Browsing Category
Breaking News
ହାରିଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
ଚଣ୍ଡିଗଡ଼: ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଗଣତି ଚାଲିଥିବା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର…
ପଞ୍ଜାବରେ ଆସିଲା ପ୍ରଥମ ଫଳାଫଳ: ଜାଣନ୍ତୁ କିଏ କେଉଁଠି ବିଜୟୀ
ଚଣ୍ଡିଗଡ଼: ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଆସିଛି ପ୍ରଥମ ଫଳାଫଳ ।…
ଯୁଦ୍ଧ ମଝିରେ ପ୍ରେମ ବର୍ଷା, ପ୍ରେମିକାକୁ ଚେକ୍ ପଏଣ୍ଟରେ ପ୍ରପୋଜ୍ କଲେ ଯବାନ; ଦେଖନ୍ତୁ କ୍ୟୁଟ୍ ଭିଡିଓ
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ନିଜର ସୈନ୍ୟଙ୍କୁ ଫେରାଇ ନେବାର ନାଁ ଧରୁନାହିଁ । ଏହା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଚାଲି ଯାଉଛନ୍ତି । ଯୁଦ୍ଧର ୧୫ ଦିନ ବିତିଯାଇଥିଲେ ସୁଦ୍ଧା…
ୟୁକ୍ରେନକୁ ଆମେରିକାର ଝଟକା: ମିଗ୍-୨୯ ଫାଇଟର୍ ଜେଟ୍ ଦେବାକୁ ମନା କରିଦେଲେ ବାଇଡେନ୍ ସରକାର
ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ଦିନ ଧରି ଯୁଦ୍ଧ ଲାଗିରହିଛି । ୟୁକ୍ରେନ ବର୍ତ୍ତମାନ ମାଟିରେ ମିଶିବା ପରିସ୍ଥିତିରେ ଆସି ପହଞ୍ଚିଛି । ଏହା ଭିତରେ ୟୁକ୍ରେନକୁ ଆମେରିକା ଏକ ବଡ଼ ଝଟକା ଦେଇଛି । ଏହି କ୍ରମରେ…
ବିଜେପିରୁ ସପାକୁ ଯାଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଝଟକା: ୧୧ ହଜାର ଭୋଟରେ ପଛୁଆ
ନୂଆଦିଲ୍ଲୀ: ୫ ଟି ରାଜ୍ୟ ଯଥା-ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । କୁଶୀନଗରର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସେଠାରେ କଂଗ୍ରେସରୁ ବିଜେପିରେ…
UP, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପିର ରାଜୁତି: ପଞ୍ଜାବରେ କମାଲ୍ କରୁଛି AAP
ନୂଆଦିଲ୍ଲୀ: ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ ଚାଲିଛି । କେଉଁ ରାଜ୍ୟର ଶାସନ ଡୋରି କାହା ହାତରେ ରହିବ ସେନେଇ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ତେବେ ଆଜି ସକାଳ ଆଠଟାରୁ ଭୋଟ ଗଣତି…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୦୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
‘ଦୁଷ୍କର୍ମ ମାମଲାରେ ରାଜସ୍ଥାନ ନମ୍ବର ୱାନ୍, କାରଣ ଏଠାରେ ପୁରୁଷଙ୍କ ସଂଖ୍ୟା ଅଧିକ’, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି…
ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଏକ ନମ୍ବରରେ ରାଜସ୍ଥାନ ରହିଥିବା ବେଳେ ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲ୍ । ବୁଧବାର ଦିନ ବିଧାନସଭାରେ ମନ୍ତ୍ରୀ ଏପରି…
NMP ପରେ ଏବେ କେନ୍ଦ୍ର ସରକାର ଗଠନ କରିବେ NLMC, ସରକାରୀ ଜମିର ଘରୋଇକରଣକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସାର୍ବଜନିକ କ୍ଷେତ୍ରର ଭବନ, ସରପ୍ଲସ ଲ୍ୟାଣ୍ଡ ଓ ସରକାରୀ ସଂସ୍ଥାର ମନିଟାଇଜ…
ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା: ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପଛୁଆ
ନୂଆଦିଲ୍ଲୀ: ଆଜି ୫ ଟି ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ତେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ…