Browsing Category
Breaking News
ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗଳା ଅଭିନେତ୍ରୀ: ବିଦିଶାଙ୍କ ପରି ଜୀବନ ହାରିଲେ ମଞ୍ଜୁସା
କୋଲକାତା: ସିନେମା ଜଗତରେ ଏବେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସୁଛି । ବିଭିନ୍ନ କାରଣକୁ ନେଇ ନିଜ ଜୀବନ ହାରି ଦେଉଛନ୍ତି ସେଲିବ୍ରିଟି ଷ୍ଟାର । ସେହିଭଳି ଆଉ ଏକ ଖବର ସାମନାକୁ ଆସିଛି…
ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…
ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଗୁଜରାଟ…
ପୁଣି ଫେରିଲା ତାତି: ଆହୁରି ଦୁଇଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କଲବଲ କରିବ ଗୁଳୁଗୁଳି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟକୁ ପୁଣି ଫେରିଛି ତାତି । କିଛି ଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…
BCCIର ବଡ଼ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ବିପକ୍ଷ T-20 ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ହେବ ଫିଟନେସ୍ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତା ମାସ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ କେଏଲ ରାହୁଲ…
୨୦୨୪ ମେଗା ଇଲେକ୍ସନରେ BJP ଲାଗୁ କରିବ ବିଗ୍ ଫର୍ମୂଲା, ୮୦ ପ୍ରତିଶତ ସାଂସଦଙ୍କୁ ମିଳି ନପାରେ ଟିକେଟ୍
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ଫାଇନାଲ ପରୀକ୍ଷାକୁ ନେଇ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ମେଗା ଫାଇଟ୍ ପାଇଁ ଦେଶର ପ୍ରମୁଖ ଦଳମାନେ ହାଇ ଲେବଲ୍…
ଆସିଷ୍ଟାଣ୍ଟ ପ୍ରଫେସର ସାକ୍ଷାତକାର ପରୀକ୍ଷା ବନ୍ଦ କଲା OPSC, UGCର ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସାକ୍ଷାତକାର ପରୀକ୍ଷା ବନ୍ଦ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି)ର ତାଗିଦ ପରେ ଓପିଏସସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।…
ଖୁବଶୀଘ୍ର ଦେଶର ଦୁଇଟି ସରକାରୀ ବ୍ୟାଙ୍କର ହେବ ଘରୋଇକରଣ, ଜାଣନ୍ତୁ କେଉଁ ଦୁଇଟି ବ୍ୟାଙ୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ନେଇ ପ୍ରକ୍ରିୟା ଚାରି ରହିଛି । ଦେଶର କିଛି କମ୍ପାନୀର ଘରୋଇକରଣ ପରେ ସରକାର ଏବେ ଦୁଇଟି ବ୍ୟାଙ୍କର ପ୍ରାଇଭେଟାଇଜେସନ ନେଇ ପ୍ରୋସେସ୍…
ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ: ରାଜ୍ୟରେ ଲଗାତର ଦୁଇଦିନ ଧରି ବନ୍ଦ ରହିବ ପେଟ୍ରୋଲ ପମ୍ପ, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଲଗାତର ଦୁଇଦିନ ପାଇଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ପେଟ୍ରୋଲ ପମ୍ପ ବନ୍ଦ ରହିଲେ…
ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ସଞ୍ଜୁ: ଆରମ୍ଭ ହେବ ଯୁଦ୍ଧ
ଅହମ୍ମଦାବାଦ: ଆଇପିଏଲ ୨୦୨୨ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ରୋୟଲ୍ସର ଅଧିନାୟକ ସଞ୍ଜୁ ସାମସନ । ଏହି ମ୍ୟାଚରେ ବିଜୟ ହାସଲ କରି ଫାଇନାଲକୁ…
ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ଯୌନ ଶୋଷଣ ଅଭିଯୋଗ, ସହି ନପାରି ପୋଲିସ ସାମ୍ନାରେ ଛାତରୁ ଡେଇଁ ଜୀବନ ହାରିଲେ ପୂର୍ବତନ ମନ୍ତ୍ରୀ
ନୂଆଦିଲ୍ଲୀ: ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ, ସହ୍ୟ କରି ପାରିଲେନି ଶ୍ୱଶୁର । ପୋଲିସ ସାମ୍ନାରେ ଛାତରୁ ଡେଇଁ କଲେ ଆତ୍ମହତ୍ୟା । ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ…