Browsing Category

Breaking News

ପୁରୀରେ ରାତି ଅଧିଆ GPRS ସର୍ଭେ, ଲୋକଙ୍କ ମନରେ ସନ୍ଦେହ

ପୁରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆରଏସ ସର୍ଭେ ହୋଇଥିବା ସୂଚନା ମିଳିଛି । ଜିପିଆରଏସ ସର୍ଭେ ଚାଲିଥିବା ନେଇ କାର୍ଯ୍ୟରତ ଅଧିକାରୀ ସୂଚନା ଦେଇଛନ୍ତି । ଜିଓକାର୍ଟ ରାଡାର…

ରାଶିଫଳ(ରବିବାର,୨୨ ମେ,୨୦୨୨)

ମେଷ - ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ।…

ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍: ସାଇବର ଥାନାରେ ଏତଲା ଦେଲେ ସାଂସଦ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି । ସାଂସଦ ନିଜର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି । ଗତ ଦୁଇ ଦିନ ଧରି ନିଜର ଫେସବୁକ୍ ଆକାଉଣ୍ଟ…

କଣ ତୋ ନାଁ ମହମ୍ମଦ ? ଆଧାର କାର୍ଡ ଦେଖା… ବୃଦ୍ଧଙ୍କୁ ପିଟି ପିଟି ମାରି ଦେଲେ, ସନ୍ଦେହରେ ବିଜେପି ନେତା

ରତମାଲ: ରାଜସ୍ଥାନ ସଂଲଗ୍ନ ମଧ୍ୟ ପ୍ରଦେଶର ମନାସାରେ ମାନବ ଜାତିକୁ କୁଠାରଘାତ ଏବଂ ଲଜ୍ଜିତ କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧଙ୍କୁ ମୁସଲମାନ ହୋଇଥିବା ସନ୍ଦେହରେ ପିଟି ପିଟି ହତ୍ୟା କରାଯାଇଛି। ହତ୍ୟା…

(Video) ପୁଣି ଏକ ଭିଡିଓରେ ମନ କଥା କହିଲେ ଅନୁଭବ: କହିଲେ ବିବାହ ପରେ ନଥିଲା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜର ଦାମ୍ପତ୍ୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଜାରି କରିଛନ୍ତି । ଶନିବାର ଆଉ ଏକ ଭିଡିଓ ଜାରି କରି ନିଜ ମନର ଦୁଃଖକୁ ପ୍ରକାଶ କରିଛନ୍ତି ଅଭିନେତା ତଥା…

ଭାରତ ବିରୋଧରେ ବ୍ୟୁହ ରଚନା କରୁଛି ଚୀନ, ଭବିଷ୍ୟତରେ ହିନ୍ଦୁସ୍ତାନ ଉପରେ ଆକ୍ରମଣ ପାଇଁ ଧାର କରୁଛି ଅସ୍ତ୍ର

ନୂଆଦିଲ୍ଲୀ: ଚୀନ ସବୁବେଳେ କିଛି ନା କିଛି ଭାରତ ବିରୋଧୀ କୁଟ ଚକ୍ରାନ୍ତରେ ବ୍ୟସ୍ତ ରହିଥାଏ । ତେବେ ନିକଟରେ ଚୀନ ଭାରତକୁ ନେଇ ଏକ ବଡ଼ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଚୀନ ଭାରତୀୟ ସୀମାରେ ବ୍ରିଜ୍ ନିର୍ମାଣ କରୁଥିବା…

୧୦୦ ମିଟର ପରିଧି ବାହାରେ ହେବ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର: ଶ୍ରୀମନ୍ଦିର ପରିଚାଳନା ବୈଠକରେ ହେଲା ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକ ଶନିବାର ଶେଷ ହୋଇଛି । ପୁରୀ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଗୁରୁକୁଳ…

ଓଡ଼ିଶାରେ ଗରମ ଅସମ୍ଭାଳ: ୪୪ ଡିଗ୍ରୀ ଟପିଲା ଦୁଇ ସହର, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପରିସ୍ଥିତି ଏପରି ହୋଇଛି ଜନସାଧାରଣ ପ୍ରବଳ ଗରମରେ ଘରୁ ବାହାରକୁ ଗୋଡ଼ କାଢ଼ି ପାରୁନାହାନ୍ତି । ତେବେ କିଛି ଦିନର ନିରବତା…

ଆମେରିକାଠୁ ୟୁକ୍ରେନକୁ ମିଳିବ ୪୦ ଅରବ ଡଲାରର ସହାୟତା ରାଶି, ମୋହର ମାରିଲେ ବାଇଡେନ୍

ସିଓଲ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ସହାୟତା ପାଇଁ ଶନିବାର ୪୦ ଅରବ ଡଲାରର ନୂତନ ସହାୟତା ସଂପର୍କିତ ବିଧେୟକ ଉପରେ ହସ୍ତାକ୍ଷର କରିଛନ୍ତି । ଏହି ବିଧେୟକ ଆମେରିକା କଂଗ୍ରେସର ଦୁଇ ଦଳର ସମର୍ଥନରେ…

ପ୍ରଧାନମନ୍ତ୍ରୀ ସ୍କଟ ମରିସନ ହାରିଲେ ନିର୍ବାଚନ, ଆନ୍ଥୋନୀ ଅଲ୍ୱନୀଜ ହେବେ ଅଷ୍ଟ୍ରେଲିଆର ନୂଆ PM

ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ଲେବର ପାର୍ଟୀର ଆନ୍ଥୋନୀ ଅଲ୍ୱନୀଜ । ନିର୍ବାଚନରେ ଜିତିଥିବା ଆନ୍ଥୋନୀ ଅଲ୍ୱନୀଜ ଏବେ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ । ତାଙ୍କ ବିପକ୍ଷରେ…