Browsing Category

Breaking News

ନେତା କହିଲେ ଆରଏସଏସ ପାଖରେ କଲେଜ, ଡାକ୍ତରଖାନା, ସବୁକିଛି ଅଛି ଏବଂ କଂଗ୍ରେସର କାର୍ଯ୍ୟଳୟ ମଧ୍ୟ ନାହିଁ

ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିରରେ କଂଗ୍ରେସ ଦଳର ଉତ୍ଥାନ ପାଇଁ ମାନସ ମନ୍ଥନ ଚାଲିଛି । ଏହି ଅବସରରେ ଦଳ ଚଳାଇବାକୁ ଟଙ୍କା ନାହିଁ ବୋଲି ନେତାମାନେ କହିଛନ୍ତି। କର୍ପୋରେଟରମାନେ ପାଣ୍ଠି ଦେଉ ନାହାନ୍ତି । ପାର୍ଟି…

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା, ଖୋଲାଖୋଲି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କଲେ ବିଧାୟକ

ତ୍ରିପୁରାରେ ହଟାତ୍ ଦେଖାଦେଇଥିବା ରାଜନୈକ ଘଟଣା କ୍ରମେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ୍ ଇସ୍ତଫା ଦେଇଛନ୍ତି । ଏହାପରେ ଡାକ୍ତର. ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ଘୋଷଣା ହେବା ସହ ସେ…

ଚିନ୍ତନ ଶିବିରରେ ସୋନିଆଙ୍କ ଆଗରେ ଉଠିଲା ଦାବି, କ’ଣ ପ୍ରିୟଙ୍କା ଗାନ୍ଧୀ ହେବେ କଂଗ୍ରେସ ଅଧ୍ୟକ୍ଷ?

ଉଦୟପୁର: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ କଂଗ୍ରେସର ଉତ୍ଥାନ ପାଇଁ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଚାଲିଛି ମାନସ ମନ୍ଥନ । ଏହି ବୈଠକରେ ଶନିବାର ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଆଚାର୍ଯ୍ୟ…

ମାନିବାକୁ ପଡ଼ିବ ବୃଦ୍ଧଙ୍କ ସାହସ, ୨୮ ପତ୍ନୀଙ୍କ ସାମ୍ନାରେ କଲେ ୩୭ ତମ ବିବାହ

ପୁରୁଣା କାଳରେ ରାଜା ମହାରାଜ ମାନେ ଏକାଧିକ ବିବାହ କରୁଥିବା ନେଇ ଆମେ ଜାଣିଛେ । କିନ୍ତୁ ଆଜିକା ମଡର୍ଣ୍ଣ ସୋସାଇଟିରେ ଏକାଧିକ ବିବାହକୁ ନାପସନ୍ଦ କରାଯାଉଛି । କିନ୍ତୁ ଏହି ବ୍ୟକ୍ତିଙ୍କ ସହ ତାହା ହୋଇନାହିଁ । କାରଣ…

ଏସ୍.ପିଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

ଗଞ୍ଜାମ: ଗଞ୍ଜାମ ଏସ.ପିଙ୍କ ଅଫିସ ସାମନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଏହି ଯୁବକ । ପେଟ୍ରୋଲ ଏବଂ ନିଆଁ…

କାଶ୍ମୀର ପଣ୍ଡିତ ରାହୁଲ ଭଟଙ୍କ ହତ୍ୟା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଓମାର ଅବଦୁଲ୍ଲା

ଜାମ୍ମୁ କାଶ୍ମୀର: ଘାଟିରୁ ଧାରା ୩୭୦ ହଟିଲେ ଶାନ୍ତି ଫେରିବ ବୋଲି କେନ୍ଦ୍ର ସରକାର ବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ କହିଥିଲେ । ଯାହା ଏପର୍ଯ୍ୟନ୍ତ ଦେଖାଯାଉ ନାହିଁ ବୋଲି କହିଛନ୍ତି ଜାମ୍ମୁ କାଶ୍ମୀରର ପୁର୍ବତ୍ତନ…

ମାଣିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି

ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ମାଣିକ ଶାହା ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଶନିବାର ବିପ୍ଲବ ଦେବ କୁମାର ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନଟାକ୍ ଆବାହକ, କହିଲେ ୧୦୦ ମିଟର ପରିଧି ଭିତରେ ଖନନ ହେଲେ ପଡ଼ିବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଜନୀତି ଲାଗି ରହିଥିବାବେଳେ । ଶନିବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଇନଟାକ୍  ଓଡ଼ିଶା ଚ୍ୟାପ୍ଟର ଆବାହକ ଏବି ତ୍ରିପାଠୀ। ଶ୍ରୀମନ୍ଦିର…

ଏହି ସରକାରୀ କମ୍ପାନୀରେ ୮ମ ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ, ରହିଛି ୪୦୦ ରୁ ଅଧିକ ଭାକେନ୍ସୀ, ଜଲଦୀ କରନ୍ତୁ ଆବେଦନ

ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ, ଏସଇସିଏଲରେ ବିଭିନ୍ନ ଅପରେଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ଆଶାୟୀ ପଞ୍ଜୀକୃତ ଡାକ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୩ ମେ…

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ସ୍ଥିର ହେବେ ନୂଆ ନେତା

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାର ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଛନ୍ତି । ନିକଟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । କୁହାଯାଉଛି ଯେ ପାର୍ଟୀ…