୁନିଟି ହଲ୍ ଭିତରେ IED ବିସ୍ଫୋରଣ, ଜଣେ ମୃତ

ମଣିପୁର: ମଣିପୁରର ଖୋଙ୍ଗଜମର ସାପାମ ମୟାଇ ଲାଇକାଇର ଏକ କମ୍ୟୁନିଟି ହଲରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଆନନ-କାନନରେ…

ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କଲେ ୧୮୩ IAS ଟ୍ରେନି ଅଫିସର, ଦେଖନ୍ତୁ Video

ପୁରୀ, (ଓଡ଼ିଶା ଭାସ୍କର): ୨୦୨୧ ବ୍ୟାଚର ୧୮୩ ଜଣ ଆଇଏଏସ ଅଫିସର ପୁରୀ ଆସି ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୮୧ ଜଣ ଇଣ୍ଡିଆନ୍‌ କ୍ୟାଡର ଅଫିସର ଏବଂ ୨ ଜଣ ରୟାଲ ଭୂଟାନ…

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୧ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର ପୁଲୱାମାରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର ପୁଲୱାମାର ଗୂଣ୍ଡିପୁରା…

ଚାଷୀଙ୍କ ଆକାଉଣ୍ଟକୁ ଶୀଘ୍ର ଯିବ ୨୦୦୦ ଟଙ୍କା: ୩୧ ମେ’ ପୂର୍ବରୁ ସାରିଦିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୧ତମ କିସ୍ତିର ତାରିଖ ପାଖେଇ ଆସୁଛି । ସରକାର ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ପିଏମ କିଷାନ ନିଧିର ୨୦୦୦ ଟଙ୍କା ଟ୍ରାନ୍ସଫର କରିବେ । ପିଏମ୍ କିଷାନ ସମ୍ମାନ ନିଧିର…

ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାରେ ଶୁଣାଣି ଆଜି, ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ

ବାରଣାସୀ: ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଆଜି ହେବ । ଜିଲ୍ଲା ଜଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶ ଜ୍ଞାନବ୍ୟାପୀ ପରିସାରେ ସର୍ଭେ ଏବଂ ଭିଡିଓଗ୍ରାଫୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ…

ମହିଳାଙ୍କ ତୁଳନାରେ ପୁରୁଷଙ୍କୁ କାହିଁକି ଅଧିକ କାମୁଡନ୍ତି ମଶା? ଜାଣନ୍ତୁ ଏହା ପଛର କାରଣ

ମହିଳାଙ୍କ ତୁଳନାରେ ପୁରୁଷଙ୍କ ରକ୍ତ ପିଇବାକୁୁ ଅଧିକାଂଶ ମଶା ପସନ୍ଦ କରନ୍ତି । ପୁରୁଷଙ୍କ ଶାରୀରିକ ଗଠନ ମହିଳାଙ୍କ ଅନୁସାରେ ବଡ଼ ହୋଇଥିବା କାରଣ ହେତୁ ମଶାମାନେ ଏପରି କରିଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି ।…

ଆଧାରକାର୍ଡକୁ ନେଇ ଜରୁରୀ ସୂଚନା! ଆଡଭାଇଜରୀ ପ୍ରତ୍ୟାହାର କଲେ ସରକାର, ଜାଣନ୍ତୁ କାହିଁକି ନେବାକୁ ପଡିଲା ଏହି ନିଷ୍ପତ୍ତି?

ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ଜାରି ହୋଇଥିବା ଆଡଭାଇଜରୀକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ବ୍ୟାଙ୍କ ହେଉ ବା ହୋଟେଲ ସବୁଠି ଆଧାର କାର୍ଡର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ହେଲେ ନିକଟରେ ଆଧାର କାର୍ଡ ସୁରକ୍ଷା…