Browsing Category

Breaking News

ସୁର କହିଲେ ପିପିସି ସଭାପତି ନିଷ୍ପତି ନବୀନ ନିଅନ୍ତି, ନୋଟିସ ପଠାଇଲେ ନିରଞ୍ଜନ ମାଗିଲେ ଜବାବ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ଏହାର ନିଷ୍ପତି ନିଅନ୍ତି ନବୀନ । ଏଭଳି ବିସ୍ପୋରକ ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ  ହଇଚଇ ସୃଷ୍ଟି କରିଥିଲେ ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ…

ଖସିଲା ଭୁବନେଶ୍ୱର, ଉଠିଲା ବୌଦ୍ଧ: ୪୩ ଡିଗ୍ରୀ ତାପମାତ୍ରା ଉପରକୁ ଉଠିଲା ରାଜ୍ୟର ୯ଟି ସହର

ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । କମିଛି ପାରଦ । ଫଳରେ ଅସହ୍ୟ ଗରମରୁ ସାମାନ୍ୟ ତ୍ରାହି ପାଇଛନ୍ତି ଭୁବନେଶ୍ୱରର ବାସିନ୍ଦା । ରାଜଧାନୀରେ ଗରମ ସିନା ଟିକିଏ କମିଥାଇ ପାରେ, କିନ୍ତୁ ଅନ୍ୟ…

କରାଚୀ ବିଶ୍ୱବିଦ୍ୟାଳୟରେ ହେଲା ଭୟଙ୍କର ବିସ୍ଫୋରଣ: ୪ ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ । ଏହି ଧମାକାର ଶବ୍ଦରେ ଥରି ଯାଇଛି ସାରା ସହର । ଦେଶରେ ଏଭଳି ଏକ ଭୟଙ୍କର ବିସ୍ଫୋରଣର କାରଣ କ’ଣ ଏବେ ଚର୍ଚ୍ଚାର ପିଷୟ ପାଲଟିଛି ।…

କଲବଲ ହେବେ ଲୋକେ! ରାଜ୍ୟରେ ଆଉ ୫ ଦିନ ପ୍ରଚଣ୍ଡ ତାତି: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକେ କଲବଲ ହେଉଛନ୍ତି । ଏହାରି ମଧ୍ୟରେ ଖରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।…

କିଏ କହୁଛି ଖାକିର ମାନବିକତା ନାହିଁ, ଗାଡ଼ି ନ ମିଳିବାରୁ ୭୫ ବର୍ଷୀୟ ବୃଦ୍ଧଙ୍କ ଶବକୁ କାନ୍ଧେଇ ଅଢ଼େଇ କିମି ଚାଲିଲେ ପୋଲିସ ଭାଇ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଅଧିକାଂଶ ସମୟରେ ଗରିବଙ୍କ ଉପରେ ପୋଲିସର ଜୁଲମ ଦେଖିବାକୁ ମିଳିଥାଏ । ତେଣୁ ସାଧାରଣରେ ପୋଲିସ ପ୍ରତି ସମସ୍ତଙ୍କର ନକାରାତ୍ମକ ଭାବନା ରହିଥାଏ । ତେବେ ଏପରି କିଛି ପୋଲିସ ଅଧିକାରୀ…

ତାତିରୁ ନାହିଁ ତ୍ରାହି: କାଲିଠାରୁ ୟୁଜି/ପିଜି କ୍ଲାସ ରୁମ୍ ପାଠପଢ଼ା ବନ୍ଦ, ଜାଣନ୍ତୁ କେତେ ଦିନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ଯୋଗୁଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ହୋଇଥିବା ଆସନ୍ତାକାଲିଠାରୁ ୟୁଜି/ପିଜି କ୍ଲାସ ରୁମ ପାଠପଢ଼ା ବନ୍ଦ…

JCBରେ ତାଡ଼ି କିଛି ମିନିଟରେ ନେଇଗଲେ ATM ମେସିନ୍, ସାମ୍ନାକୁ ଆସିଲା ସିସିଟିଭ ଫୁଟେଜ୍

ନୂଆଦିଲ୍ଲୀ: ଇଣ୍ଟରନେଟରେ ଏପରି କିଛି ଭିଡିଓ ଦେଖିବାକୁ ମିଳିଥାଏ, ଯାହା ଆମର ମନୋରଞ୍ଜନ କରିଥାଏ । ସୋସିଆଲ ମିଡିଆରେ ଥିବା ପ୍ରତ୍ୟେକ ଭିଡିଓର କିଛି ଅଲଗା କାହାଣୀ ଥାଏ । ସେହିପରି ଜେସିବିର ଏକ ଭିଡିଓ ଏବେ ସୋସିଆଲ…

୬ରୁ ୧୨ ବର୍ଷର ପିଲାମାନଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା, DCGI ପକ୍ଷରୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ୬ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ପକ୍ଷରୁ ଭାରତ ବାୟୋଟେକ ନିର୍ମିତ ଏହି…

NEET BDS ଆଡମିଟ୍ କାର୍ଡ ଜାରି ହେଲା, ଏହି ଲିଙ୍କକୁ ଯାଇ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ୨୦୨୨ ପରୀକ୍ଷା ପାଇଁ ଆଡମିଡ୍ କାର୍ଡ ଆସି ଯାଇଛି । ନ୍ୟାସନାଲ ବୋର୍ଡ ଅଫ୍ ଏକଗାମିନେସନ୍ସ ଇନ୍…

ଖଲ୍ଲିକୋଟରେ ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମା’ ଗୁରୁତର

ଖଲ୍ଲିକୋଟ(ଓଡ଼ିଶା ଭାସ୍କର): ଖଲ୍ଲିକୋଟରେ ବିଷାକ୍ତ ଖାଦ୍ୟ ଯୋଗୁଁ ଘଟିଯାଇଛି ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା…